ସବୁ ସମୟ ଖବର ସାଥିରେ

Family Tips – ଗର୍ଭବତୀ ମହିଳା ମାନେ ଏହିସବୁ ଜିନିଷ ଖାଇବା ଦ୍ୱାରା ପିଲାର ରଙ୍ଗ ଗୋରା ହୋଇଥାଏ ଜାଣନ୍ତୁ କେଉଁସବୁ ଜିନିଷ ?

0 1,475

ବିବାହ ପରେ ସବୁ ଝିଅ ମାନଙ୍କର ମା ହେବା ପାଇଁ ବହୁତ ଇଚ୍ଛା ରହିଥାଏ , ମା ହେବା ପରେ ଗୋଟିଏ ଝିଅର ଜୀବନ ସାର୍ଥକ ହୋଇଥାଏ । ଗୋଟିଏ ମା ସନ୍ତାନଟିଏ ଜନ୍ମ ଦେବା ପାଇଁ 9 ମାସ ଧରି ଅନେକ ପ୍ରକାର କଷ୍ଟ ସହି ଶିଶୁଟିକୁ ଜନ୍ମ ଦେଇଥାଏ । ଗୋଟିଏ ଝିଅ ପାଇଁ ମା ବନିବା ଦୁନିଆର ସବୁଠାରୁ ସୁନ୍ଦର ଅନୁଭବ ହୋଇଥାଏ , ଶିଶୁଟିଏ ଘରକୁ ଆସିଲେ ସମସ୍ତଙ୍କ ମନରେ ଏକ ପ୍ରକାର ଖୁସୀର ଲହୋରୀ ଖେଳିଯାଏ । କିନ୍ତୁ ଏମିତି କିଛି ଲୋକମାନେ ରହିଥାନ୍ତି , ଯେଉଁମାନେ ଗୋରା ରଙ୍ଗର ପିଲାକୁ ଟିକିଏ ଅଧିକ ପସନ୍ଦ କରିଥାନ୍ତି । ସେହିପରି କଳା ରଙ୍ଗର ପିଲାକୁ ସେତିକି ପରିମାଣରେ ପସନ୍ଦ କରନ୍ତି ନାହିଁ ।

କିନ୍ତୁ ଆଜି ଆମେ ଆପଣଙ୍କୁ ଏହାର କାରଣ ବିଷୟରେ କହିବୁ , ଗୋଟିଏ ପିଲାର ରଙ୍ଗ କଣ ପାଇଁ କଳା ହୋଇଥାଏ ଏବଂ କେଉଁ କେଉଁ କାର୍ଯ୍ୟ କରିବା ଦ୍ୱାରା ଆପଣଙ୍କ ପିଲା ଗୋରା ହୋଇଥାଏ । ତେବେ ସର୍ବପ୍ରଥମେ ଜାଣିବା ପିଲାର ରଙ୍ଗ କଳା କାହିଁକି ହୋଇଥାଏ ।

 

ପିଲାର ରଙ୍ଗ କଳା ହେବାର କାରଣ :-

 

1. ପ୍ରତ୍ୟେକ ମଣିଷ ମାନଙ୍କ ଶରୀରରେ ମେଲାଲୀନ ନାମକ ଏକ ହରମୋନ କ୍ଷରଣ ହୋଇଥାଏ । ଯେଉଁ ବ୍ୟକ୍ତିଙ୍କ ଶରୀରରେ ଏହି କେମିକାଲ ଅଧିକ ମାତ୍ରାରେ କ୍ଷରଣ ହୋଇଥାଏ , ତାର ରଙ୍ଗ କଳା ହୋଇଥାଏ । ଯାହା ଶରୀରରେ ମେଲାଲୀନ ନାମକ ହରମୋନ କମ କ୍ଷରଣ ହୋଇଥାଏ , ତାଙ୍କର ରଙ୍ଗ ଗୋରା ହୋଇଥାଏ । ତେବେ ଜନ୍ମ ହେବାକୁ ଥିବା ପିଲା ମାନଙ୍କ କ୍ଷେତ୍ରରେ ଏପରି ହୋଇଥାଏ ।

2. ଦ୍ୱିତୀୟରେ ହେଉଛି ଜେନେଟିକ ର ପ୍ରଭାବ , ଯେଉଁ ପିଲା ମାନଙ୍କର ବାପା ମା କଳା ରଙ୍ଗର ହୋଇଥାନ୍ତି , ତେବେ ସେମାନଙ୍କର ପିଲାର ରଙ୍ଗ ମଧ୍ୟ କଲା ହୋଇଥାଏ । ଏହାକୁ ଜିନ ଗତ ସମସ୍ୟା ବୋଲି କୁହାଯାଏ ।

କଣ କରିବା ଦ୍ୱାରା ପିଲାର ରଙ୍ଗ ଗୋରା ହୋଇଥାଏ :-

 

1. ଗର୍ଭବତୀ ମହିଳା ମାନେ ନିଜ ସନ୍ତାନକୁ ଗୋରା ରଙ୍ଗର କରିବା ପାଇଁ ଚାହୁଁଥିଲେ , ଆପଣ ଗର୍ଭବତୀ ସମୟରେ ଭିଟାମିନ A , ଭିଟାମିନ C , ଭିଟାମିନ E ଯୁକ୍ତ ଖାଦ୍ୟ ସେବନ କରନ୍ତୁ । ଏହା କରିବା ଦ୍ୱାରା ଆପଣଙ୍କ ପିଲାର ରଙ୍ଗ ଗୋରା ହୋଇଥାଏ ।

2. ଗର୍ଭବତୀ ମହିଳା ମାନେ ସମସ୍ତ ପ୍ରକାର ଫଳ ଖାଇବା ସହ ସବୁଜ ପନିପରିବା ଅଧିକ ମାତ୍ରାରେ ଖାଇବା ଉଚିତ । ଏହା ଦ୍ୱାରା ଶରୀରରେ ମେଲାନୀନ ର କ୍ଷରଣ କମ ହୋଇଥାଏ ।

3. ଗର୍ଭବତୀ ଥିବା ସମୟରେ ହଳଦିଆ ରଙ୍ଗର ଫଳ ବା କେଶର କ୍ଷୀର ନିୟମିତ ସେବନ କରିବା ଦ୍ୱାରା ପିଲାର ରଙ୍ଗ ଗୋରା ହୋଇଥାଏ । କାରଣ ଏଥିରେ ଭିଟାମିନ ସି ର ପରିମାଣ ଅଧିକ ମାତ୍ରାରେ ରହିଥାଏ ।

4. ଗର୍ଭବତୀ ଥିବା ମହିଳା ମାନେ ପ୍ରତିଦିନ ଅଳାଁ କୋଳି , କମଳା ଏବଂ କଦଳୀ ଆଦି ଫଳ ନିୟମିତ ଖାଇବା ଦ୍ୱାରା ପିଲାର ରଙ୍ଗ ଗୋରା ହୋଇଥାଏ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।