ସବୁ ସମୟ ଖବର ସାଥିରେ

health tips- ପେଟ କମାଇବା ପାଇଁ ମୁଖ୍ୟ ଘରଇ ଉପାୟ । 10 ଦିନ ଭିତରେ ପେଟ ଆଉ ନ ଥିବ । ଜାଣନ୍ତୁ ଘରଇ ଉପାୟ ବିଷୟରେ

0 38

ଆଜି କାଲି ଦୁନିଆରେ ସବୁ ଠାରୁ ବଡ଼ ପ୍ରୋବ୍ଲେମ ହେଉଛି ପେଟ ବାହାରିବା । ପେଟରେ ଅତ୍ୟାଧିକ ଚର୍ବି ବଢି ଯିବା । ଏହା ମଣିଷ କୁ ଶାନ୍ତି ରେ ଵଂଚିବା ପାଇଁ ଦେଇ ନ ଥାଏ । ପେଟ ବଢିବା ଦ୍ୱାରା ନା ମଣିଷ ଶାନ୍ତି ରେ ରହି ଥାଏ । ପେଟ ବଢିବା ଦ୍ୱାରା ଲୋକ କୁ ଚାଲିବା ରେ ଯନ୍ତ୍ରଣା ହୋଇ ଥାଏ , ଶୋଇବା ରେ ମଧ୍ୟ ଯନ୍ତ୍ରଣା ରେ ହୋଇ ଥାଏ । ଏମିତି ଆପଣ ଦୈନ ଦିନ ଜୀବନ ରେ ଯେଉଁ କାମ କରୁ ଛନ୍ତି , ତାହା କେବେ ଶାନ୍ତିରେ କରି ପାରିବେ ନାହିଁ ।

ଦୁନିଆ ରେ ସବୁ ବଢିକି କମି ଯାଇ ପାରେ କିନ୍ତୁ ପେଟ ବଢିଲେ କେବେ କମି ନ ଥାଏ । ଜୀବନ ର ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ସେ ଆପଣଙ୍କ ପାଖରେ ରହି ଥାଏ । ତେବେ ପେଟ ବଢିବା ଦ୍ୱାରା ଚର୍ବି ବଢି ଥାଏ ।

ଯାହା ଫଳରେ ଆମକୁ ବହୁତ ରୋଗ ର ସମ୍ମୁଖୀନ ହେବାକୁ ପଡି ଥାଏ । ପେଟ ବଢିବା ଦ୍ୱାରା ମଣିଷ ଆଉ ମଣିଷ ଭଳିଆ ଦେଖା ଯାଇ ନ ଥାଏ । ତେଣୁ ଆଜି ଆମେ ଆପଣ ମାନଂକ ପାଇଁ କିଛି ଘରଇ ଉପାୟ ନେଇ ଆସିଛୁ ,

ଯେଉଁ ଉପାୟ ରେ ଆପଣଙ୍କ ର ପେଟ ସମ୍ପୂର୍ଣ କମି ଯିବ । ତେବେ ଆପଣ ତେଜ ପତ୍ର ଦେଖି ଥିବେ । ବହୁତ ସମୟ ରେ ବିଭିନ୍ନ ପ୍ରକାର ତରକାରୀ ରେ ପଡି ଥାଏ । କିନ୍ତୁ ତରକାରୀ ରେ ପଡିବା ଦ୍ୱାରା କିଛି ଅଧିକ ସ୍ୱାଦ ନ ଥାଏ । ହେଲେ ମଧ୍ୟ ତାକୁ ପକା ଯାଏ କଣ ପାଇଁ । ତେଜ ପତ୍ର ତରକାରୀ ରେ ପଡିବା ଦ୍ୱାରା ଦେହ ରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇ ଥାଏ ।

 ତା ସହିତ ଏହି ତେଜ ପତ୍ର ରେ ଭିଟାମିନ A ଓ ଭିଟାମିନ C ରହି ଥାଏ । ଯାହା ଆମ ମଣିଷ ଶରୀର ପାଇଁ ବହୁତ ଭଲ ଅଟେ । ଭିଟାମିନ C ଆମ ଶରୀର ରେ ଧଳା ରକ୍ତ କଣିକା ବଢାଇବା ରେ ସାହାର୍ଯ୍ୟ କରି ଥାଏ । ଏହା ଦ୍ୱାରା ଶରୀର ର ରୋଗ ପ୍ରତି ରୋଧକ ଶକ୍ତି ବଢ଼ାଇ ଥାଏ । ଭିଟାମିନ A ଦୃଷ୍ଟି ଶକ୍ତି ବଢାଇବା ରେ ସହାୟକ ହୋଇ ଥାଏ ।
ତେବେ ପେଟ କମାଇବା ପାଇଁ ଘରଇ ଉପାୟ ଗୁଡିକ ଜାଣନ୍ତୁ । ପ୍ରଥମେ ପାଣି ଗରମ କରି ଦିଅନ୍ତୁ , ସେଥିରେ କିଛି ତେଜ ପତ୍ର ମଧ୍ୟ ପକେଇ ଦିଅନ୍ତୁ । ଏବଂ ବାଷ୍ପ ଯେମିତି ନ ଯାଏ ତାକୁ ଢ଼ାଙ୍କୁଣା ଦେଇ ଦିଅନ୍ତୁ । କିଛି ସମୟ ପର୍ଯ୍ୟନ୍ତ ଢ଼ାଙ୍କୁଣୀ ଖୁଲନ୍ତୁ ନାହିଁ ।

ତେବେ ତେଜ ପତ୍ର ପାଣି ସହ ମିଶିବା ପରେ ତାକୁ ତାକୁ ଡେଲି ସକାଳେ ପିଅନ୍ତୁ । ଦେଖିବେ ଏମିତି 2 ମାସ ପି ସାରିବା ପରେ ଆପଣଙ୍କ ପେଟ ଆଉ ନ ଥିବ । ଆପଣ ହୋଇ ଯାଇ ଥିବେ ସିଲ୍ମ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।