ସବୁ ସମୟ ଖବର ସାଥିରେ

viral ଭିଡ଼ିଓ – ରାତି ଅଧରେ ଯୁବତୀ କାନ୍ଦି କାନ୍ଦି ମା ଓ ଭଉଣୀଙ୍କୁ ଏହିଭଳି ଭାବରେ ଗାଳି କଲେ ,ଭିଡ଼ିଓ ଦେଖିଲେ ମୁଣ୍ଡ କାମ କରିବନି ,ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ !

0 81

ସୋସିଆଲ ମିଡିଆରେ ଏମିତି ଏକ ଯାହା ମାଧ୍ୟମରେ ଗୋଟେ ଗୋଟେ ମିନିଟରେ ଲୋକେ ଫେମୋସ ହୋଇ ଯାଉଛନ୍ତି। ପ୍ରତ୍ୟେକ ଦିନ କିଛି ନା କିଛି ଭିଡିଓ ସାମ୍ନାକୁ ଆସୁଛି। ଆମ ଚାରିପାଖରେ ଘଟୁଥିବା ଘଟଣା ଗୁଡ଼ିକ ଯାହା ଆମେ ଜାଣି ପାରୁ ନାହାଁନ୍ତି କିନ୍ତୁ ଇଣ୍ଟରନେଟ ଏମିତି ଗୋଟେ ମାଧ୍ୟମ ପାଲଟି ଯାଇଛି ଯାହା ଦ୍ଵାରା ପୃଥିବୀ ପୃଷ୍ଠରେ ଘଟୁଥିବା ସବୁ ଘଟଣାର ତଥ୍ୟ ଆମ ହାତ ପହଁନ୍ତାରେ ମିଲିପରୁଛି।

ଇଣ୍ଟରନେଟ୍‌ ଦୁନିଆରେ ବହୁତ ବଢ଼ିଆ ବଢ଼ିଆ ମଜାଳିଆ ମଜାଳିଆ ଭିଡିଓ ଭାଇରାଲ ହେଉଛି। ସୋସିଆଲ ମିଡିଆରେ କେତେବେଳେ କେବେ କଣ ଭାଇରାଲ ହେବ ଯେ ତାହା କାହାକୁ ଜଣାନାହିଁ।

ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ୍‌ ଜୋର ସୋରରେ ଭାଇରାଲ ହେଉଛି। ଯାହାକୁ ଦେଖି କେହିବି ନହସି ରହି ପାରିବେ ନାହିଁ। ତେବେ ଭିଡିଓଟିରେ ଜଣେ ଯୁବତୀଙ୍କ ମଜାଳିଆ ହରକତ ଦେଖିବା ପାଇଁ ମିଳିଛି। ଯାହାକୁ ଦେଖି ଖୁବ୍ ହସ ଲାଗୁଛି। ତେବେ ଯୁବତୀ ଜଣକ କାନ୍ଦି କାନ୍ଦି ତା ମା ଓ ତା ଭଉଣୀ କୁ ବହୁତ ଗାଳି କରୁଛି। ତେବେ ଯୁବତୀ ଜଣକ ଗାଳି କିଛି ଅଜବ ଧରଣର ଓ ମଜାଦାର ହୋଇଥିଲା।

ମିଠା ଖାଇବାକୁ କାହାକୁ ବା ଭଲ ନ ଲାଗେ। କେହି କେହି ମିଠା ଖାଇବାକୁ ବହୁତ ଭଲ ପାଇଥାନ୍ତି ଓ ବହୁତ ଅଧିକ ମିଠା ଖାଇ ଦିଅନ୍ତି। ଭିଡିଓରେ ଥିବା ଯୁବତୀ ଜଣକ ମଧ୍ୟ ମିଠା ଖାଇବାକୁ ଖୁବ୍ ଭଲ ପାଆନ୍ତି। କିନ୍ତୁ ତାଙ୍କ ପରିବାର ଲୋକ ତାଙ୍କୁ ମିଠା ଖାଇବା ପାଇଁ ଦିଅନ୍ତି ନାହିଁ।

ତେବେ ଯୁବତୀଙ୍କ ଘରକୁ କିଛି ମିଠା ଆସିଥିଲା। ଯାହାକୁ ଯୁବତୀ ଜଣକ ମା ତାଙ୍କୁ ଖାଇବାକୁ ନ ଦେଇ ଫ୍ରିଜରେ ନେଇ ରଖି ଦେଇଥିଲେ। କିନ୍ତୁ ଯୁବତୀ ଜଣକ ଲୁଚିକରି ମିଠା ଖାଇଦେଇଥିଲେ । ଯାହାକୁ ଯୁବତୀଙ୍କ ଭଉଣୀ ଦେଖି ଦେଇଥିଲେ। ତା ପରେ ଯୁବତୀଙ୍କୁ ତାଙ୍କ ମା ଓ ଭଉଣୀ ମିଶି ମାଡ ମାରିଥିଲେ ଏହା ପରେ ଯୁବତୀ ଜଣକ କାନ୍ଦି କାନ୍ଦି ଏକ ଭିଡିଓ କରିଥିଲେ।

ଯୁବତୀ ଜଣକ କହୁଛନ୍ତି ଯେ ଆପଣ ମାନେ ଭାବୁଥିବେ ମୁଁ କାହିଁକି ଏ ପର୍ଯ୍ୟନ୍ତ ଶୋଇନାହିଁ। ଆଜି ମୁଁ ମାଡ ଖାଇଛି ଘରେ। ମୋ ମା ଭଉଣୀ ଦୁଇ ଜଣ ମିଶିକି ଆଜି ମତେ ମାଇଲେ। ଘରକୁ ଗେଷ୍ଟ ଆସିଥିଲେ। ମିଠା ଆଣିଥିଲେ ବାହାରୁ। ମୋ ମା ମତେ ନଦେଇ ନେଇ ଫ୍ରିଜରେ ରଖିଦେଲା। ମତେ ମିଠା ଖାଇବାକୁ ଦବନି ବୋଲି ପ୍ଲାନ୍ କରି।

ସେ ଯେତେ ବେଳେ ମିଠା ନେଉଥିଲେ ତାଙ୍କ ଭଉଣୀ ଦେଖି ମାଙ୍କୁ କହିଦେବାରୁ ମା ଓ ଭଉଣୀ ତାଙ୍କୁ ମାରିଥିଲେ। ଯୁବତୀ ଜଣକ ଆହୁରି ମଧ୍ୟ କହିଛନ୍ତି ଯେ ସେ ବାହା ହେବା ପରେ ତାଙ୍କ ସ୍ବାମୀ ସବୁ ପଇସା ସୁଝି ଦେବେ। ଯାହା ଖୁବ୍ ମଜାଦାର ଥିଲା। ଭିଡିଓ ଟି ଭାଇରାଲ ହେବା ପରେ ଦର୍ଶକ ମାନେ ଏହାକୁ ଲାଇକ କରିବା ସହ ବହୁତ ମଜାଳିଆ କମେଣ୍ଟ୍ ଦେଇଥିଲେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।