
ଦେଖନ୍ତୁ Exclusive ଭିଡ଼ିଓ : ଆମେରିକାରେ ପ୍ରକୃତିର ମହାତାଣ୍ଡବ ! ମାଟି ତଳୁ ଗର୍ଜନ କରି ଉପରକୁ ଉଠୁଛି ଭୟଙ୍କର ଘୂର୍ଣ୍ଣିଝଡ଼…ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ !
ଭଗବାନଙ୍କ ସୃଷ୍ଟିରେ ସବୁଠାରୁ ସୁନ୍ଦର ବସ୍ତୁ ହେଉଛି ପ୍ରକୃତି। କିନ୍ତୁ ଏହି ପ୍ରକୃତି ଯେତେବେଳେ ତାର ତାଣ୍ଡବ ଲୀଳା ରଚାଏ ସେତେବେଳେ ଭଗବାନଙ୍କୁ ସ୍ମରଣ କରିବା ଛଡ଼ା ଅନ୍ୟ କିଛି ଉପାୟ ନଥାଏ।ପ୍ରକୃତିର କରାଳ ରୂପ ଯେ କେତେ ଭୟଙ୍କର ତାହା କଳନା କରିବା ଅସମ୍ଭବ। ପ୍ରକୃତି କରାଳ ରୂପ ନିମିତ୍ତ ମାତ୍ର କିଛି କ୍ଷଣ ମଧ୍ୟରେ ସବୁକିଛି ଛାରଖାର କରି ଦେଇ ପାରେ।
ପ୍ରକୃତିର ଭୟଙ୍କର ରୂପ ଆଗରେ ତିଷ୍ଟିବା ତେବେ ନିକଟରେ ପ୍ରକୃତିର ତାଣ୍ଡବ ଲୀଳାର ଯେଉଁ ଚିତ୍ର ସାମ୍ନାକୁ ଆସିଛି ତାହା ନିଜ ଆଖିରେ ନ ଦେଖିଲେ ବିଶ୍ୱାସ ହେବ ନାହିଁ। ଆଜି ଆମେ ପ୍ରକୃତିର ଏପରି ପ୍ରଚଣ୍ଡ ଉଗ୍ର ରୂପ ଧାରଣର ଚିତ୍ର ଦେଖାଇବୁ ଯାହାକୁ ଆପଣ ଆଗରୁ କେବେ ଦେଖି ନଥିବେ।
ଭିଡ଼ିଓରେ ଦେଖିବାକୁ ମିଳୁଛି ପ୍ରକୃତିର ଭୟଙ୍କର ଦୃଶ୍ୟ। ସତେ ଯେମିତି ପ୍ରକୃତି ତାର ତାଣ୍ଡବ ଲୀଳା ଦେଖାଉଛି। ଆକାଶରେ ପତର ପରି ଉଡ଼ି ଚାଲିଛି ଘର ଛପର। ଏହି ଭୟଙ୍କର ଘୂର୍ଣ୍ଣିଝଡର ପୁରା ଦୃଶ୍ୟ କ୍ୟାମେରାରେ କଏଦ ହୋଇଥିଲା।
ପନ୍ଦର ହଜାରରୁ ଅଧିକ ଘର କ୍ଷତି ଗ୍ରସ୍ତ ହୋଇଥିବାର ସୂଚନା ମିଳିଛି। ଏଥି ସହିତ ୩ ଜଣକ ମୃତ୍ୟୁ ବରଣ ମଧ୍ୟ କରିଛନ୍ତି। ସତେ ଯେମିତି ପ୍ରକୃତି ତାର ସବୁ ରାଗ ଏହି ଠାରେ ସୁଝି ଦେଇଛି। ଭୟଙ୍କର ରୂପ ଧରି ସବୁ କିଛି ଧ୍ଵଂସ କରିବା ପାଇଁ ଆଗେଇ ଆସୁଛି।
ଏହା ଆମେରିକା କାନସାସ ସହରରେ ହୋଇଥିବ ଭୟଙ୍କର ଘୂର୍ଣ୍ଣିଛଡର ଦୃଶ୍ୟ। ଏହି ଘର୍ଣ୍ଣିଝଡର ପ୍ରଭାବ ଏତେ ଭୟଙ୍କର ଥିଲା ଯାହା ଘରର ଛପରକୁ ପତ୍ର ପରି ଉଡ଼ାଇ ନେଉଥିଲା। ଏହି ଚିତ୍ରରେ ଆପଣ ସ୍ପଷ୍ଟ ଦେଖି ପରୁଥିବେ ଯେ ଏହି ଘର୍ଣ୍ଣିଝଡର ପ୍ରଭାବ କେତେ ଭୟାନକ।
କେହିକିଛି ବୁଝିବା ଆଗରୁ ନିମିଶକେ ମଧ୍ୟରେ ସବୁ ଯେମିତି ହୋଇଗଲା ଛାରଖାର ।କାଗଜ ପରି ଉଡିଗଲା କୋଠାବାଡି । ଏହି ଝଡ଼ରେ ବ୍ୟାପକ ଷୟକ୍ଷତି ହେବା ସହ ହଜାର ହଜାର କୋଠା ଘର ଭୁଶୁଡ଼ି ମାଟିରେ ମିଶିଲା। ଅନେକ ଘରେ ବିଦ୍ୟୁତ୍ ସେବା ମଧ୍ୟ ବିଛିନ୍ନ ହୋଇଛି। ଏପରିକି ଏହି ଘର୍ଣ୍ଣିଝଡରେ ୩ ଜଣ ଲୋକଙ୍କ ମୃତ୍ୟୁ ଘଟିଥିବାର ସୂଚନା ମିଳିଛି।
କିଛି ସମୟ ପାଇଁ ପ୍ରକୃତିର ଏହି ପ୍ରଚଣ୍ଡ ଉଗ୍ର ରୂପ ଦେଖି ସ୍ତମ୍ଭିଭୁତ ହୋଇ ଯାଇଥିଲେ ସ୍ଥାନୀୟ ବାସିନ୍ଦା। କ୍ୟାମେରାରେ କଏଦ ହୋଇଥିବ ଏହି ଘର୍ଣ୍ଣିଝଡର ଦୃଶ୍ୟ ସୋସିଆଲ ମିଡିଆରେ ଳୋକଙ୍କୁ ମଧ୍ୟ ଅବାକ କରି ଦେଇଛି। ଆମେରିକାର କାନସାସର ଗଭର୍ଣ୍ଣର ଏହାକୁ ରାଜ୍ୟ ବିପର୍ଯ୍ୟୟ ଭାବରେ ଘୋଷଣା କରିଛନ୍ତି।
ତେବେ ଆମେରିକାର ଆଉ କିଛି ସହରରେ ମଧ୍ୟ ଏମିତି ଘୂର୍ଣ୍ଣିଝଡ ପ୍ରଭାବ ଦେଖିବା ପାଇଁ ମିଳିଥିଲା। ଆମେରିକାର କାନସାସ ପ୍ରଦେଶରେ ଏପରି ଧ୍ବଂସଲୀଳାରେ ଭୟଭୀତ ସ୍ଥାନୀୟ ବାସିନ୍ଦା। ଯାହାର କରାଳ ରୂପ କ୍ୟାମେରାରେ କଏଦ ହୋଇଛି । ପ୍ରକୃତି ଅଶାନ୍ତ ହେଲେ କେତେ ଭୟଙ୍କର ହୋଇପାରେ ଦେଖନ୍ତୁ ସମ୍ପୂର୍ଣ୍ଣ ଭିଡିଓ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।