ସବୁ ସମୟ ଖବର ସାଥିରେ

shocking ଭିଡ଼ିଓ – ମଦ ପିଇ ରାସ୍ତା ମଝିରେ ମହିଳା କଲେ ହାଇଡ୍ରାମା ଭିଡ଼ିଓ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ ,ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ !

0 51

ମୋଦ ପି ରାସ୍ତା ରେ ହଙ୍ଗାମା କଲେ ମାତାଲ ମହିଳା । ସେ ମାତାଲ ମହିଳା ଜଣଙ୍କ ସଧାରଣ ମହିଳା ନୁହନ୍ତି । ସେ ଉତ୍ତର ପ୍ରଦେଶ ର ଶ୍ରମିକ କମିଶନର ରଚନା ତାମ୍ବ । ରଚନା ମେ ମାସ ଏକ ତାରିଖ ଦିନ ମୋଦ ପି ରାସ୍ତା ରେ ହଙ୍ଗାମା କରୁ ଥିଲେ । ତା ପରେ ହୋଇ ଥିଲା ଭିଡିଓ ଭାଇରାଲ । ତେବେ କିଛି ସମୟ ପାରେ ପୋଲିସ ଆସି ତାଙ୍କୁ ଜୋବଡ଼ କରି ଥିଲା ଆଉ ଥାନା କୁ ନେଇ ଯାଇ ଥିଲା । ତେବେ ମହିଳା ଜଣଙ୍କ ମୋଦ ପି ଲେ କଣ ପାଇଁ ।

ଆଉ ମୋଦ ପି ଥିଲେ ସେ ଘରେ ପି ଥାନ୍ତି । ସେ ପୁଣି ରାସ୍ତା ରେ ମୋଦ ପିଇଲେ କଣ । ଏହା ପଛରେ ଲୁଚି ରହିଛି ଗୋଟିଏ ବଡ଼ କାରଣ ଯାହା ଆପଣ ଜାଣିବା ପରେ ଆଶ୍ଚର୍ଯ୍ୟ ହୋଇ ଯିବେ । କହିବେ ଏତେ ବଡ଼ ଲୋକ ମୋଦ ପିଇ ଦେଲେ । ତେବେ ଏହି ଘଟଣା ଟି ଘଟି ଥିଲା ଉତ୍ତର ପ୍ରଦେଶ ରେ ଝାଞ୍ଜିର ସହର ରେ ଦେଖିବା ପାଇଁ ମିଳି ଥିଲା ତେବେ ଆସନ୍ତୁ ଜାଣିବା ଘଟଣା କଣ ହୋଇ ଥିଲା ।

ଶ୍ରମିକ ଦିବସ ରେ ମହିଳା ଜଣକ ରାସ୍ତା ରେ ଯାଉ ଥିବା ସମୟ ରେ ଗୋଟିଏ ସାପ କୁ ମାରି ଦେଇ ଥିଲେ । ଆଉ ତା ପରେ ସେ ବହୁତ ମନ ଦୁଃଖ କରି ଥିଲେ । ତେବେ ସାପ କୁ ଗାଡି ରେ ମୋଡେଇ ସାରିବା ପରେ ତାଙ୍କ ମନ ପୁରା ବିଚଳିତ ହୋଇ ଯାଇ ଥିଲା । କାରଣ ସେ କେବେ କୋଉ ଜୀବ କୁ ମାରି ନ ଥିଲେ ।

ତେଣୁ ସେ ସେହି ଦୁଃଖ ରେ ମୋଦ ପିଇ ଦେଇ ଥିଲେ । ତା ପରେ ସେ ନିଶା ସମ୍ଭାଳି ପାରି ନ ଥିଲେ । ଶ୍ରମିକ ଦିବସ ରେ ଶ୍ରମିକ ମାନଙ୍କ ଉପରେ ଖରାପ ବ୍ୟବହାର ଦେଖାଇ ଥିଲେ । ଆଉ ତା ପରେ ସେ ରାସ୍ତା ଉପରେ ମଧ୍ୟ ଲୋକ ମାନକୁ ଭାଷା କହି ଗାଳି ଦେଉ ଥିଲେ । ତେବେ ଏହା ତାଙ୍କର ଅସଲ ରୂପ ନ ଥିଲା । ଏହା ମୋଦ ର କମାଲ କହିଲେ ଚଳେ ।

ଦେଖନ୍ତୁ ସେ ଗୋଟେ ସାପ କୁ ହତ୍ୟା କରି ବହୁତ ମନ ଦୁଃଖ କରି ଥିଲେ , ତେଣୁ ସେ ଜଣେ ଭଲ ଲୋକ । ତେବେ ହଂଗାମା ର କିଛି ସମୟ ପରେ ପୋଲିସ ଆସି ଥିଲା । ତା ପରେ ଧକା ମାରି ତାଙ୍କୁ ଗାଡି ରେ ଭର୍ତି କରି ଥିଲେ ଆଉ ତାଙ୍କୁ ଥାନା କୁ ନେଇ ଯାଇ ଥିଲେ ।

ତେଣୁ ମୋଦ ଗୋଟେ ଏମିତି ଜିନିଷ ଯାହା ବହୁତ ଭଲ ଲୋକ ମାନକୁ ଖରାପ କରି ଦେଇ ଥାଏ । ତେଣୁ ଜୀବନ ରେ ଯଦି ଭଲ ରେ ବଂଚିବା ପାଉଁ ଚାଂହୁ ଛନ୍ତି ତାହାଲେ ମୋଦ ପିଅନ୍ତୁ ନାହିଁ

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।