
EXCLUSIVE : ପ୍ରଥମ ଥର ହିରୋଇନ Rani Panda କଲେ ଜବରଦସ୍ତ ରୋମାଣ୍ଟିକ ମ୍ୟୁଜିକ ଭିଡ଼ିଓ, ସୁଟିଂ ଟାଇମ ର ଭିଡ଼ିଓ ହେଲା ଭାଇରାଲ…. ଦେଖିଲେ ନିଜକୁ ସମ୍ଭାଳି ପାରିବେନି…
ବନ୍ଧୁମାନେ ଆଜିର ଦୁନିଆରେ ସେଲିବ୍ରେଟି ମାନଙ୍କୁ କିଏ ବା ନଜାଣିଛି ଯେତେବେଳେ ତାଙ୍କ ବିଷୟରେ କିଛି ବି ସୋସିଆଲ ମେଡିଆରେ ଦେଖିବାକୁ ମିଳିଥାଏ ସେତେବେଳେ ଲୋକମାନଙ୍କର ନଜର ସେଥିରେ ହିଁ ରହିଥାଏ ।ତେବେ ଆପଣ ମାନେ ରାଣୀ ପଣ୍ଡାଙ୍କ ବିଷୟରେ ଖୁବ ଭଲ ଭାବରେ ଜାଣିଥିବେ ।କାରଣ ସେ ତାଙ୍କର ଭିନ୍ନ ମନ୍ତବ୍ୟ କୁ ନେଇ ସବୁବେଳେ ସୋସିଆଲ ମେଡିଆରେ ଛାଇ ହେଇ ରହି ଥାଆନ୍ତି ।
ତେବେ ତାଙ୍କର ବି ବହୁତ ଫେଁ ଅଛନ୍ତି ଯେଉଁ ମାନେ ତାଙ୍କର ଗୋଟିଏ ଝଲକ ପାଇବା ପାଇଁ ବହୁତ କଷ୍ଟ କରି ଥାଆନ୍ତି ।ତେବେ ରାଣୀ ପଣ୍ଡା ଯିଏ ଯାତ୍ରା ଜଗତର ଜଣେ ଏମିତି ନାୟିକା ଯିଏ ବହୁତ ସଂଘର୍ଷ ଓ ଝଡ଼ ଝଞ୍ଜା ପରେ ବି କେବେ ଠକି ନାହାନ୍ତି ।ଯାତ୍ରା ମଞ୍ଚ ଉପରେ ତାଙ୍କର ଆଇଟମ ଡ୍ୟାନ୍ସ ହେଉ ବା କାହାକୁ ନେଇ କୋଉ ପ୍ରତିକ୍ରିୟା ରଖିବାରେ ସେ କେବେ ପଛଘୁଞ୍ଚା ଦିଅନ୍ତି ନାହିଁ ।
ତେବେ ସତ କହିବାକୁ ଗଲେ ସେ ସବୁବେଳେ ସତ ହିଁ ଖୀ ଥାଆନ୍ତି ଯାହା କିଛି ଜନଙ୍କ ବାଧିଲେ ବି ଆଉ ସମସ୍ତଙ୍କ ମନକୁ ଖୁବ ଛୁଇଁ ଥାଏ ।ସେଥିପାଇଁ ପାଇଁ ତାଙ୍କର ମନ୍ତବ୍ୟ କୁ ଲୋକେ ଚାହିଁ ବସି ଥାଆନ୍ତି ଯେ ସେ କେତେବେଳେ କଣ କହିବେ ।ଆଉ ଏତିକିରେ ତାଙ୍କ କଥା ସରୁ ନାହିଁ ଏହାପରେ ବି ତାଙ୍କର ଆଉ ଗୋଟିଏ ରୂପ ରହିଛି ଯାହା ପାଇଁ ଆମେ ତାଙ୍କୁ ସାହାଯ୍ୟ ର ଦେବୀ ବୋଲି କହି ପାରିବୁ ।
ବହୁତ ସମୟରେ ତାଙ୍କୁ ଏମିତି ଲୋକ ମାନଙ୍କ ସାହାଯ୍ୟ କ୍ରୁୟହିବାର ଦେଖିବାକୁ ମିଳିଥାଏ ଯେଉଁ ମାନଙ୍କ ବିଷୟରେ କେହି କେବେ ଭାବି ବି ନଥାନ୍ତି ।ସେ ଜଣେ କଳାକାର ହେଇ ଥିଲେ ବି ତାଙ୍କ ହୃଦୟରେ କେବେ କାହା ପ୍ରତି ଅନାଦର କିଂବା ହିଂସା ଭାବ ନାହିଁ ।ତେବେ ବାସ୍ତବରେ ସେ ହିଁ ହେଉଛନ୍ତି ଜଣେ ପ୍ରକୃତ ମଣିଷ ଯିଏ ନିଜ ଜୀବନ କୁ କେବେ କାହା ଆଗରେ ତଳକୁ କରି ନାହାଁନ୍ତି ।
ତେବେ ରାଣୀ ପଣ୍ଡାଙ୍କ ବିଷୟରେ ଆଜି ଏତେ କଥା କହିବାର ଅର୍ଥ ହେଉଛି ନିକଟରେ ତାଙ୍କର ଏକ ଭିଡ଼ିଓ ଦେଖିବାକୁ ମିଳିଛି ସୋସିଆଲ ମେଡିଆରେ ।ତେବେ ଏଥିରେ ସେ କାହାକୁ କିଛି କହିବାର କିମ୍ୱା ସାହାଯ୍ୟ କରିବାର ଦେଖା ଯାଇ ନାହି ତେବେ ସେହି ଭିଡ଼ିଓରେ କଣ ରହିଛି ଆସନ୍ତୁ ଜାଣିବା ।ତେବେ ଘଟଣା ହେଉଛି କି ରାଣୀ ପଣ୍ଡା ଗୋଟିଏ ମ୍ୟୁଜିକ ଭିଡ଼ିଓ ସୁଟିଂ କରୁଛନ୍ତି ତେବେ ସେଥିରେ ଡ଼ାଇରେକ୍ଟର ତାଙ୍କୁ କିଛି ଡ୍ୟାନ୍ସ ଷ୍ଟେପ ବିଷୟରେ କହୁଥିବାର ଦେଖିବାକୁ ମିଳିଛି ।ଆଉ ସେ ନିଜେ ଡ୍ୟାନ୍ସ କରିବା ସହିତ ଅନ୍ୟ ଆକ୍ଟର ମାନେ ବି ଡ୍ୟାନ୍ସ କରୁଥିଅବର ଦେଖିବାକୁ ମିଳିଛି ।ଆଉ ସେଠାରେ ଯେଉଁ ପ୍ରକାର ସାଜସଜ୍ଜା ଓ ସୁଟିଂ ହେଉଛି ତାହା ଦେଖିଲା ପରେ ଲାଗୁଚି ମ୍ୟୁଜିକ ଭିଡ଼ିଓ ଟି ଖୁବ ସୁନ୍ଦର ହେବ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।