ସବୁ ସମୟ ଖବର ସାଥିରେ

Exclusive: ସମସ୍ତେ କପି କରୁଛନ୍ତି କିନ୍ତୁ ଠିକ ସେ କରି ପାରୁନାହାନ୍ତି – ଅଭିନେତ୍ରୀ ଅନୁ ଚୌଧୁରୀ

0 6

ତେବେ ଦର୍ଶକ ବନ୍ଧୁ ସୋସିଆଲ ମିଡ଼ିଆରେ ବର୍ତ୍ତମାନ ଗୋଟିଏ ବିଷୟକୁ ନେଇକି ବହୁତ ଚର୍ଚ୍ଚା ଜୋର ଧରିଛି | ଆଉ ଯେଉଁଠି ଓଡ଼ିଆ ଫ୍ଲିମ ଜଗତ କଣ ପାଇଁ ଦିନକୁ ଦିନ ତଳକୁ ଖସିବାରେ ଲାଗିଛି | ଆଉ କଣ ପାଇଁ ଆଜି କାଲି ଓଡ଼ିଆ ଫ୍ଲିମ କୁ ସେମିତି କେହି ପସନ୍ଦ କରୁନାହାନ୍ତି ଓ ବେଶୀ ସାଉଥ ଫ୍ଲିମ କୁ ପସନ୍ଦ କରିବାରେ ଲାଗୁଛନ୍ତି | ସେହିଭଳି କିଛି କଥା ବିଷୟରେ ଆଲୋଚନା କରିବାକୁ ଲାଗି ଛନ୍ତି ମିଡ଼ିଆ ଭାଇ ମାନେ ଅଲିଉଡ ଜଗତର ବେଶ ଜଣା ଶୁଣା ବହୁ ପୁରୁଣା ଚୁଲବୁଲି ନାୟିକା ଅନୁ ଚୌଧୁରୀ | ଆଉ କଣ ସବୁ କହିଛନ୍ତି ଏହି ଫ୍ଲିମ କଥା ନେଇକି ଆସନ୍ତୁ ଜାଣିବା |
ତେବେ ଯାହା ଜଣା ପଡୁଛି କି ଅନୁ ଚୌଧୁରୀ ଙ୍କର ଏକ ନୂଆ ମ୍ୟୁଜିମ ଭିଡ଼ିଓ ଆସିବାକୁ ଯାଉଛି | ଆଉ ଯେଉଁଥିରେ ସେ ତାଙ୍କର ମନ ଆଉ ଜୋସ ଲଗେଇକି ନିଜର ଅଭିନୟ ର ଯାଦୁ ଦେଖାଇବାକୁ ଲାଗିଛନ୍ତି | ଆଉ ତାଙ୍କୁ ତାଙ୍କର ଅଭିନୟ ସହିତ ଓଡ଼ିଆ ଚଳଚିତ୍ର ଦୁନିଆ କଣ ପାଇଁ ତଳକୁ ଦିନକୁ ଦିନ ଯାଉଛି ବୋଲି ପଚାରା ଯାଇଛି | ଆଉ ଅନୁ ଚୌଧୁରୀ ମଧ୍ୟ ଏହା ର ଉତ୍ତର ଦେଇ କହିଛନ୍ତି |


ସେ କହିଛନ୍ତି କି ତାଙ୍କ ସହିତ ସଂଗ୍ରାମ ଓ ତାଙ୍କର କ ଏକ୍ଟର ମଧ୍ୟ କାମ କରିଛନ୍ତି | ଆଉ ତାଙ୍କର କହିବା କଥା କି ମନରେ ଯଦି ଅଭିନୟ ପ୍ରତି ଭଲ ପାଇବା ଓ ଇଚ୍ଛା ଥିବ ତାହେଲେ ସେ ସାନ ହେଉ ବା ବଡ଼ ସମସ୍ତଙ୍କ ପାଖରୁ କିଛି ନାଁ କିଛି ଶିଖିବାକୁ ମିଳିଥାଏ | ଏହା ବ୍ୟତୀତ ଆଜି ଯେଉଁ ଓଡ଼ିଆ ଫ୍ଲିମ ଇଣ୍ଡୋଷ୍ଟ୍ରି ତଳକୁ ଯିବାକୁ ଲାଗୁଛି ତାହାକୁ ନେଇକି କହିଛନ୍ତି କି ଯେଉଁ ଡୋବିଙ୍ଗ କଥା ଟି ଉଠୁଛି ସାଉଥ ମୁଭି କୁ ନେଇକି ତାହା ଠିକ ଅଟେ | ଆଜି କାଲି କେଉଁଠି କପି ହେଉନି କି ସାଉଥ ରେ ବି କପି ହେଉଛି |

କିନ୍ତୁ ତାଙ୍କର ଗୋଟିଏ ମାତ୍ର କଥା କି କପି ହେଉ କିନ୍ତୁ ସେtହି କପି କୁ ଠିକ ଭାବରେ ଅଭିନୟ କରନ୍ତୁ, ଯାହା ଫଳରେ ଯେମିତି ଦର୍ଶକ ମାନେ ଦେଖିବା ପାଇକି ଆହୁରି ଆଗ୍ରହୀ ହେବେ | ତେବେ ସେ ଆହୁରି ମଧ୍ୟ କହିଛନ୍ତି କି ଆଜି ମଧ୍ୟ ବଡ଼ ବଡ଼ ଥିଏଟର ରେ ଫ୍ଲିମ ହେଉଛି କିନ୍ତୁ ଗଣ ମାଧ୍ୟମ ରେ ଓଡ଼ିଆ ଫ୍ଲିମ ର ପ୍ରଚାର କହିଯାଉଛି | ତାହା ନ ହେଲେ ଆଜି ମଧ୍ୟ ବିଭିନ୍ନ ହୋଲ ରେ ଫ୍ଲିମ ପଡୁଛି | ତାହା ବ୍ୟତୀତ ସେ ଆହୁରି ମଧ୍ୟ କହିଛନ୍ତି କି ପ୍ରଡୁସର ଯେତେବେଳେ ଗୋଟିଏ ଫ୍ଲିମ କୁ କରିବା ପାଇଁ ଯାଉଛନ୍ତି ତାହା ଉପରେ ଆଗ ଆଇଡ଼ିଆ ରଖିକି ପ୍ଲାନ ବନେଇବା ଉଚିତ | ଆଉ ସେ ନୂଆ ହେଉ ବା ପୁରୁଣା ସମସ୍ତେ କୋ୍ପୋରେଟ କରିକି ଫ୍ଲିମ କରିବା ଆବଶ୍ୟକ | ତେବେ ଅନୁ ଚୌଧୁରୀ ଙ୍କର ଏହି କଥା ବର୍ତ୍ତମାନ ବେଶ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।