
viral ଭିଡ଼ିଓ -ଶ୍ଵଶୁର ମୋ ଯୌନଙ୍ଗରେ ଚିମୁଟା ପୁରେଇବାକୁ ଚେଷ୍ଟା କଲେ ! ମୁଁ ତାଙ୍କ ଛାତିକୁ ଗୋଇଠା ମାରିଲି..,ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ !
ଆଜି ଏକ ଅଭାବ ନିୟ ଘଟଣା ଦେଖିବା ପାଇଁ ମିଳିଛି । ଝିଅ ଯେତେ ବେଳେ ବିବାହ କରି ଶାଶୁ ଘରକୁ ଯାଇ ଥାଏ। ଶାଶୁ ମା ବଦଳରେ ମା ଟିଏ ପାଇ ଥାଏ । ଭାଇ ବଦଳରେ ଦେଉର ଟିଏ ପାଇ ଥାଏ । ଆଉ ବାପା ବଦଳରେ ମଧ୍ୟ ବାପା ଟିଏ ପାଇ ଥାଏ । ସେହି ବାପା ଯଦି ଝିଅ ସହିତ ଏମିତି କାମ କରିବ ତାହାଲେ ଏ ସମାଜ କାହା ଉପରେ ବିଶ୍ୱାସ କରିବ ।
ତେବେ ଆଜି ଏକ ଘଟଣା କେନ୍ଦ୍ରାପଡା ଜିଲ୍ଲା ର ପାଟ ପୁର ଥାନା ରେ ଆସିଛି । ଘଟଣା ଟି ସୁଜାତା ନାମକ ଏକ ସ୍ତ୍ରୀ ଲୋକ ରୁଜୁ କରି ଛନ୍ତି । ତାଙ୍କ ଘଟଣା ଶୁଣିଲେ ଆପଣଙ୍କ ଛାତି ଥରି ଉଠିବ ।
ସୁଜାତା ସାହୁ 2007 ମସିହା ରେ ସସିକାନ୍ତ ସାହୁ କୁ ବିବାହ କରି ଥିଲେ । ତେବେ ଏବେ ସୁଜାତା ର ବୟସ 35 ବର୍ଷ । ତାଙ୍କ ସ୍ୱାମୀ ଏବେ ରାଜସ୍ଥାନ ରେ ରହୁ ଛନ୍ତି । ତେବେ ସୁଜାତା ସାହୁ ଙ୍କର ଦୁଇଟି ସନ୍ତାନ ରହିଛି । ଗୋଟେ ଝିଅ ଓ ଗୋଟେ ପୁଅ । ଝିଅ ଟିର ବୟସ 10 ବର୍ଷ ହୋଇ ଥିବା ବେଳେ ପୁଅ ଟିର ବୟସ 6 ବର୍ଷ ।
ଘଟଣା ଟି ହେଉଛି ସୁଜାତା ସାହୁ ଘରେ ଏକା ଥିବା ସମୟ ରେ , ତାଙ୍କ ଶଶୁର ତାଙ୍କୁ ଖରାପ ବ୍ୟବହାର ଦେଖାଇ ଥିଲେ । ଏମିତି କି ସୁଜାତା କୁ ରେପ କରିବା ପାଇଁ ଚେଷ୍ଟା କରିବା ପାଇଁ ଚେଷ୍ଟା କରି ଥିଲେ । ଏମିତି ଥରେ ସୁଜାତା ଏକା ଘରେ ଥିବା ସମୟ ରେ ତାଙ୍କ ଶଶୁର ଯାଇ ତାଙ୍କୁ ପଛ ଆଡୁ ଜାବୁଡି ଧରି ଥିଲେ ।
ଆଉ ତାଙ୍କ ବିଲାଉଜ କୁ ଚିରି ଦେଇ ଥିଲେ । ତା ପରେ ସୁଜାତା ଛାତି କୁ ଜୋର ରେ କାମୁଡି ଦେଇ ଥିଲେ । ତେବେ ଏ କଥା ସେ ତାଙ୍କ ଶାଶୁ କୁ କହି ଥିଲେ । ହେଲେ ଶାଶୁ କିଛି କରି ନ ଥିଲେ ।
ତେବେ ପୁଣି 2019 ମସିହା ରେ କେହି ଘରେ ନ ଥିବା ସମୟ ରେ ଶଶୁର ବହୁ ର ଯୌନାଙ୍ଗ ରେ ଚିମୁଟା ପୁରେଇବା ପାଇଁ ବସି ଥିଲେ । ତେବେ ସୁଜାତ ଗାଁ ଲୋକ କୁ ଡାକି ବାରୁ ଗାଁ ଲୋକ ତାଙ୍କୁ ରକ୍ଷା କରି ଥିଲେ ।
ତେବେ ସୁଜାତା ତାଙ୍କ ସ୍ୱାମୀ ଙ୍କୁ କହି ରାଜସ୍ଥାନ ଯାଇ ଥିଲେ । ହେଲେ ସେଠାରେ ଦେଖିବାକୁ ପାଇଲେ ତାଙ୍କ ସ୍ୱାମୀ ଆଉ କିଛି ଟୋକା ରୁମ ରେ ଝିଅ କୁ ଉପଭଗ କରୁ ଛନ୍ତି । ଏ କଥା ସୁଜାତା ପ୍ରତିବାଦ କରିବାର ତାଙ୍କ ସ୍ୱାମୀ କହି ଥିଲେ ସୁଜାତାକୁ ତାଙ୍କ ସାଙ୍ଗ ମାନଙ୍କ ସହ ସେକ୍ସ କରିବା ପାଇଁ । ତେବେ ସୁଜାତା କଷ୍ଟ ସହି ନ ପାରି ସେଠାରୁ ପଳାଇ ଆସି , ଥାନା ରେ ଏତଲା ଦେଇ ଥିଲେ ନ୍ୟାୟ ପାଇଁ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।