
viral video- ଦୁଇ ପିଲା କୁ ଛାଡି ଦେଇ,ଭଣଜା ପ୍ରେମରେ ବାୟାଣୀ ମାଇଁ, ମୋତେ ମୋ ସ୍ୱାମୀ ନୁହେଁ ମୋତେ ଭଣଜା ଦରକାରଦେଖନ୍ତୁ ଏହି viral ଭିଡ଼ିଓ ଟିକୁ !
ଭଣଜା ପ୍ରେମ ରେ ମାଇଁ ହେଲେ ଉବୁଡୁବୁ । ଶେଷରେ ଦୁଇ ପିଲାକୁ ଛାଡି ଦେଇ ଚାଲି ଗଲେ ମାଇଁ ଭଣଜା ସହିତ । ତେବେ ଆଜିର ଏହି ଘଟଣା ଓଡିଶା ରେ ବହୁ ଚର୍ଚ୍ଚିତ । ଆପଣ ଏହି ଘଟଣା କୁ ଶୁଣିବା ପରେ ଛି ଛି ବୋଲି କହିବେ । ତେବେ ଆସନ୍ତୁ ଘଟଣା ଟିକୁ ଜାଣିବା । ଘଟଣା ଟି ଘଟି ଥିଲା କେଉଁଝର ର ପଟିର ପୁରା ପଂଚାୟତ ରେ ଦେଖିବା ପାଇଁ ମିଳି ଥିଲା ।
ତେବେ ଏହି ଘଟଣା ଟି ପାଟ ପୁର ଥାନା ରେ ଆସି ଥିଲା । ଘଟଣା ଟିରେ ମାଈ ଓ ଭଣଜା ର ପ୍ରେମ କାହାଣୀ ବିଷୟ ରେ ଆସନ୍ତୁ ଜାଣିବା । ସୁଜାତା ସାହୁ ନାମକ ଜଣେ 32 ବର୍ଷୀୟ ମହିଳା । ତାଙ୍କର ଦୁଇ ଗୋଟି ପିଲା ଅଛନ୍ତି ।
ସେ ତାଙ୍କ ଶାଶୁ ଘରେ ରୁହନ୍ତି । ତେବେ ଶାଶୁ ଘର ପାଖରେ ଜଣେ ସମର୍କୀୟ ଭଣଜା ରହୁ ଥିଲେ । ତେବେ ସେ ତାଙ୍କ ନିଜ ଭଣଜା ନ ଥିଲେ । ସମ୍ପର୍କ ରେ ସେ ଜଣେ ଭଣଜା ଥିଲେ । ତେବେ ସେମାନେ ଦୁହେଁ ଦୁହିଁ କୁ ବହୁତ ଭଲ ପାଉ ଥିଲେ ।
କେବଳ ଭଲ ପାଉ ନ ଥିଲେ ରାତି ରାତି ମଧ୍ୟ ଗୋଟେ ଘରେ ମଧ୍ୟ ଶାରୀରିକ ସମ୍ପର୍କ ମଧ୍ୟ ରଖି ଥିଲେ । ତେବେ ଗାଁ ଲୋକ ଆଗରେ ସେମାନେ ମାଈ ଭଣଜା ହେଲେ ନିଜ ନିଜ ଭିତରେ ସେମାନେ ପ୍ରେମିକ ଓ ପ୍ରେମିକା । ତେବେ ତାଙ୍କର ପ୍ରେମ କୁ ସମସ୍ତେ ଜାଣି ନେଇ ଥିଲେ । ସୁଜାତା ଙ୍କର ସ୍ୱାମୀ ମଧ୍ୟ ଏ କଥା ଜାଣି ନେଇ ଥିଲେ ।
ସେଥି ପାଇଁ ସେ ସୁଜାତା କୁ ନେଇ ରାଜସ୍ଥାନ ପଳାଇ ଯାଇ ଥିଲେ । ରାଜସ୍ଥାନ ରେ ସେ ଗୋଟିଏ ଭଡା ଘରେ ନେଇ ତାଙ୍କୁ ରଖି ଥିଲେ । ତେଣେ ଭଣଜା ମାଇଁ ଙ୍କୁ ଖଜି ଖୋଜି ପୁରା ପାଗଳ ହୋଇ ଯାଇ ଥିଲା । ଶେଷରେ ଭଣଜା ଯାଇ ପହଁଚି ଥିଲା ରାଜସ୍ଥାନ ର ମାଇଁ ପାଖରେ । ତେବେ ସ୍ୱାମୀ ନ ଥିବା ସମୟ ରେ ମାଇଁ ସହ କରି ଥିଲା ସେକ୍ସ ।
ଆଉ ତା ପରେ ମାଇଁ କୁ ମିଛ ସତ ର ସ୍ୱପ୍ନ ଦେଖାଇ ନେଇ ଯାଇଥିଲା ବହୁତ ଦୂରକୁ । ଶେଷରେ ଦୁଇ ପିଲା ଓ ସ୍ୱାମୀ କୁ ଛାଡି ଦେଇ ଚାଲି ଗଲା ମା ଭଣଜା ସାଙ୍ଗରେ । ତେବେ ସ୍ୱାମୀ ପିଲା ମାନକୁ ନେଇ ପଳାଇ ଆସିଲା ନିଜ ଘରକୁ ।
ତେବେ ଗୋଟେ ବର୍ଷ ରେ ଭଣଜା ଶାରୀରିକ ସମ୍ପର୍କ ରେ ଖୁସି ହୋଇ ସାରିବା ପରେ ମାଇଁ କୁ ରଖିବ ନାହିଁ ବୋଲି ସୁଜାତା ର ଶଶୁର କୁ କହି ଥିଲା । ଏପଟେ ଶଶୁର ଗୋପାଳ ସାହୁ ସୁଜାତା କୁ ରଖିବ ନାହିଁ ବୋଲି କହି ଥିଲା । ସୁଜାତା ର ବାପ ଘର ଲୋକେ ମଧ୍ୟ ସୁଜାତା ର ଏହି କାମ କୁ ଘୃଣା କରୁ ଛନ୍ତି ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।