
viral ଭିଡ଼ିଓ – କିନ୍ନର ର ମୃତୁ , ଶେଷରେ ସବୁ କିନ୍ନର ମାନେ ଆସି କିନ୍ନର ବଳରାମ ଙ୍କର ଶେଷକୃତ୍ୟ କଲେ। ,ଭିଡ଼ିଓ ଦେଖିଲେ କାନ୍ଦିପକେଇବେ,ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ !
ଦୁନିଆ ରେ କିନ୍ନର ହୋଇ ଜନ୍ମ ହେବା ସବୁ ଠାରୁ ବଡ଼ କଷ୍ଟ ହୋଇ ଥାଏ । କାରଣ କିନ୍ନର ମାନଙ୍କର ନା ଥାଏ ଘର ନା ଥାଏ ଦ୍ୱାର । ଜନ୍ମ ହେବାର କିଛି ଦିନ ପରେ ତାକୁ ଘରୁ ତଡି ଦିଆ ଯାଇ ଥାଏ । ଯାହା ସବୁ ଠାରୁ ଦୁଃଖ ର ବିଷୟ ।ସେହି କିନ୍ନର ନିଜର ଜୀବନ କୁ ବଞ୍ଚାଇବା ପାଇଁ ଆକୁ ତାକୁ ହାତ ରେ ତାଳି ମାରି ପଇସା ଆୟ କରି ଥାନ୍ତି । ତେବେ କୁହା ଯାଇ ଥାଏ କିନ୍ନର ଙ୍କର ଆଶୀର୍ବାଦ ଯାହା ଉପରେ ପଡିଛି , ସେ ବହୁତ ବଡ଼ ଧନୀ ହୋଇ ଯାଇଛି ।
କିନ୍ନର କୁ ଦେଖିଲେ ଲୋକ ମାନେ ବହୁତ ଘୃଣା କରି ଥାନ୍ତି । ତାକୁ ଦେଖି ବହୁତ ଥଟା ପରିହାସ ମଧ୍ୟ କରି ଥାନ୍ତି । କିନ୍ନର ଟି ଜନ୍ମ ହେବା ପରେ ତାକୁ ଘରୁ ତଡି ଦିଆ ଯାଇ ଥାଏ । ଯାହା ଫୋଳରେ କିନ୍ନର ର ଟି ଯାଇ ଅନ୍ୟ କିନ୍ନର ସହିତ ମିଶି ଥାଏ । ତା ପରେ ନିଜର ପାଷାକ ପରିଧାନ ବଦଳେଇ ଦେଇ ଥାଏ । ନିଜର କଥା ଵାର୍ତା ଓ ତାଳି କମିତି ମାରିବା ହୁଏ ମଧ୍ୟ ଶିଖି ଯାଇ ଥାଏ ।
ତା ପରେ ସେମାନେ ଟ୍ରେନ ରେ ପଇସା ମାଗିବା ଷ୍ଟାର୍ଟ କରି ଥାନ୍ତି । ଆଜି କିନ୍ନର ମଧ୍ୟ ରୁ ଜଣେ ଅନ୍ୟତମ କିନ୍ନର ନିଜର ପ୍ରାଣ ହରାଇ ଦେଇ ଛନ୍ତି । ଯାହା ଆଜି ସମସ୍ତ କିନ୍ନର କୁ ଚକିତ କରି ଦେଇ ଥିଲା । କିନ୍ନର ବଳ ରାମ ଜଣେ କିନ୍ନର ଥିଲେ । ତାଙ୍କର ମୃତୁ ହୋଇ ଯାଇଛି ।
ସେଥି ପାଇଁ ସମସ୍ତ କିନ୍ନର ଆଜି ଏକାଠି ହୋଇ ଛନ୍ତି ତାଙ୍କ ଶବ କୁ ସତ୍କାର କରିବା ପାଇଁ । ବଳରାମ ଙ୍କ ଘରୁ ମଧ୍ୟ ଆସି ଛନ୍ତି ତାଙ୍କୁ ଦେଖିବା ପାଇଁ । ଘଟଣା ସ୍ଥଳରେ କିନ୍ନର ମାନେ ତାଙ୍କୁ ପ୍ରଥମେ ହଳଦୀ ମୋଖାଇ ଦେଇ ଥିଲେ । ତା ପରେ ତାଙ୍କୁ ସମସ୍ତେ ପ୍ରଣାମ କରି ଥିଲେ । ତା ପରେ ସେହି କିନ୍ନର କୁ ଧଳା ଲଗା ପୁରା ଶରୀର କୁ ଘଡେଇ ଦେଇ ଥିଲେ ।
କୁହା ଯାଏ ଯେ, କିନ୍ନର ର ଶବ କୁ ନେଉ ଥିବା ସମୟ ରେ କେହି ଯଦି ସେହି ଶବ ଟିକୁ ଦେଖି ନେଇ ଥାଏ । ତାହାଲେ ସେ ଗୋତ ଜନ୍ମ ରେ କିନ୍ନର ହୋଇ ଜନ୍ମ ହୋଇ ଥାଏ । ସେଥି ପାଇଁ ତାଙ୍କର ପୁରା ଶବ କୁ କିନ୍ନର ମାନେ1 ଘଡାଇ ଦେଇ ଥାନ୍ତି ।
ଆଉ କିନ୍ନର ମାନଙ୍କୁ ଅଗ୍ନି ରେ ଦାହ ଦିଆ ଯାଇ ନ ଥାଏ । ଯେହେତୁ ସେମାନେ ବିବାହ କରି ନ ଥାନ୍ତି । ସେଥିପାଇଁ ସେମାନ ଙ୍କୁ ପତି ଦିଆ ଯାଇ ଥାଏ । ତେବେ ଆଜି ସେହି ଦୃଶ୍ୟ ଦେଖିବା ପାଇଁ ମିଳିଛି । ସମସ୍ତ କିନ୍ନର ମାନେ ଆସି ତାଙ୍କ ଶବ କୁ ନିଆଁ ଦେଉ ଛନ୍ତି ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।