
shocking ଭିଡ଼ିଓ -omg ! ଏମିତି ସାପ କେଳା ଆପଣ କେବେ ହେଲେ ଦେଖି ନ ଥିବେ । ଯାହା କହିବ ତାହା କରୁଛି ,ଯାହାକୁ 36 milion ରୁ ଅଧିକ ଲୋକ ଦେଖି ସାରିଲେଣି ଦେଖନ୍ତୁ video!
ଆଜି କାଲି ଯିଏ ଯାହା ଚଂହୁଛି ତାହା କରି ପାରୁଛି । ପୃଥିବି ରେ ମଣିଷ ଆଜି ଶ୍ରେଷ୍ଟ ଯିବ । ସେ ଯାହା ଚାହିଁବ ତାହା କରି ପାରିବ । ମଣିଷ ପାଖରେ ଏତେ ଏତେ ଶକ୍ତି ଅଛି ତାହା କେହି କହି ପାରିବେ ନାହିଁ । ଜଣେ ମଣିଷ ଚାହିଁଲେ ସାଧନା ବଳ ରେ ଭଗବାନ ହୋଇ ପାରିବ । ଜଣେ ମଣିଷ ଯାହା ଚାହିଁବ ତାହା କରି ପାରିବ । ଆପଣ ଦେଖନ୍ତୁ ହାତି ଗୋଟେ ଏତେ ବଡ଼ ଯିବ । ଆଉ ବଳ ମଧ୍ୟ ହାତୀ ଠାରୁ କାହାରି ନାହିଁ । ହେଲେ ମଧ୍ୟ ହାତୀ ମଣିଷ ପାଖରେ ସରଣ ନେଉଛି । ଉଠ କହିଲେ ଉଠୁଛି ବସ କହିଲେ ବସୁଛି
। ତେଣୁ ମଣିଷ ଯାହା ଚାହିଁବ ତାହା ସେ କରି ପାରିବ ବୋଲି କୁହା ଯାଉଛି। ଏମିତି ବହୁତ ସମୟ ଦେଖିବା ପାଇଁ ମିଳେ ହାତୀ ,ଅଟ , କୁକୁର, ବିଲେଇ , ଛେଳି , ଗରୁ ଗାଈ ଇତ୍ୟାଦି କୁ ମଣିଷ ପାଳି ଥାଏ । ଯାହା ଆପଣ ମାନେ ମଧ୍ୟ ପାଳି ଥିବେ । ସହର ରେ ଅଧିକାଂଶ କୁକୁର ପାଳିବା ର ଦେଖିବାକୁ ମିଳି ଥାଏ । ପ୍ରାୟ ଘରେ ଆପଣ ମାନେ ଦେଖିବା ପାଇଁ ପାଇବେ ।
ସେମାନେ ବିଲାତି କୁକୁର କୁ ପାଳି ଥାନ୍ତି , ଆପଣ ମାନେ ମଧ୍ୟ ଦେଖି ଥିବେ । ଠିକ ସେହି ପରି ଗାଉଁଲି ଲୋକ ମାନେ ଛେଳି , ବିଲେଇ ରଖି ପାଳି ଥାନ୍ତି । ଯାହା ଆପଣ ମାନେ ମଧ୍ୟ ପାଳି ଥିବେ । ଠିକ ସେହି ଭଳି ଅନ୍ୟ ଏକ ଯିବ ଅଛି ଯେଉଁ ମାନକୁ ପାଳିବା କାଠି କର ପାଠ ହୋଇ ଥାଏ । ହେଲେ ମଧ୍ୟ ମଣିଷ ତାକୁ ମଧ୍ୟ ପାଳି ଥାଏ ।
ଜଣେ ମଣିଷ ସାପ କୁ ପାଳି ଥିବାର ଦେଖିବା ପାଇଁ ମିଳି ଥିଲା। ଯାହାକୁ ଆମେ ସାପ କେଳା ବୋଲି କହି ଥାଉ । ସାପ ଗୋଟେ ଏମିତି ଯିବ ତାକୁ ଲୋକ ମାନେ ବହୁତ ଡରି ଥାନ୍ତି ।
କିନ୍ତୁ ସେହି ମଣିଷ ଆସି ସାପ କୁ ନିଜ ପାଖରେ ରଖୁଛି । ତାକୁ ନେଇ ମଧ୍ୟ ସେ କିଛି ଟଙ୍କା ଆୟ କରି ପାରୁଛି । ତେବେ ଜଣେ ଲୋକ ସାପ କେମିତି ଖେଳାଉଛି ଆସନ୍ତୁ ଜାଣିବା ।
ପ୍ରଥମେ ସେ ଯେକୌଣସି ସାପ କୁ ଧରି ଆଣୁଚି । ଯେମିତି ସାପ ଟି ବଡ଼ ହୋଇ ଥିବା । ତାପରେ ତାର ବିଷାକ୍ତ ଦାନ୍ତ ଗୁଡିକୁ କାଢି ଦେଉଛି । ଯାହା ଫୋଳରେ ସେ କାମୁଡ଼ିଲେ ମଧ୍ୟ ବିଷ ଚରିବ ନାହିଁ । ତା ପରେ ତାକୁ ଗଡ଼ ସୁଙ୍ଗାଉଛି ।
ପେଡି ରେ ରଖିବା ସମୟ ରେ କିଛି ମନ୍ତ୍ର କହି ଦେଉଛି । ତା ପରେ ତୁରୀ ବଜେଇଲେ ସାପ ଟି ବାହାରକୁ ବାହାରୁଚି । ତା ପରେ ସେ ଖେଳ କରୁଛି । ନିର୍ଭୟ ରେ ସେ ଖେଳ କରୁଛି ଆଉ ପଇସା ମଧ୍ୟ ଆୟ କରୁଛି । ତେବେ ଆପଣ ମାନେ ଏହି ଭିଡିଓ ଟି ଦେଖିଲେ ଆହୁରି ଅଧିକ ଜାଣି ପାରିବେ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।