ସବୁ ସମୟ ଖବର ସାଥିରେ

ପ୍ରେମିକ ସହ ରୋମାନ୍ସ କରୁଥିବା ବଳେ ହଠାତ ପହଞ୍ଚିଗଲା ନିଜ ସ୍ତ୍ରୀ, ଆଉ ତା ପରେ…. ଦେଖନ୍ତୁ Video

0 6

ଦର୍ଶକ ବନ୍ଧୁ ବହୁତ ସମୟରେ ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାର ର ଭିଡ଼ିଓ ଭାଇରାଲ ହେଉଥିବା ର ଆପଣ ମାନେ ସମସ୍ତେ ଦେଖିଥିବେ | ତେବେ ଏବେ ସୋସିଆଲ ମିଡିଆରେ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ତାହା ଦର୍ଶକ ମାନଙ୍କ ମନ କୁ ଛୁଇଁଛି ବୋଲି ଜଣା ପଡିଛି | ଯେଉଁଠି ଦେଖିବାକୁ ମିଳିଛି କି ତଳେ ଅଛନ୍ତି ସ୍ତ୍ରୀ ଆଉ ଉପରେ ଲୁଚିଛନ୍ତି ପ୍ରେମିକ | ଆଉ ଯାହା ଫଳରେ ମଝିରେ ଫୋସି ଯାଇଛନ୍ତି ଯୁବକ ଜଣ ଙ୍କ ବୋଲି କୁହାଯାଉଛି |ତାହାଲେ ଆସନ୍ତୁ ବନ୍ଧୁଗଣ ଜାଣିବା ସମ୍ପୂର୍ଣ୍ଣ ଭିଡ଼ିଓ ବିଷୟରେ ଯାହା ଏବେ ସୋସିଆଲ ମିଡିଆରେ ବହୁତ ମାତ୍ରା ରେ ଭାଇରାଲ ହେବାରେ ଲାଗିଛି |

ତେବେ ଏବେ ଏବେ ସୋସିଆଲ ମିଡିଆରେ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଦେଖାଯାଇଛି ତାହା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିଲେ ବି ସତ | ସୂଚନା ଅନୁଯାୟୀ ଭିଡ଼ିଓ ଟି ଦେଖା ଯାଇଛି ଯେ ଜଣେ ସ୍ୱାମୀ ତାଙ୍କ ସ୍ତ୍ରୀ ଙ୍କ ଠୁ ଲୁଚି ଲୁଚି ତାଙ୍କ ପ୍ରେମିକା ସହିତ ସମ୍ପର୍କ ରଖୁଛନ୍ତି | ତେବେ ଏପରି ଘଟଣା ନୂଆ ନହେଲେ ମଧ୍ୟ ଏହି ଭିଡ଼ିଓ ଟିରେ ଯାହା ଦେଖା ଯାଉଛି ତାହା ଦେଖିଲେ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିବ | ହଁ ଦର୍ଶକ ବନ୍ଧୁ ଯେମିତିକି ଆପଣ ଜାଣିଛନ୍ତି ଏ ଦୁନିଆରେ ସବୁଠାରୁ ଭଲ ସମ୍ପର୍କ ସ୍ୱାମୀ ଓ ସ୍ତ୍ରୀ ଙ୍କ ମଧ୍ୟରେ ରହିଥାଏ ଓ ଏହା ବିଶ୍ୱାସ ଭରି ରହିଥାଏ | ହେଲେ ଏ ବିଶ୍ୱାସ କୁ ଭାଙ୍ଗିବା ଓ ସମ୍ପର୍କ କୁ ଖରାପ କରିଥାଏ ଏହି ପରକୀୟା ପ୍ରତି ଯାହା ଦ୍ୱାରା ବହୁତ 7 ଜନ୍ମ ର ସେହି ପବିତ୍ର ଭାଙ୍ଗି ଯାଇ ଥାଏ |

ତେବେ ଏହି ଭାଇରାଲ ହେଉଥିବା ଭିଡ଼ିଓ କେଉଁ ସ୍ଥାନର ଜଣା ପଡିନଥିଲେ ମଧ୍ୟ ଏହି ଭିଡ଼ିଓ ଯାହା ଦେଖା ଯାଇଛି ତାହା ହେଉଛି ଜଣେ ମହିଳା କୌଣସି ପଟେ ତାଙ୍କ ସ୍ୱାମୀଙ୍କ ବିଷୟରେ ଜାଣି ସେ ତାଙ୍କ ପ୍ରେମିକା ଙ୍କ ସହିତ ଥିବା ସମୟରେ ତାଙ୍କୁ ଯାଇ ଧରିଥିଲେ | ଭିଡ଼ିଓ ର ମିଳିଥିବା ସୂଚନା ମୁତାବକ ଯେତେବେଳେ ମହିଳା ଜଣଙ୍କ ତାଙ୍କ ସ୍ୱାମୀ ଙ୍କୁ ଗେଟ ଖୋଲି ଭିତରକୁ ଯିବା ପାଇଁ ଚେଷ୍ଟା କରୁଥିଲେ ସେତେବେଳେ ସ୍ଵାମୀ ଙ୍କ ର ପ୍ରେମିକା ଜାଣିପାରି ସେଠାରୁ ଲୁଚି ଚାଲିଯିବାକୁ ଛାତ ଆସିବା ପାଇଁ ଚେଷ୍ଟା କରୁଥିଲେ ହେଲେ |

ହେଲେ ସେତେବେଳେ ମହିଳା ଜଣଙ୍କ ପୁଣି ଆସିବା ପରେ ତାଙ୍କ ସ୍ଵାମୀ ତାଙ୍କୁ ରୋକିବା ପାଇଁ ଚେଷ୍ଟା କରୁଥିଲେ ଓ ବିଚ ରାସ୍ତାରେ ଆରମ୍ଭ ହେଇଥିଲା ସେମାନଙ୍କ ମଧ୍ୟରେ ଡ୍ରାମା ଯାହାକୁ ସ୍ଥାନୀୟ ଲୋକ ମାନେ ଉପଭୋଗ କରୁଥିଲେ | ଆଉ ଏହିଭଳି ଏକ ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାକୁ ଲାଗିଛି ବୋଲି କୁହାଯାଉଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।