ସବୁ ସମୟ ଖବର ସାଥିରେ

health tips – ଆପଣ ଙ୍କ ର ଅଧିକ ଧାତୁ ନଷ୍ଟ କରୁଛନ୍ତି କି ତେବେ ହେଇଯାନ୍ତୁ ସାବଧାନ। ନଚେତ ଭୋଗୀ ପାରନ୍ତି ଏହି ସବୁ ଅସୁବିଧା। ଜାଣନ୍ତୁ କଣ କରିବେ ….

0 69

ଆଜି କାଲିର ଯୁବ ପିଢ଼ି ଆଧୁନିକତା ର ବଶବର୍ତ୍ତୀ ହୋଇ ଅନେକେ ଖରାପ କାମ କରୁଛି ଯାହା ଦ୍ୱାରା କି ନିଜର କ୍ଷତି କରିବାକୁ ମଧ୍ୟ ସେମାନେ ପଛାଉ ନାହାନ୍ତି। ବାର୍ତମାନ ର ସବୁଠୁ ବଡ଼ ଚିନ୍ତା ର ବିଷୟ ହେଉଛି ଯେ ଯୁବକ ମାନେ ନିଜର କାମନା ଇଛା କୁ ଆୟତ୍ତ ନକରିପାରି କ୍ଷଣିକ ସୁଖ ପାଇଁ ନିଜର ବହୁ ମୂଲ୍ୟ ଧାତୁ କୁ ନଷ୍ଟ କରି ଦେଉ ଛନ୍ତି। ଯାହା ଫଳରେ ସେମାନ ଙ୍କ ର ଶରୀର ଦୁର୍ବଳ ହେବା ସହ ଧାତୁ ପତଳା ହେଇ ଯାଉଛି।

ଏହା ସହ ସେମାନଙ୍କ ର ସ୍ମରଣ ଶକ୍ତି କମିଯିବା ସହ ସେମାନଙ୍କ ର ଅନ୍ୟ କୌଣସି କାମ ରେ ମନ ଲାଗୁ ନାହିଁ। ସେମାନେ କେବଳ ରେଫ ଭଳି ଓ କାମ ଲାଳସା ଆଦି ଚିନ୍ତା କରୁ ଛନ୍ତି। ତେବେ ଆପଣ ଯଦି ଏଭଳି ଅବସ୍ଥା ଦେଇ ଗତି କରୁ ଛନ୍ତି ତେବେ ନିଶ୍ଚୟ ଏହି 5 ଟି କାର୍ଯ୍ୟ କରନ୍ତୁ ଦେଖିବେ ଆପଣ ନିଶ୍ଚୟ ଏଥିରୁ ବର୍ତୀ ପାରିବେ।

1. ଧ୍ୟାନ କରନ୍ତୁ।

ଆପଣ ପ୍ରତି ଦିନ ସକାକୁ ଉଠି ନିଜର ହସ୍ତ ଦୁଇଟିକୁ ଯୋଡି ଭଲ ଭାବେ 15 ମିନିଟ ଧ୍ୟାନ କରନ୍ତୁ। ଦେଖିବେ ଆପଣ ଙ୍କ ମନ ଶାନ୍ତ ରହିବ। ଆଉ ଏଭଳି ସମସ୍ୟା ଆଉ ହେବ ନାହିଁ। ଓ ମନରୁ କାମ ଲାଳସା କମି ଯିବ।

2. ସକାଳେ ଏକ ଗ୍ଲାସ ଅଁଳା ରସ ପିଅନ୍ତୁ।

ପ୍ରତି ଦିନ ସକାଳେ ଉଠି ଏକ ଗ୍ଲାସ ଅଁଳା ରସ ପିଅନ୍ତୁ । ଏହା ଦ୍ୱାରା ଆପଣଙ୍କ ର କାମନା ଭାବନା ଜାଗ୍ରତ ହେବ ନାହିଁ। ଓ ଆପଣଙ୍କ ର ଧାତୁ ନଷ୍ଟ କରିବା ପାଇଁ ଆଉ ଇଛା ହେବ ନାହିଁ।

3. ଗାଧେଇ ସାରି ପଶ୍ଚିମା ଉପାସନା ଯୋଗ।

ଆପଣ ପ୍ରତି ଦିନ ଗାଧେଇ ସାରିବା ପଶ୍ଚିମା ଉପାସନା ଯୋଗ କରନ୍ତୁ। ଦେଖିବେ ଏପରି କରିବା ଦ୍ୱାରା ଆପଣ ଙ୍କ ର କାମ ଭାବନା ଦୂର ହୋଇଯିବ। ଓ ଆପଣଙ୍କୁ ଆଉ ନିଜର ଧାତୁ ନଷ୍ଟ କରିବାକୁ ଇଛା ହେବ ନାହିଁ।

4. ଖରାପ ଭଡ଼ିଓ ଦେଖନ୍ତୁ ନାହିଁ ।

ଆପଣ ଯଦି ନିଜର କାମ ଭାବନା କୁ କଣ୍ଟ୍ରୋଲ କରିବା ପାଇଁ ଚାହାନ୍ତି ତାହାଲେ ଆପଣ ଅଶ୍ଳୀଳ ଭିଡିଓ ଦେଖିବା ବନ୍ଦ କରନ୍ତୁ। ସବୁବେଳେ ମୋଟୀ ଭେସନାଲ ଭିଡିଓ ଦେଖନ୍ତୁ। ଏହା ଦ୍ୱାରା ଆପଣଙ୍କ ର ମନ ଶାନ୍ତ ରହିବ। ଓ ଆପଣଙ୍କ ର କାମ ଭାବନା କମିବ।

5. ବାପା ମା ଫୋଟ ରୁମ ରେ ଲଗାନ୍ତୁ।

ଆପଣ ରୁମ ରେ ନିଜର ବାପା ମା ର ଫୋଟୋ ଲଗାନ୍ତୁ। ପ୍ରଦିଦିନ ସକାଳ ଉଠିକି ନିଜର ବାପା ମା ଫୋଟୋ ଦେଖିବା ଦ୍ୱାରା ଆପଣଙ୍କ ମନରେ ଆଧ୍ୟାତ୍ମିକତା ଭାବନା ସୃଷ୍ଟି ହେବ ଓ କାମ ଭାବନା ଜାଗ୍ରତ ହେବ ନାହିଁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।