ସବୁ ସମୟ ଖବର ସାଥିରେ

Sammana Brudhi Kemiti Heba -ସମ୍ମାନ ବୃଦ୍ଧି କେମିତି ହେବ ଜାଣନ୍ତୁ ଏହାର ସଠିକ ନିୟମ…

0 5

ଆମେ ଜାଣିଛୁ ଦର୍ଶକ ବନ୍ଧୁ ଆମ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଆମର ବିଭିନ୍ନ ପ୍ରକାରର ନିୟମ ମାନ ରହିଛି | ଆଉ ସେହି ସବୁ ନିୟମକୁ ଆମେ ମାନି ଚଳିଥାଉ ଆଉ ଯାହା ଆମକୁ ଆଗକୁ ଯିବାରେ ସହାୟକ ମଧ୍ୟ ହୋଇଥାଏ ବୋଲି କୁହାଯାଉଛି | ତେବେ ଆମର ଗ୍ରହ ଆଉ ନକ୍ଷତ୍ର ମାନଙ୍କର ଚଳଣି ଆଉ ଗତି ଵିଧି କୁ ଆଧାର କରିକି ଆମର ଭାଗ୍ୟ ନିର୍ଧାରିତ ହୋଇଥାଏ | ଆଉ ଯାହା ଫଳରେ ଆମେ ଜାଣିପାରିବୁ କି ଆମର ଭାଗ୍ୟରେ କଣ ସବୁ ଘଟିବ ଆଉ କଣ ସବୁ ପରିବର୍ତ୍ତନ ମାନ ଘଟିବାକୁ ଯାଉଛି | ତେବେ ସେହି ଭଳି କାରଣ ହେଉଛି ଉଚିତ ସ୍ଥାନ ରେ ସଂମାନ ପାଇବାକୁ ଯୋଗ୍ୟ ଥିବା ବ୍ୟକ୍ତି ମାନେ ଅନେକ ସମୟରେ ସଂମାନ ପାଇ ନ ଥାଆନ୍ତି |ତେବେ ଏହି ଭଳି ଘଟିବାର କାରଣ କଣ ରହିଛି ଆଉ କଣ ସବୁ ଉପାୟ ଆପଣାଇଲେ ଆମେ ମାନେ ଏହି ଭଳି ସମସ୍ୟା ରୁ ମୁକ୍ତି ପାଇପାରିବା ଆସନ୍ତୁ ଜାଣିବା |

ତେବେ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ନଗ୍ନଧିପତି ହେଉଛନ୍ତି ରବି ଆଉ ମଙ୍ଗଳ |ତେବେ କୁହାଯାଏ କି ଯଦି ଏହି ନଗ୍ନଧୀପତି ପୀଡିତ ହୁଅନ୍ତି ତାହେଲେ ସଂମ୍ମାନ ଜନିତ ସମସ୍ୟା ମାନ ଆମ ଠାରେ ଦେଖା ଦେଇଥାଏ | ଏହା ବ୍ୟତୀତ କୁହାଯାଉଛି କି ଯଦି ରବି ଆଉ ମଙ୍ଗଳ 1-10′ ଢୋଲିକି ରହିବେ ତାହେଲେ ମଧ୍ୟ ଏହା ତୁଳା ରାଶିର ବ୍ୟକ୍ତି ମାନଙ୍କ ଉପରେ ବିଶେଷ ପ୍ରଭାବ ପକାଇଥାଏ ବୋଲି କୁହାଯାଉଛି |

କଣ ସବୁ ଅସୁବିଧାର ସମ୍ମୁଖୀନ ହେବେ :-


ଆମେ ଜାଣିଛୁ ଯଦି ରବି ଆଉ ମଙ୍ଗଳ ଙ୍କର ପ୍ରଭାବ ଆପଣ ଙ୍କ ଉପରେ ରହିବ ତାହେଲେ ଆପଣ ମାନେ ବହୁତ ସାରା ସଂମ୍ମାନ ର ଅଧିକାରୀ ହୋଇପାରିବେ |ତାହା ବ୍ୟତୀତ ଆପଣ ମାନଙ୍କୁ ଲୋକ ମାନେ ସବୁବେଳେ ସଂମ୍ମାନ ଦେବେ ଆଉ ଆପଣଙ୍କ କଥା କୁ ମାନିବେ | ଆଉ ଯଦି ସେହି ମାନଙ୍କର ପ୍ରଭାବ ପଡିବ ତାହେଲେ ଆପଣଙ୍କୁ କେହି ମାନିବେ ନାହିଁ | ସଂମ୍ମାନିତ କରିବା ପାଇ ଆପଣକୁ ଡାକିଲେ ମଧ୍ୟ ଆପଣ ଙ୍କୁ ଡର ଲାଗିବ ଆଉ ଆପଣ ମାନେ ଠିକ ଭାବରେ ଯୋଗ୍ୟତା ଅନୁସାରେ ସଂମ୍ମାନ ପାଇବେ ନାହିଁ |

ଏହି ଭଳି ସଂମାନ ଜନିତ ସମସ୍ୟା ର ପ୍ରତିକାର କଣ ରହିଛି :-
ଯଦି ଆପଣଙ୍କୁ କେହି ମାନୁନାହିଁ ବା ସଂମ୍ମାନ ଦେଉନାହିଁ ତାହେଲେ ଆପଣ ମାନେ କଣ କରିବେ ନା ଗୋଟିଏ ତମ୍ବା ର ଚାମଚ ନେବେ | କାରଣ ଆପଣ ଜାଣିଛନ୍ତି କି ତମ୍ବା ହେଉଛି ରବି ଙ୍କର ଅତି ପସନ୍ଦ ର ଜିନିଷ | ଆଉ ତାହା ପରେ ଇଟା ର ଦୁଇଟି ଖଣ୍ଡ ନେବା ଆଉ ସେଥିରେ ଟିକିଏ ପାଣି ମଧ୍ୟ ଦେବା | ଆଉ ଯେଉଁ ଲାଲୀ ପାଣି ର ପେଷ୍ଟ ବାହାରିଲା ତାହାକୁ ନେଇକି ଆପଣଙ୍କ ଗୋଳା, ଛାତି ଓ ନାଭିରେ ଦିନର ଯେ କୌଣସି ସମୟରେ ଲଗାଇ ପରିବେ | ତେବେ ଏହିଭଳି ଲଗାତାର 27 ଦିନ କରିବେ |
ତେବେ ଏହା ଥିଲା ଆପଣ ଙ୍କର ସଂମ୍ମାନ ହାନି ରୁ ବର୍ତ୍ତିବାର ଉପାୟ ଯାହାକୁ ମାନିଲେ ଆମର ମଙ୍ଗଳ ହୋଇଥାଏ |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।