ସବୁ ସମୟ ଖବର ସାଥିରେ

ଦେଖନ୍ତୁ Secret ଭିଡ଼ିଓ : ଏମିତି ଥିଲା ଦେଢ଼ଶାଶୁ ଓ ଜ୍ୱାଇଁଙ୍କ ମଧ୍ୟରେ ସମ୍ପର୍କ…. ଭିଡ଼ିଓ କେମିତି ହେଲା ଭାଇରାଲ ?

0 11

ଦର୍ଶକ ବନ୍ଧୁ ଏବେ ସୋସିଆଲ ମିଡିଆରେ ବହୁତ ମାତ୍ରା ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି ଯାହାକୁ ଶୁଣିଲେ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ଘଟଣା ଟି ସମ୍ପୂର୍ଣ୍ଣ ସତ୍ୟ | ତେବେ ଯାହା କୁହାଯାଉଛି କି ମିଳିଥିବା ସୂଚନା ଅନୁଯାୟୀ ଜଗତସିଂହପୁର ଜିଲ୍ଲା ବାଲିଗୁଦା ଅଞ୍ଚଳ ର ଜଣେ ଯୁବକ ବ୍ଲାକମେଲର ଶିକାର ହେଇ ଏବେ ଥାନାର ଦ୍ୱାରସ୍ଥ ହେଇଥିବାର ବୋଲି ଜଣା ପଡିଛି | ତେବେ ହରିଚନ୍ଦନ ଙ୍କ କହିବା କଥା ଅନୁଯାୟୀ ସେ ତାଙ୍କର ସ୍ତ୍ରୀ ର ବଡ ଭଉଣୀ ଙ୍କ ସହିତ ସମ୍ପର୍କ ନିଜ ଇଚ୍ଛାରେ ରଖିନଥିଲେ | ଏହା ପାଇଁ ତାଙ୍କୁ ତାଙ୍କ ସ୍ତ୍ରୀ ର ଭଉଣୀ ବାଧ୍ୟ କରୁଥିଲେ ଓ ଯେତେବେଳେ ସମ୍ପର୍କ ବଢିଯାଇଥିଲା ସେତେବେଳେ ସେ ଯୁବତୀ ଜଣଙ୍କ ତାଙ୍କୁ ତାଙ୍କ ସହିତ ବିତାଇଥିବା ରଙ୍ଗୀନ ରାତିର ଭିଡ଼ିଓ ପଠାଇ ମୋଟା ଅଙ୍କରେ ର ଟଙ୍କା ମାଗୁଥିଲା | ଯାହା ପାଇଁ ଏବେ ଥାନାର ଦ୍ୱାରସ୍ଥ ହେଇଛନ୍ତି ହରିଚନ୍ଦନ | ତାହେଲେ ଆସନ୍ତୁ ସମ୍ପୂର୍ଣ୍ଣ ଖବର ଉପରେ ନଜର ପକାଇବା |

