ସବୁ ସମୟ ଖବର ସାଥିରେ

ଏହି ସ୍କୁଲ ଝିଅ ଏମିତି ନାଚିଲେ… ଭିଡ଼ିଓ ଦେଖିଲେ ନିଜକୁ ସମ୍ଭାଳି ପାରିବେନି…

0 13

ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଅନେକ ସମୟରେ ଦେଖିବାକୁ ପାଉଥିବେ |ତେବେ ବେଳେ ବେଳେ କେତେକ ଏମିତି ଭିଡ଼ିଓ ଦେଖିବାକୁ ମିଳିଥାଏ ଯାହା ଆମ ମନକୁ ଖୁସି ମଧ୍ୟ କରେଇ ଦେଇଥାଏ ବୋଲି କୁହାଯାଉଛି | ଆଉ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାକୁ ଲାଗିଛି ତାହାକୁ ଦେଖିଲେ ଆପଣ ମାନେ ମଧ୍ୟ ଖୁସି ହୋଇଯିବେ ବୋଲି ମଧ୍ୟ କୁହା ଯାଉଛି | ଆଉ ଯେଉଁ ଭିଡ଼ିଓ ରେ ଦୁଇଜଣ ସ୍କୁଲ ଝିଅ ଙ୍କର ଜବରଦସ୍ତ ଡାନ୍ସ ର ଭିଡ଼ିଓ ଦର୍ଶକ ମାନଙ୍କର ମନକୁ ମୋହି ନେଇଥିବାର ଦେଖିବାକୁ ମିଳିଛି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |

ତେବେ ଆପଣ ମାନେ ଅନେକ ସମୟରେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ମଜାଳିଆ ଓ ମନକୁ ଖୁସି କରିଦେଲା ଭଳି ଭିଡ଼ିଓ ମାନ ଦେଖିବାକୁ ପାଉଥିବେ ଭାଇରାଲ ହେଉଥିବାର | ତେବେ ସେହି ଭିଡ଼ିଓ ଗୁଡିକ ମଧ୍ୟରେ ଦେଖିବାକୁ ମିଳିଥାଏ ଡାନ୍ସ ର ଭିଡ଼ିଓ ମାନ ଭାଇରାଲ ହେଉଥିବାର ଆଉ ଯେଉଁ ଡାନ୍ସ ର ଭିଡ଼ିଓ ସମସ୍ତଙ୍କର ମନକୁ ମଧ୍ୟ ବେଶ ଆକୃଷ୍ଟ କରେଇଥାଏ ବୋଲି କୁହାଯାଉଛି | ଆଉ ବର୍ତ୍ତମାନ ସେହିଭଳି କିଛି ଭିଡ଼ିଓ ଦେଖିବାକୁ ମିଳିଛି, ଯେଉଁଥିରେ ସୁନ୍ଦର ଭାବରେ ଡାନ୍ସ ର ଭିଡ଼ିଓ ଦେଖିବାକୁ ମିଳିଛି |

ଆଉ ଯାହା କୁହାଯାଏ କି ଡାନ୍ସ ରେ ଏମିତି ଯାଦୁ ରହିଛି ଯାହା ଦର୍ଶକ ମାନଙ୍କର ମନକୁ ବେଶ ଆକୃଷ୍ଟ କରେଇଥାଏ | ବର୍ତ୍ତମାନ ସେହିଭଳି ଏକ ମନ କୁ ହରଣ କରିବା ଭଳି ଭିଡ଼ିଓ ଟି ଦେଖିବାକୁ ମିଳିଛି ଭାଇରାଲ ହେଉଥିବା ଭିଡ଼ିଓ ଟିରେ | ଆଉ ଯେଉଁଠି ସ୍କୁଲ ରେ ପଢ଼ୁଥିବା ଝିଅ ଦୁଇଜଣ ସ୍କୁଲ ର ୟୁନିଫୋର୍ମ କୁ ପିନ୍ଧିକି ସୁନ୍ଦର ଭାବରେ ଦେଖାଇବାକୁ ଲାଗିଛନ୍ତି ତାଙ୍କର ଡାନ୍ସ ର କମାଲ ଆଉ ଯାହା ଦର୍ଶକ ମାନଙ୍କର ମଙ୍କୁ ମଧ୍ୟ ଛୁଇଁଲା ଭଳି ହୋଇଛି ବୋଲି କୁହାଯାଉଛି |ଆଉ ଏହିଭଳି ସ୍କୁଲ ଝିଅ ଦୁଇ ଜଣଙ୍କର ଡାନ୍ସ ର ଭିଡ଼ିଓ କ୍ଲାସ ରୁମ ଭିତରେ ହେଉଥିବାର ଦେଖିବାକୁ ମିଳିଥିଲା |

ଆଉ ଭାଇରାଲ ହେଉଥିବା ଏହି ଭିଡ଼ିଓ ଟିରେ ଦେଖିବାକୁ ମିଳିଥିଲା କି ଗୀତ ର ତାଳେ ତାଳେ ସ୍କୁଲ ଝିଅ ଦୁଇଜଣ ତାଙ୍କର ଜବରଦସ୍ତ ଡାନ୍ସ ର କମାଲ ଦେଖାଇ ଦର୍ଶକ ମାନ ଙ୍କର ମନକୁ ବେଶ ଆକୃଷ୍ଟ କରେଇଛନ୍ତି | ଆଉ ଏହି ଡାନ୍ସ ର ଭିଡ଼ିଓ କୁ ମଧ୍ୟ ସୋସିଆଲ ମିଡ଼ିଆରେ ଭାଇରାଲ କରାଇଛନ୍ତି ଆଉ ଯେଉଁ ଭିଡ଼ିଓ କୁ ଦେଖିବା ପରେ ଲୋକ ମାନେ ବେଶ ଭଲ ପାଇବା ଦେବାକୁ ଲାଗିଛନ୍ତି ଓ ପସନ୍ଦ ମଧ୍ୟ କରିଛନ୍ତି ଝିଅ ଦୁଇ ଜଣଙ୍କର ଏହିଭଳି ଜବରଦସ୍ତ ଡାନ୍ସ ର ଭିଡ଼ିଓ କୁ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।