ସବୁ ସମୟ ଖବର ସାଥିରେ

Serious Scene ତୁଳସୀ ଗଣନାଟ୍ୟ ର ଜୁଲି ପଣ୍ଡା ଙ୍କ ଜବରଦସ୍ତ ଡ଼ାଇଲଗ । ଆପଣ ମାନେ ଏହି ଭିଡ଼ିଓ ଟି କୁ ଦେଖିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହେଇଯିବେ…।

0 3

ଆପଣ ମାନେ ଫିଲ୍ମ ଜଗତ ପରି ଯାତ୍ରା ଜଗତର କିଛି ସୁନ୍ଦର୍ ଦୃଶ୍ୟ ଆପଣ ଅନେକ ସମୟରେ ଦେଖିବାକୁ ପାଇଥିବେ। ଯଦି ଆପଣ ଜଣେ ଯାତ୍ରା ପ୍ରେମୀ ହୋଇଥିବେ ତେବେ ଜାଣିଥିବେ ଯେ ଯାତ୍ରା ଜଗତର କଥା କେତେ ମଜାଦାର ଏବଂ ମନୋରଂଜନ ପୂର୍ଣ୍ଣ ଅଟେ। ତେବେ ଯାତ୍ରା ପ୍ରେମୀ ମାନଙ୍କର ଯାତ୍ରା ପ୍ରତି ସେମାନଙ୍କ ମନରେ ରହିଛି ଏକ ଅହେତୁକ ଅନୁକମ୍ପା ଭଲ ପାଇବା ଏବଂ ଭାବ।

ତେବେ ଯେତେବେଳେ ବି ଯାତ୍ରା ଜଗତର କୌଣସି କଥା ଆସେ ସେତେବେଳେ ଯାତ୍ରା ପ୍ରେମୀଙ୍କ ମନରେ ଭରି ଯାଇଥାଏ ଏକ ଭିନ୍ନ ଉତ୍ସାହ। ଯାତ୍ରା ଏକ ଏଭଳି ମନୋରଂଜନ ର ମଞ୍ଚ ଯାହା ଦର୍ଶକ ମାନଙ୍କୁ ତାର ଆକର୍ଷଣୀୟ ପ୍ରଦର୍ଶନ ରେ ବାନ୍ଧି ରଖିବାକୁ ସକ୍ଷମ ହୋଇଥାଏ।ଓଡ଼ିଶାରେ ଯଲିଉଡ ଇଣ୍ଡଷ୍ଟ୍ରି ବା ଯାତ୍ରା ଜଗତର ଲୋକପ୍ରିୟତା ବେଶ୍ ଅଧିକ ରହିଛି।

ଅନେକ ଯାତ୍ରା ପ୍ରେମୀ ଏମିତି ଅଛନ୍ତି ଯେଉଁମାନେ ଯାତ୍ରା ଦେଖିବାକୁ ଖୁବ୍ ଭଲ ପାଆନ୍ତି। ଯାତ୍ରା ପ୍ରତି ସେମାନଙ୍କ ମନରେ ରହିଛି ଏକ ଅହେତୁକ ଅନୁକମ୍ପା ଭଲ ପାଇବା ଏବଂ ଭାବ। ଯେଉଁଠି ବି ଅପେରା ପଡ଼ିଲେ ଏବଂ ତାଙ୍କ ପସନ୍ଦର କଳାକାର ସେହି ପାର୍ଟିରେ ଅଛନ୍ତି ଜାଣିଲେ ସେମାନେ ଆଗ୍ରହର ସହିତ ଯାତ୍ରା ଦେଖିବାକୁ ଦୌଡ଼ି ଯାଇଥାନ୍ତି।

