
shocking ଭିଡ଼ିଓ – ବେଦୀ ଉପରେ ବର ଆଗରେ ନବବଧୂକୁ ସିନ୍ଦୁର ପିନ୍ଧାଇଲା ଏକ୍ସ ବୟ ଫ୍ରେଣ୍ଡ ,ଭିଡ଼ିଓ ଦେଖିଲେ ମୁଣ୍ଡ କାମ କରିବନି,ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ !
ଆଜି ଏକ ଘଟଣା ଦେଖିବା ପାଇଁ ମିଳିଛି ଉତ୍ତର ପ୍ରଦେଶ ରେ । ଯେଉଁ ଘଟଣା ରେ ଜଣେ ଏକ୍ସ ପ୍ରେମିକ ତାର ପ୍ରେମିକା ମଥା ରେ ସିନ୍ଦୁର ଦେଇଛି । ପ୍ରେମିକା ଜଣକ ଆଉ ଜଣକୁ ବିବାହ କରୁ ଥିଲେ ଠିକ ସେହି ସମୟ ରେ ପ୍ରେମିକ ଆସି ପ୍ରେମିକା ମଥା ରେ ସିନ୍ଦୁର ଦେଇ ଥିଲେ । ତେବେ ଆଜିର ଦୁନିଆ ରେ ଆଉ ଭଲ ପାଇବା ଆଉ ଭଲ ପାଇବା ହିସାବ ରେ ରହୁ ନାହିଁ ।
କାରଣ ଆଜିର ଦୁନିଆ ରେ ଯେଉଁଠି ପଇସା ସେଇଠି ବିବାହ ହେଉଛି। ଯଦି ପଇସା ନାହିଁ ତାହାଲେ ପ୍ରେମ ନାହିଁ । ସବୁ ସମ୍ପର୍କ ଆପଣ ମାନେ ଦେଖନ୍ତୁ ପଇସା କିମ୍ବା କିଛି ସ୍ୱାର୍ଥ ପାଇଁ ତିଆରି ହେଉଛି । ସ୍ୱାର୍ଥ ସରି ଗଲେ ପ୍ରେମ ସରି ଯାଉଛି ।
ଆଜି କାଲି ର ପିଲା ମାନେ କିଛି ଆୟ ନ କରି ଝିଅ ମାନକୁ ଭଲ ପାଇ ଯାଉ ଛନ୍ତି । ଶେଷରେ ଝିଅ ର ବିବାହ ବୟସ ହେଇ ଗଲେ ମଧ୍ୟ ପିଲା ର କୌଣସି ଆୟ ପନ୍ଥା ନ ଥାଏ । ସେଥି ପାଇଁ ସେମାନେ ବାଧ୍ୟ ହୋଇ ଅନ୍ୟ କୋଉ ପୁଅକୁ ବିବାହ କରୁ ଛନ୍ତି ।
ତେବେ ଆଜି ଯେଉଁ ଘଟଣା ଟି ଘଟିଛି ଉତ୍ତର ପ୍ରଦେଶ ର ଗୋ ହାଟି ଠାରେ ତାହା ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ଅଟେ । ଭଲ ପାଉ ଥିଲେ ଦୁଇ ସାଙ୍ଗ । ଅତି ନିବିଡ଼ ଭାବରେ ପୁଅ ଟି ଝିଅ ଟିକୁ ଭଲ ପାଉ ଥିଲା । ଶେଷରେ ବୟସ ହେଲା ପୁଅର 24 ଓ ଝିଅ ର ମଧ୍ୟ 24 । ହେଲେ ପୁଅର କୋଣସି ଆୟ ପନ୍ଥା ନ ଥିଲା ।
ଶେଷରେ ଝିଅ କହିଲା ତମେ କୌଣସି ଗୋଟେ ଆୟ ପନ୍ଥା ବାହାର କର ନହେଲେ ଆମ ଘରେ ମୋତେ ବିବାହ କରି ଦେବେ । ଝିଅ ମଧ୍ୟ ବୁଦ୍ଧି ଦେଲା କି ତମେ ସହର ପଳାଉ ଯେ କୌଣସି ଗୋଟେ କମ୍ପାନୀ ରେ ରହି ଯାଅ । ତା ପରେ ଆମେ ଦୁହେଁ ହିବାହ କରିବା । ତେବେ ଟୋକା ମଧ୍ୟ ବାହାରକୁ ପଳେଇଲା ।
ଶେଷରେ ଝିଅ ଆଉ କାହା ସହିତ ବାହାଘର ଠିକ ହୋଇ ଗଲା । ବାହାଘର ତାରିଖ ଟୋକା ଜାଣିବା ପାଇଁ ପାଇଲା । ବାହାଘର ଦିନ ଟୋକା ଆସି ପହଂଚି ଥିଲା ବିବାହ ମଣ୍ଡପ ରେ । ପୁରା ବିବାହ ର ଶେଷ ପର୍ଯ୍ୟାୟରେ ପହଂଚି ଥିଲା ଟୋକା । ଆଉ ଝିଅ କୁ ଜବରଦସ୍ତ ସିନ୍ଦୁର ପିନ୍ଧାଇ ଥିଲା ।
ଏତିକି ବେଳେ ସେଠାରେ ଲୋକ ମାନେ ତାକୁ ଅଟକାଇ ଥିଲେ । ପୁଅଟି କହି ଥିଲା ଝିଅ ମତେ କଥା ଦେଇ ଥିଲା ଵିଵାହ କରିବ ବୋଲି । ତେଣୁ ଆପଣ ମାନେ ପ୍ରଥମେ ନିଜ ଗୋଡ଼ ରେ ଠିଆ ହୁଅନ୍ତୁ ତା ପରେ ଅନ୍ୟ କୁ ଭଲ ପାଆନ୍ତୁ । ଦେଖିବେ ଆପଣ ଙ୍କ ଭଲ ପାଇବା ସତ ହେବ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।