ସବୁ ସମୟ ଖବର ସାଥିରେ

ଓଃ କି ଡ୍ୟାନ୍ସ ! ଦେଶ ଭକ୍ତି ଗୀତରେ ଜବରଦସ୍ତ ଡ୍ୟାନ୍ସ କଲେ ଏହି Cute ଯୋଡି… ମାତ୍ର 4 ଘଣ୍ଟାରେ 86 Million ରୁ ଅଧିକ ଲୋକ ଦେଖି ସାରିଲେଣି…

0 21

ଆମ ଦେଶ ୭୫ ତମ ସ୍ୱାଧୀନତା ଦିବସ ପାଳନ ଉପଲକ୍ଷେ ବହୁତ ପ୍ରକାର ସାଜ ସଜ୍ଜା ସହିତ ବିଭିନ୍ନ ପ୍ରକାର ଆୟୋଜନ ମଧ୍ୟ କରା ଯାଉଛି | ଆମ ଦେଶର ପ୍ରଧାନ ମନ୍ତ୍ରୀ ଶ୍ରୀମାନ ନରେନ୍ଦ୍ର ମୋଦି ହର ଘର ତ୍ରିରଙ୍ଗାର ଘୋଷଣା କରିବା ସହ ସମସ୍ତଙ୍କୁ ଏହାର ପାଳନ ପାଇଁ ନିର୍ଦେଶ ଦେଇ ଅଛନ୍ତି | ଏବଂ ଏହାକୁ ଆମ ଭାରତର ପ୍ରତ୍ୟେକ ଲୋକ ପାଳନ କରୁଛନ୍ତି | ବିଭିନ୍ନ ସ୍ଥାନରେ ଜାତୀୟ ତ୍ରିରଙ୍ଗା ପତାକା ମଧ୍ୟ ଉଡ଼ା ଯାଉଛି | ଏହା ସହ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କଥା ଅନୁଯାୟୀ ପ୍ରତ୍ୟେକ ଘରେ ଆମର ଜାତୀୟ ପତାକା ଉଡ଼ୁ ଥିବାର ଦେଖିବାକୁ ମିଳୁଛି | ଏହା ଆମ୍ଭ ମାନଙ୍କ ପାଇଁ ଏକ ଗୌରବର କଥା |
ଆମେ ଘରେ ବସି ଇଣ୍ଟେର୍ନେଟ ମାଧ୍ୟମରେ ଦେଶ ବିଦେଶରେ ଖବର ଜାଣିବାକୁ ପାଇ ଥାଉ | ସୋସିଆଲ ମିଡିଆରେ କିଏ ଗୀତ ମାଧ୍ୟମ ରେ ତ ଆଉ କିଏ ନାଚ ମାଧ୍ୟମ ରେ ତ ଆଉ କିଏ ନିଜ ଜୀବନ ଶୈଳୀ କୁ ଭିଡ଼ିଓ କରି ସୋସିଆଲ ମିଡ଼ିଆ ଜଗତ ରେ ପ୍ରିୟ ର ପାତ୍ର ହୋଇ ପାରିଥାନ୍ତି ଏବଂ ଏହି ସବୁ ଦ୍ୱାରା ଆମର କେତେକ ଦୁଶ୍ଚିନ୍ତା ମଧ୍ୟ ଦୂର ହୋଇଥାଏ |

ତେବେ ଖାସ କରି ଛୋଟ ପିଲା ଙ୍କର କିଛି ଭିଡ଼ିଓ ସାମ୍ନା କୁ ଆସିଲେ ତାହା ଖୁବ ନିଆଁରା ଲାଗି ଥାଏ କାରଣ ତାଙ୍କ କଥାରେ ବି ସେଭଳି ଢଙ୍ଗୀ ଥାଏ ଯାହା ଖୁବ ଆକର୍ଷିତ କରି ଥାଏ | କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ଭିଡିଓ ବିଷୟରେ ଜଣାଇ ବାକୁ ଯାଉ ଅଛୁ ଯୋଉଁଥିରେ ଆପଣ ଏହି ଦୁଇ ଜଣ ପିଲା ସ୍ୱାଧୀନତା ଦିବସ ଉପଲକ୍ଷେ ଏକ ସୁନ୍ଦର ନୃତ୍ୟ ପରିବେଷଣ କରୁଛନ୍ତି |

ଏହି ଭିଡିଓଟି ଏବେ ସୋସିଆଲ ମିଡିଆରେ ବେଶ ଭାଇରଲ ହେବାରେ ଲାଗିଛି | ଏଥିରେ ଦେଖିବାକୁ ମିଳିଛି କି ଦୁଇ ଜଣ ପିଲା ଏହି ୭୫ ତମ ସ୍ୱାଧୀନତା ଦିବସ ପାଳନ ଉପଲକ୍ଷେ ଏକ ଫଙ୍କସନରେ ଏକ ଦେଶାତ୍ମବୋଧକ ଗୀତରେ ସୁନ୍ଦର ଭାବରେ ନୃତ୍ୟ ପରିବେଷଣ କରୁ ଅଛନ୍ତି | ଏହି ଭିଡିଓରେ ଦୁଇ ଜଣ ଛୋଟ ଝିଅ ଏବଂ ପୁଅ ନୃତ୍ୟ କରୁ ଥିବା ବେଳେ ଏହି ଗୀତଟି ମଧ୍ୟ ଦେଶର କୋଣ ଅନୁକୋଣରେ ବେଶ ଲୋକ ପ୍ରିୟତା ହାସଲ କରିଛି |

ସଂଗୀତ ଜଗତର ହସ୍ତୀ ସହିତ ତୁଳନା କରା ଯାଉଥିବା ଏ ଆର ରହେମନଙ୍କ ଦ୍ୱାରା ପରିବେଷଣ ହୋଇ ଥିବା ଜୟ ହୋ ଗୀତ ଟିରେ ଏହି ଦୁଇ ଜଣା ଛୋଟ ପିଲା ଅତି ସୁନ୍ଦର ଭାବେ ନୃତ୍ୟ କରିବା ପାଇଁ ନିଜର ଚେଷ୍ଟା କରିଛନ୍ତି | ଏହି ନୃତ୍ୟଟିକୁ ଅଧିକାଂଶ ଲୋକେ ବହୁତ ପସନ୍ଦ କରି ଥିବା ବେଳେ ବହୁତ ଭଲ କୋମେନ୍ଟ ମଧ୍ୟ ଦେଇଛନ୍ତି | ଏବଂ କେତେଜଣ ଏହା ସେୟାର କରିବାର ମଧ୍ୟ ଦେଖିବାକୁ ମିଳିଛି

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।