ସବୁ ସମୟ ଖବର ସାଥିରେ

ଦୁଷ୍କର୍ମ ରୋକିବା ପାଇଁ ଏହି ଝିଅ ତିଆରି କଲେ ରେପ ପ୍ରୁପ ଅଣ୍ଡର ୱେୟାର, ସାରା ଭାରତ ପାଇଁ ଗର୍ବିତ, ଏହି ଝିଅ ପାଇଁ ଗୋଟିଏ ସେୟାର ନିଶ୍ଚିତ କରନ୍ତୁ

0 41

ସମାଜ ରେ ନାରୀ ମାନକୁ ବହୁତ ସୁବିଧା ଓ ଅସୁବିଧା ସାମ୍ନା କରିବାକୁ ପଡ଼ିଥାଏ ସେଥିମଧ୍ୟରୁ ଦୁଷ୍କର୍ମ ଶବ୍ଦ ଅନ୍ୟତମ ଅଟେ । ଦେଶରେ ବର୍ତ୍ତମାନ ପ୍ରତିଦିନ କିଛି ନା କିଛି ଦୁଷ୍କର୍ମର ଖବର ସାମ୍ନାକୁ ଆସୁଛି । ଦୁଷ୍କର୍ମ ରୋକିବା ପାଇଁ ଝିଅ ତିଆରି କଲେ ରେପ୍ ପ୍ରଫ୍ ଅଣ୍ଡରୱିଅର୍ , କଥାଟି ଆପଣଙ୍କୁ ଅଜବ୍ ଲାଗୁଥାଇ ପାରେ କିନ୍ତୁ ଏହି ଝିଅ ଜଣକ ଏହା କରିବାରେ ସଫଳ ହୋଇଛନ୍ତି ।

ଘରେ ବସି ନିଜେ ତିଆରି କରିଥିବା ଏହି ଅଣ୍ଡରୱିଅର ରେ କଣ କଣ ସବୁ ସୁବିଧା ରହିଛି ଜାଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହେଇଯିବେ। ଛୋଟ ଶିଶୁ ମଧ୍ୟ ଦୁଷ୍କର୍ମ କାରୀ ଙ୍କ କବଳରୁ ବର୍ତ୍ତି ପାରୁ ନାହାନ୍ତି , ଗତ ହାଇଦ୍ରାବାଦ ଗଣ ଦୁଷ୍କର୍ମ ପରେ ସାରା ଦେଶରେ ଏ ନେଇ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଉତ୍ତର ପ୍ରଦେଶର ଜଣେ ଯୁବତୀ ଝିଅ ମାନଙ୍କ ପାଇଁ ଏମିତି ଏକ ଅଣ୍ଡରୱିଅର ତିଆରି କରିଛନ୍ତି , ଯାହାଦ୍ୱାରା ଦୁଷ୍କର୍ମ ରୋକାଯାଇ ପାରିବ ବୋଲି କୁହାଯାଉଛି । ତେବେ ଉତ୍ତରପ୍ରଦେଶର ବୁର୍ଖାବାଦ୍ ଅଞ୍ଚଳର ଏହି ଯୁବତୀଙ୍କ ନା ହେଉଛି ” ସିନୁ କୁମାରୀ” । ଆଉ ସେ ବିଏସି ରେ ପଢୁଛନ୍ତି , ଆଉ ମହିଳାଙ୍କ ସହ ହେଉଥିବା ଦୁଷ୍କର୍ମ କୁ ରୋକିବା ପାଇଁ ସେ ତିଆରି କରିଛନ୍ତି ରେପ୍ ପ୍ରୁଫ୍ ଅଣ୍ଡରୱିଅର । ଆଉ ସିନୁ କୁମାରୀଙ୍କ ଦ୍ୱାରା ପ୍ରସ୍ତୁତ ଏହି ଅଣ୍ଡରୱିଅର ରହିଛି ଲକ ଜିପିଏସ ଏବଂ ଭିଡିଓ ରେକଡର । ଆଉ ସିନୁଙ୍କ ଦ୍ୱାରା ପ୍ରସ୍ତୁତ ଅଣ୍ଡରୱିଅର ବୁଲେଟୁର ଏବଂ ଗଟୁର ମଧ୍ୟ ଅଟେ ।

କାରଣ ଏହି ଅଣ୍ଡରୱିଅର କୁ କଟାଯାଇ ପାରିବ ଏବଂ ଗୁଳି ଦ୍ୱାରା ଫଟା ଯାଇପାରିବ ନାହିଁ , ଆଉ ଏଥିରେ ଲାଗିଥିବା ଜିପିଏସ ମହିଳାଙ୍କ ପରିବାର ଲୋକଙ୍କୁ ଏହାର ଲକେସନ ପଠାଇବ । ଆଉ ଏହା ସହ ଏଥିରେ ଲାଗିଥିବା ଭିଡିଓ ରେକଡର ଆକ୍ରମଣ କରୁଥିବା ଲୋକର ଚେହେରାକୁ ରେକର୍ଡ କରି ପାରିବ । ସିନୁ ଙ୍କ କହିବା ଅନୁଯାୟୀ ଏହି ଅଣ୍ଡରୱିଅର ଲାଗିଥିବା ଲକ ବିନା କୌଣସି ପାସୱାଡ ରେ ଖୋଲିବ ନାହିଁ । ଏହି ଅଣ୍ଡରୱିଅର ର ଦାମ ରହିଛି 4 ହଜାର 300 ଟଙ୍କା , ଏହାକୁ ପରିଧାନ କରି ମହିଳା ବା ଯୁବତୀ ମାନେ ନିଜକୁ ସୁରକ୍ଷିତ ରଖିପାରିବେ ବୋଲି ଆସା କରାଯାଉଛି ।

ସମାଜରେ ଅଧିକ ମାତ୍ରାରେ ଦୁଷ୍କର୍ମକାରୀଙ୍କ ସଂଖ୍ୟା ବଢିବାରେ ଲାଗୁଛି , ସମସ୍ୟାକୁ ଆଖି ଦୃଷ୍ଟିରେ ରଖି ଏମିତି ଏକ ପଦକ୍ଷେପ ନେଇଥିବାର ସିନୁ କହିଛନ୍ତି । ମହିଳା ମାନେ କିପରି ନିଜକୁ ସୁରକ୍ଷିତ ରଖି ପାରିବେ ସେ ନେଇ ମଧ୍ୟ ପୋଲିସ ପ୍ରଶାସନ କଢା ପଦକ୍ଷେପ ନେବା ଉଚିତ । ତେବେ ଯାଇ ଦୁଷ୍କର୍ମକାରୀଙ୍କ ମନରେ ଏକ ପ୍ରକାର ଭୟ ସୃଷ୍ଟି ହେବ ଏବଂ ଧୀରେ ଧୀରେ ସମାଜରେ ଦୁଷ୍କର୍ମ ରୋକାଯାଇ ପାରିବ । ତେବେ ଏହି ଅଣ୍ଡରୱିଅର କୁ ଆପଣ ମାନେ କିଣି ବ୍ୟବହାର କରିପାରିବେ ଏବଂ ନିଜକୁ ସୁରକ୍ଷା ଦେଇ ପାରିବେ । ନାରୀ ମାନେ ରାତି ରେ ବିନା ଭୟରେ ବାହାରକୁ ଯାଇପାରିବେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।