
ବଳଭଦ୍ର ଜେନାଙ୍କ ପାଲା କମେଡି , ପାଲାରେ ଏମିତି ଗୀତ ଗାଇଲେ ବଳଭଦ୍ର ! ମାତ୍ର ୪ ଘଣ୍ଟାରେ 240k ରୁ ଅଧିକ ଲୋକ ଦେଖି ସାରିଲେଣି,ଦେଖନ୍ତୁ ଭିଡ଼ିଓ….
ବର୍ତ୍ତମାନ ସମୟରେ ବହୁତ ପ୍ରକାର ଓ ଭିନ୍ନ ଭିନ୍ନ ଭିଡିଓ ସୋସିଆଲ୍ ମିଡ଼ିଆ ରେ ଦେଖିବାକୁ ମିଳୁଛି ସେ ବହୁତ ଛୋଟ ଭିଡିଓ ହେଉ କିମ୍ବା ସେ ବଡ଼ ଭିଡିଓ ହେଉ ସେ ସେଲିବ୍ରିଟି ହେଉ କିମ୍ବା ସେ ସାଧାରଣ ଲୋକ ହୁଅନ୍ତି ବାସ ନିଜ ର ଭିଡିଓ କରି ସେୟାର କଲେ ସୋସିଆଲ୍ ମିଡ଼ିଆ ରେ ରାତାରାତି ହେଉଛି ଭାଇରାଲ ।
ସବୁ ଏଇଥି ପାଇଁ ହେଉଛି କାରଣ ଏବେ ସମସ୍ତ ଙ୍କ ହାତ ରେ ସ୍ମାଟ୍ ଫୋନ ସେ ଛୋଟ ପିଲା ହେଉ କିମ୍ବା 80 ବର୍ଷ ବୟସ୍କ ଲୋକ ସମସ୍ତ ଙ୍କ ହାତ ରେ ସ୍ମାଟ୍ ଫୋନ ଆଉ ଏହି ଫୋନ ମାଧ୍ୟମ୍ ରେ ଯେଉଁ ଭିଡିଓ ଭଲ ଲାଗିଲା ସେ ଭିଡିଓ ହେଉଛି ଭାଇରାଲ । ଆଜି ଆମେ ଆପଣ ଙ୍କୁ ଏମିତି ଏକ ଭିଡିଓ ମାଧ୍ୟମ ରେ କହି ବାକୁ ଯାଉଛୁ ଯାହା ଆପଣ ମାନେ ମଧ୍ୟ ଜାଣି ବାକୁ ଇଚ୍ଛୁକ୍ ହେଉ ଥିବେ ନିଶ୍ଚିତ ।
ଆପଣ ମାନେ ଜଦି ଏହି ସମ୍ପର୍କ୍ ରେ ସମ୍ପୁର୍ଣ୍ଣ ବିବରଣୀ ଜାଣିବାକୁ ଚାହୁଁ ଛନ୍ତି ତାହେଲେ ଆପଣ ମାନେ ଆମ ର୍ ଏହି ଲେଖା ଟିକୁ ପ୍ରଥମ ରୁ ଶେଷ ଯାଏ ପଢନ୍ତୁ ତାହେଲେ ଆପଣ ମାନେ ସମ୍ପୁର୍ଣ୍ଣ ବିବରଣୀ ଟିକୁ ଜାଣି ପାରିବେ । ତେବେ ବର୍ତ୍ତମାନ ଏକ ଭିଡିଓ ଖୁବ ଭାଇରାଲ ହେବାକୁ ଲାଗୁଚି ଯିଏ କି ନିଜ ର ଏକ ମତ ରଖି କହିଛନ୍ତି ।
ଆପଣ ମାନେ ମଧ୍ୟ ପାଲା ଦେଖୁ ଥିବେ ସେଥିରେ ଜଣେ ଗୟଲ୍ ଥାଆନ୍ତି ଆଉ ଗାୟକ ମାନଙ୍କ ସହ ପାଳିଆ ମଧ୍ୟ ଥାଅନ୍ତି । ଗାୟକ ମାନେ ଗୀତ ଗାଆନ୍ତି ଆଉ ପାଳିଆ ସେହି ଗୀତ କୁ ପାଳି ଧରନ୍ତି ଆଉ ତାହା ସହ କିଛି କମେଡି ମଧ୍ୟ କରି ଥାନ୍ତି ତେବେ ସେହି ପାଳିଆ ଙ୍କୁ କିଛି ଲୋକ ଖରାପ ଭାବୁଛନ୍ତି ଆଉ ସୋସିଆଲ୍ ମିଡ଼ିଆ ରେ ବହୁତ ଖରାପ ମଧ୍ୟ କହୁଛନ୍ତି ।
ପାଳିଆ ଜଣକ ହେଲେ ବଳଭଦ୍ର ଜେନା ଯିଏ କି ବହୁତ ସୁନ୍ଦର ସୁନ୍ଦର ଭଜନ ଗାଆନ୍ତି । ଆଉ ତାଙ୍କ ବହୁତ ଗାୟକ ପାଳିଆ ଭାବରେ ଡାକନ୍ତି । ତେବେ ପାଳିଆ ହିସାବ ରେ ସେ କିଛି ଆଧୁନିକ ଗୀତ ଗାଇଥିଲେ ଥିଲେ ଭୋଗଳ ରେ ଭଲ ହେଇଥିଲା ଯେମିତି କି ହଳଦୀ ଗିନା ଗୀତ , ଗୁଆ ଘିଅ , ଏମିତି ବହୁତ ପ୍ରକାର ଆଧୁନିକ ଗୀତ ଗାଇ ମନୋରଞ୍ଜନ କରିବାକୁ ଚାହୁଁ ଥିଲେ ଦର୍ଶକ ଙ୍କ ର କିନ୍ତୁ ଏହା ତାଙ୍କ ମହାଙ୍ଗା ପଡି ଗଲା ।
ଆଉ ଏ ନେଇ ସୋସିଆଲ୍ ମିଡ଼ିଆ ରେ ତାଙ୍କ ର ପ୍ରସଂସା କରୁଥିଲା ବେଳେ ଆଉ କିଛି ଲୋକ ତାଙ୍କୁ ବହୁତ ଦେଉଛନ୍ତି ଯେଉଁ କାରଣ ସବୁ ସୋସିଆଲ୍ ମିଡ଼ିଆ ଇ ପ୍ରକାଶ କରିଛନ୍ତି ବଳଭଦ୍ର ଜେନା ଯିଏ ନିଜ ର ମତ ଦେଇ କହିଛନ୍ତି କି ଏହା କେବଳ ଦର୍ସକ ମାନଙ୍କ ର ମନରଞ୍ଜନ୍ ପାଇଁ ସେ କରନ୍ତି ଏହାକୁ କେହି ଖରାପ ନଭାବିବା କହିଛନ୍ତି ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।