ସବୁ ସମୟ ଖବର ସାଥିରେ

shocking ଭିଡ଼ିଓ – ହେଲିକ୍ୟାପ୍ଟ ଭିତରେ ପାଇଲଟ propose ମାରି ଏଇର ହୋଷ୍ଟେସ୍ରେକୁ କଲେ kiss ଭିଡ଼ିଓ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ,ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ…

0 55

ଆମ ଆଖପାଖ ରେ ଏହିପରି କିଛି ଜିନିଷ ରହିଥାଏ ଯାହାକୁ ଆମେ ଆଖିରେ ଯାହା ଦେଖିଥାଉ ତାହା ସତ୍ୟ ହୋଇନଥାଏ ବରଂ ଏହା ପଛରେ ଅନେକ କାହାଣୀ ରହିଥାଏ। ତେବେ ଏହିପରି ଅନେକ ଜିନିଷ ଅଛି ଯେପରି କି ଯେଉଁ ମାନେ ଡିଫେନ୍ସ ରେ ଥାନ୍ତି , ନେଭି ରେ କାମ କରନ୍ତି ତଥା ହେଲିକ୍ୟାପ୍ଟର ଚଳାଇଥାନ୍ତି ।ତେବେ ଖାସ କରି ହେଲିକ୍ୟାପ୍ଟର ଚଲାଉ ଥିବା ବ୍ୟକ୍ତି ତଥା ପାଇଲଟ ଙ୍କ ର କାମ କୁ ଆମେ ବହୁତ ରିସ୍କି ତଥା ବିପଦ ସମ୍ପର୍ଣ୍ଣ କାର୍ଯ୍ୟ ବୋଲି ଭାବିଥାଉ ଏବଂ ସେମାନଙ୍କ ବିଷୟ ରେ ଅନେକ କଥା କଳ୍ପନା ମଧ୍ୟ କରିଥାଉ।

ମାତ୍ର ଆମେ ଆଜି ଆପଣ ଙ୍କୁ ଏହିପରି କେତେକ ହେଲିକ୍ୟାପ୍ଟର ଭିତର ର ଫୋଟ ଓ ଭିଡିଓ ବିଷୟ ରେ ଜଣେଇବୁ ଯାହା ଦେଖିବା ପରେ ଆପଣ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ।ତେବେ ଆମେ ଆପଣ ଙ୍କୁ ଜଣେଇ ଦେଉଛନ୍ତି କି ଯେପରି ଆପଣ ଭାବୁଛନ୍ତି କି ଜଣେ ପାଇଲଟ ଙ୍କର ଚାକିରୀ ବହୁତ ରିସ୍କି ହୋଇଥାଏ ତାହା ଭୁଲ ନୁହେଁ ମାତ୍ର ତାହା ମଧ୍ୟରେ ବି ସେ ମଜା ମସ୍ତି ମଧ୍ୟ କରିଥାନ୍ତି। ତେବେ କିଛି ଦିନ ତଳେ ସୋସିଆଲ ମିଡ଼ିଆ ରେ ଏହିପରି କେତେକ ଭିଡିଓ ଭାଇରଲ ହୋଇଥିଲା ଯାହା ସମସ୍ତ ଙ୍କୁ ଚକିତ କରିଦେଇଛି।

ତେବେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ କି ପାଇଲଟ ମାନେ ଏରୋପ୍ଲେନ ଉଡେଇବା ବେଳେ ଅନେକ ମଜା ମସ୍ତି କରନ୍ତି। ହେଲିକପ୍ଟର ର ଆଗ ଭାବରେ ଦୁଇ ଜଣ ପାଇଲଟ ରହିଥାନ୍ତି ଆଉ ସେମାନେ ହେଲିକ୍ୟାପ୍ଟର ଉଡାଇବା ସହ ଅନେକ ସମୟ ରେ ଭଲ ଭଲ ଭିୟୁ ଦେଖି ସେଲ୍ଫି ନେଇଥାନ୍ତି। ଖାଲି ଏତିକି ନୁହେଁ ବରଂ ସେଠାରେ କାହାର ଜନ୍ମ ଦିନ ମଧ୍ୟ ପାଳନ କରାଯାଇ ଥାଏ। ତେବେ କିଛି ଦିନ ତଳେ ଜଣେ ମହିଳା ପାଇଲଟ ଙ୍କର ଏକ ଫୋଟ ଖୁବ ଭାଇରଲ ହୋଇଥିଲା । 

ତେବେ ସେହି ଭାଇରଲ ଫୋଟ ରେ ଦେଖିବାକୁ ମିଳିଥିଲା କି ମହିଳା ପାଇଲଟ ଜଣଙ୍କ ହେଲିକ୍ୟାପ୍ଟର ଉଡେଇବା ବେଳେ ସେଲ୍ଫି ନେଇଥିଲେ ।ତାଙ୍କର ଏହି ଫୋଟ କୁ ନେଇ ଅନେକ ପ୍ରଶ୍ନ ମଧ୍ୟ କରାଯାଇ ଥିଲା। ତେବେ ପାଇଲଟ ମାନେ ନିଜ ହେଲିକ୍ୟାପ୍ଟର ଉଡେଇବା ମଧ୍ୟରେ ସମୟ ବାହାର କରି ଫୋଟ ନେଇଥାନ୍ତି। କେତେବେଳେ ପାହାଡ ର ଶିଖର ତ, ଆଉ କେତେବେଳେ ସମୁଦ୍ର ର ସୁନ୍ଦର ଦୃଶ୍ୟ ତ ପୁଣି କେବେ କେବେ ଜଙ୍ଗଲ ମଧ୍ୟରେ ପଶୁପକ୍ଷୀ ଙ୍କର ବାସ ଭବନ ର ଫୋଟ।

ଆଉ ଏକ ଗୁପ୍ତ କଥା ଆମେ ଜଣେଇଦେଉଛୁ କି ଲୋକମାନେ ଫ୍ଲାଇଟ ରେ ସବୁବେଳେ ଫାଷ୍ଟକ୍ଲାସ ରେ ବସିବାକୁ ପସନ୍ଦ କରନ୍ତି ମାତ୍ର କଣ ଆପଣ ଜାଣିଛନ୍ତି କି ଯଦି କୌଣସି ଦୁର୍ଘଟଣା ହୋଇଥାଏ ତେବେ ସବୁଠାରୁ ଅଧିକ ପ୍ରଭାବିତ ଫାଷ୍ଟକ୍ଲାସ ର ଲୋକମାନେ ହୋଇଥାନ୍ତି। ତେଣୁ ଫ୍ଲାଇଟ ରେ ଯିବା ବେଳେ ମିଡ଼ିଲ କିମ୍ବା ଲାସ୍ଟ ସିଟ ଟି ସବୁଠାରୁ ଭଲ ଓ ସୁରକ୍ଷିତ ସ୍ଥାନ ଅଟେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।