ସବୁ ସମୟ ଖବର ସାଥିରେ

ଏମିତି କୀର୍ତନ ଜୀବନରେ କେବେ ଦେଖି ନଥିବେ… ଥରେ ବଦଳରେ 10 ଥର ଦେଖିବେ… 36 MILLION ରୁ ଅଧିକ ଲୋକ ଦେଖି ସାରିଲେଣି….

0 6

ଦର୍ଶକ ବନ୍ଧୁ ସୋସିଆଲ ମିଡିଆରେ ଆପଣ ମାନେ ବହୁତ ପ୍ରକାର ର ଭାଇରାଲ ଭିଡ଼ିଓ ଦେଖିଥିବେ ଓ ତାକୁ ଉପଭୋଗ ମଧ୍ୟ କରିଥିବେ | ହେଲେ ଏବେ ଏବେ ଯେଉଁ ଯେଉଁ ଭିଡ଼ିଓ ସୋସିଆଲ ମିଡିଆରେ ରେ ଭାଇରାଲ ହେବାରେ ଲାଗିଛି ତାହାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହେଇଥିବା କୁହାଯାଇଛି | ଏବେ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ସଂକୀର୍ତନର ଏକ ଭିଡ଼ିଓ | ଯାହା ସଂକୀର୍ତନ କାରୀଙ୍କର ପ୍ରଶଂସକଙ୍କୁ ଆନନ୍ଦ ଦେଇଥିବା କଥା ମଧ୍ୟ କୁହାଯାଇଛି | ତେବେ କଣ ରହିଛି ଏହି ଭିଡ଼ିଓ ରେ ଯାହା ପାଇଁ ଓଡିଶାର ଏହି ସଂକୀର୍ତନ ଏବେ ଲୋକ ପ୍ରିୟତା ହାସଲ କରିବା ସହିତ ବେଶ ଚର୍ଚ୍ଚାର ବିଷୟ ପାଲଟିଛି ଆସନ୍ତୁ ଜାଣିବା ସେହି ଭାଇରାଲ ହେଉଥିବା ଭିଡ଼ିଓ ବିଷୟରେ |

ଯେମିତିକି ଆପଣମାନେ ଜାଣିଛନ୍ତି ଓଡିଶାରେ ଏବେ ଏବେ ଘରେ ପରିଚିତ ହେଇସାରିଥିବା ବା ସବୁ ମହଲ ରେ ନିଜର ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଥିବା ଏହି ଯୁବତୀଙ୍କର ସଂକୀର୍ତନ ନୃତ୍ୟ ପୁଣି ଥରେ ବେଶ ଚର୍ଚ୍ଚାରେ ଥିବା କୁହାଯାଉଛି | ହଁ ଦର୍ଶକ ବନ୍ଧୁ ପୁଣି ସୋସିଆଲ ମିଡିଆରେ ଏବେ ବହୁତ ମାତ୍ରା ରେ ଭାଇରାଲ ହେବାରେ ଲାଗିଛି ଏହି ନୃତ୍ୟ ଯାହାକୁ ଦେଖି ଲୋକମାନେ ତାଯୁବ ହେଉଛନ୍ତି | କାରଣ ଏପରି ନୃତ୍ୟ ଦର୍ଶକ ମାନେ ପୂର୍ବରୁ କେବେ ଦେଖିନଥିଲେ ବୋଲି ସୂଚନା ରହିଛି | ହଁ ଦର୍ଶକ ବନ୍ଧୁ ତେବେ ସେମାନଙ୍କ ମଧ୍ୟରେ ରହିଛି ବଳସି କୀର୍ତନ ମଣ୍ଡଳୀ ଓ ମହିଳା କୀର୍ତ୍ତନ ମଣ୍ଡଳୀ ଯାହା ସବୁବେଳେ ଓଡିଶାର ତାଙ୍କର କଳା ଦ୍ୱାରା ଦର୍ଶକ ମାନଙ୍କ ଠାରୁ ସବୁବେଳେ ପ୍ରଶଂସା ସାଉଁଟି ପାରୁଛନ୍ତି |

ତେବେ ସେମାନଙ୍କର କଳା ଓ ପ୍ରତିଭା ପୁଣି ଥରେ ଦର୍ଶକଙ୍କୁ ଆକୃଷ୍ଟ କରିଛି ବୋଲି ଜଣା ପଡିଛି| ଆଉ ଯାହା କୁହାଯାଉଛି କି ଢୋଲ, ଖଞ୍ଜୁରୀ, ମୃଦଙ୍ଗର ତାଳ ସହିତ ସେମାନଙ୍କ ମୂଖ ନିଃସୃତ କେତେକ ଗୀତ ଦର୍ଶକ ମାନଙ୍କ ମନ ମୁଗ୍ଧ କରିଛି ବୋଲି ଜଣା ପଡିଛି | ହଁ ଆଜ୍ଞା ସ୍ୱର ତାଳ ସହିତ ନୃତ୍ୟ ଓଃ ସତରେ କେତେ ସୁନ୍ଦର ଭାବରେ ଡ୍ୟାନ୍ସ କରୁଛନ୍ତି ଏହି ଦୁଇ ସଂକୀର୍ତନ ଦଳ ଯାହାଲୋକଙ୍କୁ ବେଶ ପସନ୍ଦ ଆସିଛି ବୋଲି ଜଣା ପଡିଛି | ଆଉ ଦର୍ଶକ ମାନେ ମଧ୍ୟ ଏହିଭଳି ପ୍ରୋଗ୍ରାମ କୁ ଦେଖିଲି ବେଶ ଖୁସି ଥିବାର ନଜର ଆସିଛନ୍ତି |

ଆଉ ଭାଇରାଲ ହେଉଥିବା ଏହି ଭିଡ଼ିଓ ଟିରେ ଦେଖିବାକୁ ମିଳିଛି କୋ ଏହି ସଂକୀର୍ତନ କୁ ଦେଖିବା ପାଇଁ ଶତାଧିକ ଦର୍ଶକ ସଂକୀର୍ତନ ମଞ୍ଚ ଚାରି ପାଖରେ ଘେରି ରହିଛନ୍ତି ଓ ସେମାନଙ୍କୁ ଉତ୍ସାହିତ ମଧ୍ୟ କରିଥିବା ନଜର ଆସିଛନ୍ତି | ଆଉ ସମସ୍ତେ ବେଶ ଖୁସି ରେ ମଜା ନେଉଛନ୍ତି ସଂକୀର୍ତନ ର ବୋଲି ଦେଖିବାକୁ ମିଳିଛି |ତାହାଲେ ବନ୍ଧୁଗଣ ଏହା ଥିଲା ସେହି ଭାଇରାଲ ଭିଡ଼ିଓ ଯାହା ଏବେ ଦର୍ଶକ ଙ୍କୁ ବେଶ ପସନ୍ଦ ଆସିଥିବା ଜଣା ପଡିଛି ଯାହା ଏବେ ସୋସିଆଲ ମିଡ଼ିଆରେ ଘୁରି ବୁଲୁଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।