ସବୁ ସମୟ ଖବର ସାଥିରେ

ias interview-AMUL ର ଫୁଲ ଫର୍ମ କଣ ? 99 ପ୍ରତିଶତ ପିଲା ଫେଲ ହୋଇ ଗଲେ । ଦମ ଅଛି ତ ଉତ୍ତର ଦିଅ ।

0 1,875

ଦୁନିଆରେ ଏମିତି ପ୍ରଶ୍ନ ଅଛି ଯାହା ଆପଣ ମାନେ କେବେ ଭାବି ନ ଥିବେ । ଆଜି କାଲି ଦୁଅନିରେ ସମସ୍ତ ମା ବାପା ମାନେ ଚାହିଁ ଥାନ୍ତି କି ଆମ ଛୁଆ ଶିକ୍ଷିତ ହେଉ । ସେଥି ପାଇଁ ବାପା ମା ମାନେ ,ନ ଖାଇ ,ନ ପିଇ , ନ ପିନ୍ଧି ପିଲା ମାନକୁ ପଇସା ଦେଇ ଥାନ୍ତି । କାରଣ ବାପା ମା ମାନେ ଚାହିଁ ଥାନ୍ତି ଆମେ ସିନା ମୂର୍ଖ କିନ୍ତୁ ଆମ ପିଲା ମାନେ ମୂର୍ଖ ନ ହେଉନ୍ତି । ଆଉ କିଛି ବାପା ମା ମାନେ ଚାହାନ୍ତି ଆମ ପିଲା ଚାକିରୀ କରୁ କି ନ କରୁ ଆମ ପିଲା ଶିକ୍ଷିତ ହେଉ ।

ଏବଂ ଭୁଲ ଠିକ ନିଜେ ଜାଣି ପାରୁ । ଆଉ କିଛି ବାପା ମା ମାନେ ଚାହିଁ ଥାନ୍ତି , ତାଙ୍କ ପିଲା ମାନେ ପାଠ ପଢି ଭଲ ସରକାରୀ ଚାକିରୀ ଟିଏ କରୁ । କିନ୍ତୁ ଆଜି କାଲି ଦୁନିଆରେ ସରକାରୀ ଚାକିରୀ ଟିଏ ମିଳିବା ବହୁତ କଷ୍ଟକର ହୋଇ ପଡ଼ିଲାଣି ।

ଆଜି କାଲି ଦୁନିଆରେ ଏମିତି ସବୁ ପ୍ରଶ୍ନ ପରୀକ୍ଷା ରେ ପକଉଛି ଯାହା ପ୍ରଶ୍ନ ର ଉତ୍ତର ଦେବା କାଠି କର ପାଠ ହୋଇ ଗଲାଣି । ତେଣୁ ଆଜି ଆମେ ଯେଉଁ ପ୍ରଶ୍ନ ବିଷୟରେ ଆଲଚନା କରିବା ପାଇଁ ଯାଉଛୁ ତାହା ଆପଣ ମାନେ କେବେ ହେଲେ ଶୁଣି ନ ଥିବେ । ତେବେ ଆସନ୍ତୁ ସେହି ପ୍ରଶ୍ନ ଗୁଡିକ ର ଉତ୍ତର ଜାଣିବା ।

1, ଉତ୍କକ ଦିବସ କେବେ ପାଳନ କରା ଯାଇ ଥାଏ ।
ଉ, ଏପ୍ରିଲ 01 ।

2, ଓଡିଶା କେବେ ସ୍ୱତନ୍ତ୍ର ପ୍ରଦେଶ ର ମାନ୍ୟତା ପାଇଲା ।
ଉ, 1937 ମସିହା ରେ ସ୍ୱତନ୍ତ୍ର ପ୍ରଦେଶ ରେ ମାନ୍ୟତା ପାଇଲା ।

3, ଭାରତ ର ପ୍ରଥମ ଭାଷା ଭିତ୍ତିକ ରାଜ୍ୟ କିଏ ?
ଉ, ଓଡିଶା ।

4, ଓଡିଶା ର ଶେଷ ସ୍ୱାଧୀନ ରାଜା କିଏ ?
ଉ , ମୁକୁନ୍ଦ ଦେବ । 5, ଓଡିଶା ର ପ୍ରଥମ ରାଜ୍ୟ ପାଳ କିଏ ।
ଉ, ଜନ ଏସ୍ଟିନ ହବକ ।

6, ଓଡିଶା କେବେ ଇଂରେଜ ଶାସନ ଧୀନ ହେଲା ।
ଉ, 1803 ମସିହା ରେ ହେଲା ।

7, ପୋଲିସ ର ଓଡ଼ିଆ କଣ ?
ଉ , ଆରକ୍ଷୀ ଅଧିକାରୀ ।

8, ଉତ୍କଳ ସମିଳନୀ କେବେ ପ୍ରତିଷ୍ଠିତ ହୋଇ ଥିଲା ।
ଉ, 1903 ମସିହା ରେ ।

9, ଉତ୍କଳ ସମିଳନୀ କିଏ ପ୍ରତିଷ୍ଠା କରି ଥିଲେ ।
ଉ, ମଧୁସୂଦନ ରାଓ ।

10, ଓଡିଶା ର ପୂର୍ବ ଦିଗ ରେ କଣ ରହିଛି ।
ଉ, ବଙ୍ଗୋପସାଗର ।

11, ଓଡିଶା ର ପ୍ରଥମ ଭାଷା କଣ ?
ଉ, ଓଡ଼ିଆ ।

12, ଓଡିଶା ର ପଶ୍ଚିମ ଦିଗରେ କଣ ରହିଛି ।
ଉ, ଛତିଶଗଡ଼ ।

13, ଓଡିଶା ପୂର୍ବରୁ ଓଡିଶା ର ନାମ କଣ ଥିଲା ।
ଉ, ଉତ୍କଳ ଥିଲା ।

14, AMUL ର ଫୁଲ ଫର୍ମ କଣ ।
ଉ, anand milk union LTD ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।