ତେବେ ଯାହା କୁହାଯାଉଛି ଯୁବତୀ ଜଣଙ୍କ ପୂର୍ବରୁ ବିବାହ କରିଥିଲେ ମଧ୍ୟ ତାଙ୍କ ସ୍ୱାମୀ ତାଙ୍କୁ ଯୌନ ସୁଖ ଦେଇପାରୁନଥିବାରୁ ସେ ତାଙ୍କ ସାନ ଭଉଣୀ ର ସ୍ୱାମୀ ହରିଚନ୍ଦନ ଙ୍କୁ ନିଜ ଅକ୍ତିଆର ନେଇ ତାଙ୍କୁ ସୁନା ଅଣ୍ଡା ଦିଆ କୁକୁଡ଼ା ପରି ବ୍ୟବହାର କରୁଥିଲେ | ଯେତେବେଳେ ଯାହା ମାଗୁଥିଲେ ହରିଚନ୍ଦନ ତାଙ୍କୁ ଆଣି ଦେଉଥିଲେ | ଏମିତିକି ତାଙ୍କୁ ଶାରୀରିକ ସୁଖ ମଧ୍ୟ ପ୍ରଦାନ କରୁଥିଲେ ହରିଚନ୍ଦନ | ହେଲେ ଦିନ କୁ ଦିନ ଯେତେବେଳେ ଯୁବତୀ ଙ୍କର ଡିମାଣ୍ଡ ବଢିବାରେ ଲାଗିଲା ସେତେବେଳେ ହରିଚନ୍ଦନ ସେଠାରୁ ଖୋସି ଯାଇ ଥାନାରେ ଅଭିଯୋଗ କରିଥିବା ସୂଚନା ମିଳିଛି | ହେଲେ ଯୁବତୀ ଜଣଙ୍କ ଜାଣିନଥିଲେ ଯେ ଏତେ ଶୀଘ୍ର ତାହାର ଅଣ୍ଡା ଦିଆ କୁକୁଡ଼ା ହାତଛଡା ହେଇଯିବ ବୋଲି ସେ ଯାଇ ସମସ୍ତ ଘଟଣା ବିଷୟରେ ଗଣମାଧ୍ୟମ ଆଗରେ ମୁହଁ ଖୋଲିଦେବ ବୋଲି |

ଆଉ ସୂଚନା ଅନୁଯାୟୀ ହରିଚନ୍ଦନ ଗଣମାଧ୍ୟମ ଆଗରେ କହିଛନ୍ତି ଯେ ତାଙ୍କ ସ୍ତ୍ରୀ ଭଉଣୀ ମୋ ସହିତ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରିବା ସହିତ ସେ ମୁହୂର୍ତ ର ସମସ୍ତ ଦୃଶ୍ୟ କରି ମୋତେ ବ୍ଲାକମେଲ କରିବା ସହିତ ମୋ ଠାରୁ ମୋଟା ରୋକମ ର ଟଙ୍କା ନେଉଥିଲେ | ଆଉ ମୁଁ ଯେତେବେଳେ ମୋ ମନା କରୁଥିଲେ ସେତେବେଳେ ସେ କହୁଥିଲେ ମୋର ପୋଲିସ ଚିନ୍ହା ଅଛି, ବହୁତ ନେତା ମନ୍ତ୍ରୀ ଙ୍କ ଯାଏ ହାତ ଅଛି | ଯଦି ତମେ ଟଙ୍କା ନ ଦବ ତାହାଲେ ମୁଁ ରେପ କେଶ ରେ ତୋମକୁ ଫସାଇ ଦେବି | ଏମିତି କହି ସେ ତାଙ୍କ ପାଖରୁ 2 ଲକ୍ଷ ରୁ ଅଧିକ ଟଙ୍କା ନେଇଛନ୍ତି |

ତେବେ ଏମିତି ବାରମ୍ବାର ହାରାଷମେଣ୍ଟ ଶିକାର ସହି ନ ପାରି ଏବେ ଥାନା ର ଦ୍ୱାରସ୍ଥ ହେଇଛନ୍ତି ହରିଚନ୍ଦନ | ତେବେ ଅଭିଯୋଗ ପରେ ମଧ୍ୟ ପୋଲିସ ତାହାର କାର୍ଯ୍ୟ ଆରମ୍ଭ କରିନଥିବା କୁହାଯାଇଛି | ଆଉ ଏହି ଭଳି ଏକ ଘଟଣା ବର୍ତ୍ତମାନ ଚାରିଆଡେ ଭାଇରାଲ ହେବାରେ ଲାଗିଛି ଆଉ ଯାହାକୁ ଦେଖିଲା ପରେ ଲୋକ ମାନେ ଭିନ୍ନ ଭିନ୍ନ ମତ ମଧ୍ୟ ଦେଉଛନ୍ତି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।