ସବୁ ସମୟ ଖବର ସାଥିରେ

shocking ଭିଡ଼ିଓ – ନାଇଟ କ୍ଲବ ରେ ଯୁବତୀଙ୍କ ସହ ଦେଖାଦେଲେ ରାହୁଲ ଗାନ୍ଧୀ। ନେତାଙ୍କୁ କ’ଣ ପାର୍ଟି ମନା?ଭିଡ଼ିଓ ଦେଖିଲେ ମୁଣ୍ଡ କାମ କରିବନି ,ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ !

33

ନିକଟରେ ନେପାଳ ରେ ନିଜର ଛୁଟି କଟାଇ ବାକୁ ଯାଇ ସେଠାରେ ଏକ ନାଇର କ୍ଲବ ର ନଜର ଆସିଛନ୍ତି କଂଗ୍ରେସ ର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ। ଭିଡିଓ ଟିରେ ସ୍ପଷ୍ଟ ଭାବରେ ଦେଖି ବାକୁ ମିଳୁଛି କି ସେଠାରେ ରଙ୍ଗା ରଙ୍ଗ କାର୍ଯ୍ୟ କ୍ରମ ସହ ନାଚ ଗୀତ ଚାଲିଛି। ସେହି ଭିତରେ ଜଣେ ଯୁବତୀ ଙ୍କ ନିକଟରେ ରାହୁଲ ଗାନ୍ଧୀ ଛିଡା ହୋଇ ଥିବାର ନଜର ଆସିଛନ୍ତି। ତେବେ ଏହି ଭିଡିଓ ଟି କୁ ପାଇବା ପରେ ସୋସିଆଲ ମିଡ଼ିଆରେ ରାହୁଲ ଗାନ୍ଧୀ ଙ୍କ ଉପରେ ଟାର୍ଗେଟ କରିଛି ବିଜେପି।

ଭିଡିଓ ଟିକୁ ପୋଷ୍ଟ କରି ବିଜେପି ନେତା କପିଳ ମିଶ୍ର ଏଥିରେ ଥିବା ବ୍ୟକ୍ତି ଙ୍କୁ ଚିନ୍ହିବା ପାଇଁ କହି ଛନ୍ତି। ବିଜେପି ର ମୁଖ୍ୟ ଅତିଥି ଅମିତ ମାଲବ୍ୟ ଟ୍ୱିଟ କରି ଲେଖି ଛନ୍ତି ଯେ ପୂର୍ବରୁ ମଧ୍ୟ ମୁମ୍ବାଇ ରେ ନାଇଟ କ୍ଲବ ବାରଣ ଥିବା ବେଳେ ମଧ୍ୟ ସେଠାରେ ନାଇଟ କ୍ଲବ ର ନଜର ଆସି ଥିଲେ କଂଗ୍ରସ ର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ। ଏବେ ଦଳ ମଧ୍ୟରେ ବିଶୃଙ୍ଖଳା ଭିତରେ ମଧ୍ୟ ରାହୁଲ ଗାନ୍ଧୀ କ୍ଲବ ରେ ଦେଖିବାକୁ ମିଳି ଛନ୍ତି। ତେଣୁ ରାହୁଲ ଗାନ୍ଧୀ ନିଜର ସ୍ଥିରତା ବଜାୟ ରଖି ଛନ୍ତି।

ତେବେ ରାହୁଲ ଗାନ୍ଧୀ ଙ୍କ ର ଏହି ଭିଡିଓ ଦେଖାଇ ବିଜେପି ତାଙ୍କୁ ଟାର୍ଗେଟ କରୁ ଥିବା ବେଳେ ତାଙ୍କର ସୁରକ୍ଷା ରେ ବାହାରିଛି କଂଗ୍ରେସ। ରାହୁଲ ଗାନ୍ଧୀ ବ୍ୟକ୍ତି ଗତ ଗସ୍ତ ରେ ଅଛନ୍ତି ଓ ସେଠାରେ ଜଣେ ବାନ୍ଧବୀ ଙ୍କ ର ବିବାହ ଉତ୍ସବ ରେ ଯୋଗ ଦେବା ପାଇଁ ଯାଇ ଛନ୍ତି। ତେବେ ଜଣେ ବନ୍ଧୁ ହିସାବରେ ବାନ୍ଧିବି ର ବିବାହ ଉତ୍ସବ ରେ ଯୋଗ ଦେବାର କୋଉଠି ଭୁଲ ରହିଲା ବୋଲି ପ୍ରଶ୍ନ ଉଠାଇ ଛନ୍ତି କଂଗ୍ରେସ ମୁଖପାତ୍ର ରଣ ଦୀପ ସୂର୍ଯ୍ୟବାଲା।

ତେବେ ତିନି ଜଣ ଙ୍କ ସହ ରାହୁଲ ଗାନ୍ଧୀ କାଠମାଣ୍ଡୁ ରେ ପହଂଚିଥିବାର ଖବର କୁ ସର୍ବ ପ୍ରଥମେ ପୋଷ୍ଟ କରି ଥିଲା କାଠମାଣ୍ଡୁ ପୋଷ୍ଟ। ସୁମନିମା ଉଦାସ ଯିଏକି ରାହୁଲ ଗାନ୍ଧୀ ଙ୍କର ବାନ୍ଧବୀ ତାଙ୍କ ର ବିବାହ ଉତ୍ସବ ରେ ଯୋଗ ଦେବା ପାଇଁ ରାହୁଲ ଗାନ୍ଧୀ କାଠମାଣ୍ଡୁ ଯାଇଥିବା କଥା କୁହା ଯାଉଛି। ତେବେ ସୁମାନିମ ଉଦାସ ଜଣେ ଜଣା ଶୁଣା ସାମ୍ବାଦିକ ଅଟନ୍ତି।

ମଙ୍ଗଳବାର ତାଙ୍କର ବିବାହ ଓ ଗୁରୁବାର ତାଙ୍କର ରିସେପସନ ଥିବା କଥା ପ୍ରକାଶ କରିଛି କାଠମାଣ୍ଡୁ ପୋଷ୍ଟ। ତେବେ ଏହି କାରଣ ପାଇଁ ରାହୁଲ ଗାନ୍ଧୀ ନେପାଳ ଯାଇ ଥିବା ଓ ସେଠାରେ ଯାଇ ନାଇଟ କ୍ଲବ ରେ ପାର୍ଟି ରେ ଯୋଗ ଦେବା କଥା କଂଗ୍ରେସ କହୁଥିବା ବେଳେ ବିଜେପି କିନ୍ତୁ ଏହି କଥା କୁ ନେଇ ଏବେ ରାହୁଲ ଗାନ୍ଧୀ କୁ ଟାର୍ଗେଟ କରିବା ରେ ଲାଗିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।