ସବୁ ସମୟ ଖବର ସାଥିରେ

Exclusive ବର୍ଷାଙ୍କୁ ବାହାହେବାକୁ ରାଜି ହେଲେ ଟୁଙ୍ଗୁରୁ Love story the end ; ନିଜ ବାହାଘରକୁ ନେଇ କ’ ଣ କହିଲେ Tunguru Bhola, ଦେଖନ୍ତୁ Video

0 80

ବର୍ଷାଙ୍କୁ ବାହା ହେବାକୁ ରାଜି ହେଲେ ଟୁଙ୍ଗୁରୁ ଆଉ ବର୍ଷାଙ୍କର କରାମତି ପଦାକୁ ଆଣିଲା ଟୁଙ୍ଗୁରୁଙ୍କ ସବୁ ସତ ।ଟୁଙ୍ଗୁରୁ ଓ ବର୍ଷାଙ୍କ ବିଷୟରେ ଆଜି ସାରା ଓଡ଼ିଶାରେ ଚର୍ଚ୍ଚା ହେଉଛି ତେବେ ବର୍ଷା ଯେଉଁ ଅଭିଯୋଗ କରିଥିଲେ ଟୁଙ୍ଗୁରୁ କୁ ତାହାକୁ ମାନି ନଥିଲେ ଟୁଙ୍ଗୁରୁ ।କିନ୍ତୁ ଏବେ ଫୋନରେ ସବୁକିଛି ଧରା ପଡ଼ି ଯାଇଛି ଆଉ ସମସ୍ତେ ଜାଣି ପରିଛନ୍ତି କଣ ରହିଛି ଟୁଙ୍ଗୁରୁ ର ମନ କଥା ।ଆଉ ଏହି ଘଟଣା ଏବେ ସବୁଆଡେ ଖୁବ ଚର୍ଚ୍ଚାରେ ହେଉଥିବା ବେଳେ ଟୁଙ୍ଗୁରୁ ଓ ବର୍ଷାଙ୍କ ବାହାଘର ପାଇଁ ଶୁଭେଚ୍ଛା ଜଣାଇଛନ୍ତି ।

ତେବେ କଥାରେ କୁହାଯାଏ ନାରୀ ମାୟା ସ୍ଵୟଂ ନାରାୟଣ ଙ୍କୁ ବି ଅଗୋଚର,ଆଉ ସେହି ନାରୀ ମୋହରେ ଫସି ଯାଇଛି ଟୁଙ୍ଗୁରୁ ଭୋଳ ।

ତେବେ ଆପଣ ମାନେ ଜାଣିଛନ୍ତି କିଛି ହେଲାଣି ବର୍ଷା ଓ ଟୁଙ୍ଗୁରୁଙ୍କ କଥା ଦିନକୁ ଦିନ ନୂଆ ନୂଆ ମୋଡ଼ ନରି ଆସୁଛି କିନ୍ତୁ ଆଜି ସେସବୁ ଖେଳର ଫସର ଫାଟି ଯାଇଛି ।ବର୍ଷାଙ୍କୁ ଟୁଙ୍ଗୁରୁ ଭଲପାଆନ୍ତି ନାହିଁ ବୋଲି ସମସ୍ତଙ୍କୁ ଜଣାଇଥିଲେ ହେଲେ ଆଜି ବର୍ଷାଙ୍କୁ ବିବାହ କଟିବେ କହିଛନ୍ତି ।ଆଉ ସେତିକି ନୁହେଁ ଆହୁରି ଅନେକ କଥା ସେ କହିବାର ଶୁଣିବାକୁ ମିଳିଛି ହେଲେ ସେ ସବୁ କଥା ବର୍ଷା ଯେମିତି ପଦାକୁ ଆଣିଛନ୍ତି ତାହା ଜାଣିଲେ ଆଶ୍ଚର୍ଯ୍ୟ ହେବେ ।

ଆପଣ ଆଜିର ଏହି ଭିଡ଼ିଓ ଟିକୁ ଦେଖନ୍ତୁ ବର୍ଷା ଟୁଙ୍ଗୁରୁ କୁ ଫୋନ କରୁଛନ୍ତି ଆଉ ପାଖରେ ରହିଛନ୍ତି ମେଡିଆ କିନ୍ତୁ ଏ ବାବଦରେ ଟୁଙ୍ଗୁରୁକୁ କିଛି ଜଣା ନାହିଁ ।ଆଉ ଫୋନରେ ସେ ବର୍ଷା ସହ କଥା ହେବାରେ ଲାଗିଛନ୍ତି ଆଉ ଫୋନ୍ର ଲାଉଡ଼ ସ୍ପିକର ଓନ ରହିଛି ତେଣୁ ସମସ୍ତେ ଶୁଣି ପାରିବେ ଓ ଜାଣି ବି ପାରିବେ ଯେ ଟୁଙ୍ଗୁରୁ କେତେ ବଡ଼ ମିଛୁଆ ବୋଲି ।କାରଣ ବର୍ଷା ତାଙ୍କୁ କହୁଛନ୍ତି କି ସେ ହସ୍ପିଟାଲ ଆସିଛନ୍ତି ଆଉ
ଟୁଙ୍ଗୁରୁ ପଚାରୁଛନ୍ତି କାହିଁକି ଆଉ ବର୍ଷା କହିଛନ୍ତି କି ତାଙ୍କ ପାଇଁ ହାତ କଟିଥିଲେ ତାକୁ ବ୍ରଣ୍ଡେସ କରିବା ପାଇଁ ।

ଆଉ ତାପରେ ଟୁଙ୍ଗୁରୁ କହୁଛନ୍ତି, ତୁ ଯଦି ହାତ କାଟିବୁ ଯେତେ ବ୍ଲଡ଼ ଯାଇଥିବ ତାହେଲେ ତୋତେ ବାଦେଇବି ଆଉ ମୁଁ ପୁରା ଭେନ କାଟିଦେବୀ ।ଆଉ କେତେ ସରାଗରେ ସେ ବର୍ଷା ର ସବୁ କଥାର ଉତ୍ତର ଖୁବ ଭଲ ଭାବରେ ଦେଉଛନ୍ତି, ବର୍ଷା ଯେତେବେଳେ ପଚାରିଛନ୍ତି ଏତେ ସବୁ ଡ୍ରାମା କାହିଁକି କଲ ତେବେ ଟୁଙ୍ଗୁରୁ କହିଛନ୍ତି ତାଙ୍କ ପରିବାରରେ ଟିକିଏ ଅସୁବିଧା ଚାଲିଥିଲା ସେଥିପାଇଁ ।ତେବେ ବର୍ଷାଙ୍କୁ ସେ ତୋମେ କହିବାକୁ ବି କହୁଛନ୍ତି, ଆଉ ଏତେ ସବୁ କଥା ଶୁଣିବା ପରେ ଜାଣି ପାରୁଥିବେ ଟୁଙ୍ଗୁରୁ ସମସ୍ତଙ୍କୁ କେତେ ମିଛ କହିଥିଲେ ।ତେବେ ଏବେ ଏହି ସବୁ କଥା ସାମ୍ନାକୁ ଆସିବା ପରେ ସମସ୍ତେ ଟୁଙ୍ଗୁରୁ ଓ ବର୍ଷାଙ୍କ ବିବାହ କୁ ଅପେକ୍ଷା କରିଛନ୍ତି ଓ ଟୁଙ୍ଗୁରୁ ପରି ଏମିତି ଲୋକଙ୍କୁ ପସନେ ଦେବାକୁ କହିଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।