ସବୁ ସମୟ ଖବର ସାଥିରେ

ତୁ ଗୋଟେ ଟୋକାକୁ ଭଲ ପାଉଛୁ… ମୁଁ ଜାଣିଛି… ଏହି ଛୋଟ ପିଲାର କଥା ଶୁଣିଲେ ହସି ହସି ଗଡ଼ିଯିବେ… ମାତ୍ର 4 ଘଣ୍ଟାରେ 236k ରୁ ଅଧିକ ଲୋକ ଦେଖି ସାରିଲେଣି…

0 14

ବନ୍ଧୁଗଣ ଆପଣ ସୋସିଆଲ ମିଡିଆରେ ପ୍ରତ୍ୟେକ ଦିନ ନୂଆ ନୂଆ ଭିଡିଓ ଭାଇରାଲ ହେବାର ଆପଣ ଦେଖିବାକୁ ପାଉଥିବେ ନିଶ୍ଚିତ |ହେଲେ ଆପଣ ଏମିତି କିଛି ଭିଡିଓ ଦେଖୁଥିବେ ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯାନ୍ତି |ମୁ ଆଜି ଆପଣକୁ ଏମିତି ଏକ ଘଟଣା ବିଷୟରେ କହିବି ଯାହା ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହେବା ସହିତ ବହୁତ ହସିବେ ମଧ୍ୟ |ଆଜିର ଛୋଟ ପିଲାମାନେ ବହୁତ ଛୋଟ ବୟସରୁ ଚାଳକ ହେବା ସହିତ ପ୍ରତ୍ୟେକ ଛୋଟ ଛୋଟ ଘଟଣାକୁ ଅନୁଧ୍ୟାନ ମଧ୍ୟ୍ୟ କରି ସେହି କଥାକୁ ଅତି ସୁନ୍ଦର ଭାବରେ ପ୍ରକାଶ କରୁଛନ୍ତି |ଛୋଟ ବୟସରୁ ସେମାନେ ଯାହାବି ଦେଖୁଛନ୍ତି ତାହା ସେମାନେ ସମସ୍ତଙ୍କ ସାମ୍ନାରେ ପ୍ରକାଶ କରୁଛନ୍ତି ଯେପରି ତାଙ୍କୁ କିଏ ଏପରି କଥା ଶିଖାଇ ଦେଇଛି |ତେବେ ଏହିପରି ଏକ ଘଟଣା ବର୍ତମାନ ଦେଖିବାକୁ ମିଳିଛି ଯେ ଛୋଟ ଶିଶୁଟି ତାର ଟିଉସନ ଦିଦି ପାଠ ପଢିବା ପାଇଁ କହିବାରୁ ତାଙ୍କୁ ଅନେକ କଥା କହି ଗାଳି କରୁଛି |ଆସନ୍ତୁ ଜାଣିବା ଏହି ଘଟଣାର ସମ୍ପୂର୍ଣ ଖବର ବିଷୟରେ |

ପ୍ରାୟ ସମସ୍ତଙ୍କୁ ଛୋଟ ପିଲାମାନଙ୍କ ଚାଲି ଚଳନ ଓ ସେମାନଙ୍କ କଥା ଶୁଣିବା ପାଇଁ ବହୁତ ଭଲ ଲାଗିଥାଏ |ସେ କିଛି ଛୋଟ ଛୋଟ ଘଟଣାକୁ ଅତି ସୁନ୍ଦର ଭାବରେ ପ୍ରକାଶ କରିଥାନ୍ତି ଯାହା ଶୁଣିବା ପାଇଁ ବହୁତ ଖୁସୀ ଲାଗେ |ଏମାନଂକର ଯାହା ଇଚ୍ଛା ହୁଏ ସେମାନେ ତାହାହିଁ କରିଥାନ୍ତି, ସେମାନଂକୁ କୌଣସି କଥା ବୁଝାଇ କହିଲେ ସେମାନେ ବୁଝି ଯାଇଥାନ୍ତି ମାତ୍ର କୌଣସି କଥା କିମ୍ବା କାମରେ ସେମାନଂକୁ ବାଧ୍ୟ କଲେ ସେମାନେ ରାଗିଯାଇ ବହୁତ କିଛି କହିଦିଅନ୍ତି |ଏହି ଘଟଣାରେ ଦେଖିବାକୁ ମିଳିଛି ଯେ ଛୋଟ ପିଲାଟିକୁ ତାର ଟିଉସନ ଦିଦି ଘରକୁ ଆସି ସବୁ ପିଲାମାନେ ପଢ଼ୁଥିବା ସମୟରେ ତାକୁ ମଧ୍ୟ୍ୟ ପଡିବା ପାଇଁ ବାଧ୍ୟ କରିଛନ୍ତି |

ପାଠ ପଢିବା ପାଇଁ ବାଧ୍ୟ କରିବାରୁ ପିଲାଟି ବହୁତ ଜୋରରେ ରାଗିଯାଇ ତାର ଦିଦିଙ୍କୁ ଗାଳି ଦେଉଛି, ସେ କହୁଛି” ମୁଁ ପାଠ ପଢ଼ିବିନି, ମୋର ପଢିନି ତାର କଣ ହେଉଛି,ତ କାମ ତୁ କାର ମତେ ପାଠ ପଢିବା ପାଇଁ କହନି “ଏହି କଥାରେ ଟିଉସନ ଦିଦି ପୁଣି ତାକୁ ବାଡେଇ ପାଠ ପଢିବା ପାଇଁ ବାଧ୍ୟ କରିବାରୁ ସେ ପୁଣି ରାଗିଯାଇ କହୁଛି” ତୁ ଗୋଟେ ପୁଅକୁ ଭଲ ପାଉଛୁ ବୋଲି ମୁଁ ଜାଣିଛି ଆଉ ସବୁ ବେଳେ ତାହା ସହିତ ଗପୁଛୁ, ମୁଁ ତତେ ଭଲରେ ଚିହିଁଛି ” |ପିଲାଟିର ଏପରି କଥା ଶୁଣି ସମସ୍ତେ ହସିବା ସହିତ ଆଶ୍ଚର୍ଯ୍ୟ ମଧ୍ୟ୍ୟ ହୋଇ ଯାଇଛନ୍ତି |

ତେଣୁ ଛୋଟ ପିଲା ଯାହାବି ଦେଖୁଛନ୍ତି ଏହି ସମାଜରେ ସେମାନେ ତାହା ପ୍ରକାଶ କରୁଛନ୍ତି, ତେଣୁ ସେମାନଂକୁ କୌଣସି କଥାରେ ବାଧ୍ୟ କରି କୌଣସି କାର୍ଯ୍ୟ କରିହୁଏ ନାହିଁ |ପିଲାଟିର ରାଗି ଯାଇ କହିଥିବା କଥାଟି ଏବେ ସୋସିଆଲ ମିଡିଆରେ ଖୁବ ଦ୍ରୁତ ଗତିରେ ଭାଇରାଲ ହେବାରେ ଲାଗିଛି |ତାହା ଶୁଣି ଲୋକେ ଆଶ୍ଚର୍ଯ୍ୟ ହେବା ସହିତ ବହୁତ ହସୁଛନ୍ତି ମଧ୍ୟ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।