ତେବେ ସେ ସିନେମା ଇଣ୍ଡଷ୍ଟ୍ରି ହେଉ କି ଯାତ୍ରା ଜଗତର କଥା ହେଉ, ଅଭିନୟ ଜଗତର କଳାକାର ବା ସେଲିବ୍ରେଟି ମାନଙ୍କର ଜୀବନଶୈଳୀ ସାଧାରଣତଃ ଟିକେ ଭିନ୍ନ ଏବଂ ଆକର୍ଷିତ କଲା ଭଳି ହୋଇଥାଏ।ଲୋକେ ସେମାନଂକୁ ବହୁତ୍ ଭଲ ପାଆନ୍ତି ଏବଂ ସେମାନଙ୍କୁ ଅନୁସରଣ ବି କରନ୍ତି।


ଓଡିଶା ରେ ଯାତ୍ରା ଜଗତ ର ଅନେକ ଲୋକ ପ୍ରିୟତା ଅଛି ବୋଲି ଆମ ଓଡିଶା ରେ ଅନେକ ଯାତ୍ରା ପାର୍ଟି ରହିଛି ଓ ଏହି ସମସ୍ତ ଯାତ୍ରା ପାର୍ଟି ରେ ଅନେକ ଲୋକ ପ୍ରିୟ ଅଭିନେତା ଓ ଅଭିନେତ୍ରୀ ମାନେ ଅଛନ୍ତି । ତେବେ ଏହି ସମସ୍ତ ଯାତ୍ରା ପାର୍ଟି ରେ ଥିବା କଳାକାର ମାନେ ଦର୍ଶକ ମାନ ଙ୍କ ମନୋରଞ୍ଜନ କରାଇବା ରେ ବେସ ପାରଙ୍ଗମ ଅଟନ୍ତି ।

ସମସ୍ତ ପାର୍ଟି ଲୋକ ଙ୍କ ପାଖ କୁ ଯାଇଥାର ସେମାନ ଙ୍କ ପାଖ କୁ ଯାଇଥାଏ ଓ ଦର୍ଶକ ମାନେ ମଧ୍ୟ ଯାତ୍ରା ଦେଖିବାକୁ ଆସି ଥାନ୍ତି ଓ ବହୁ ମନୋରଞ୍ଜନ କରି ଚାଲି ଯାଇଥାନ୍ତି । ତେବେ ଆପଣ ମାନେ ଅଭିନେତ୍ରୀ ଜୁଲି ପଣ୍ଡା ଙ୍କୁ ବେସ ଭଲ ଭଲ ଭାବ ରେ ଜାଣିଥିବେ , ତେବେ ନିଜ ଜବରଦସ୍ତ ଅଭିନୟ ପାଇଁ ବେସ ଲୋକ ପରିଚିତ , ତେବେ ଓଡିଆ ଯାତ୍ରା ଜଗତ ର ଲୋକ ମାନେ ବିଭିନ୍ନ ପ୍ରକାର ଯାତ୍ରା କରିଛନ୍ତି ।

ନାଟକ ‘ଆଖି ତୁ କାନ୍ଦନା’ ଟ୍ରାଜେଡି ଲଭ୍ ଷ୍ଟୋରୀକୁ ଦେଖିବା ପାଇଁ ଦର୍ଶକଙ୍କ ଭିଡ ଜମୁଛି । ହାସ୍ୟ ଅଭିନେତାଙ୍କ ଅଭିନୟରେ ହସି ହସି ବେଦମ ହେଉଛନ୍ତି ଦର୍ଶକ ।ତୁଳସୀ ଗଣନାଟ୍ୟ ‘ଆଖି ତୁ କାନ୍ଦନା ’ ନେଇ ମଞ୍ଚକୁ ଓହ୍ଲେଇଥିବା ବେଳେ ଓ ଜୁଲି ପଣ୍ଡାଙ୍କ ଦମଦାର ଅଭିନୟ ଦର୍ଶକ ଙ୍କୁ ବାନ୍ଧି ରଖିବା ରେ ସକ୍ଷମ ହୋଇଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।