
୨ ସପ୍ତାହ ଧରି ବିଧବା ମହିଳାଙ୍କ ସହିତ ରାତିରେ ରଖୁଥିଲେ ଏଭଳି ସମ୍ପର୍କ, ଅଭିଯୋଗ ଆଣିଲେ ମହିଳା…ଦେଖନ୍ତୁ video
ମୁରାଲିନ ଚାରି ଟେବୁଲ୍ ଟ୍ରଷ୍ଟ ବିରୁଦ୍ଧରେ ଜଣେ ବିଧବା ମହିଳା ଆଣିଲେ ସାଂଘାତିକ ଅଭିଯୋଗ। ଦୁଇ ସପ୍ତାହ ଧରି ଜଣେ ଏହି ବିଧବା ମହିଳାଙ୍କୁ ଦୁଷ୍କର୍ମ କରା ଯାଇଥିବାର ଅଭିଯୋଗ ଆଣିଛନ୍ତି ସଂପୃକ୍ତ ମହିଳା।ମୁରାଲିନ ଚାରି ଟେବୁଲ୍ ଟ୍ରଷ୍ଟର ମୁଖ୍ୟ ଦେବକୀ ନନ୍ଦନ ଓଝା ତାଙ୍କରି ଏହି ଆଶ୍ରମରେ ଘଟିଛି ଏପରି ଏକ ସାଂଘାତିକ କାଣ୍ଡ।ଚାରି ଟେବୁଲ୍ ଟ୍ରଷ୍ଟର ମୁଖ୍ୟ ଦେବକୀ ନନ୍ଦନ ଓଝା ତାଙ୍କରି ଆଶ୍ରମରେ ଏହି ବିଧବା ମହିଳାଙ୍କୁ ଦୁଇ ସପ୍ତାହ ଧରି ଦୁଷ୍କର୍ମ କରା ଯାଇଥିବାର ଥାନରେ ଅଭିଯୋଗ ହୋଇଛି। ଯାହାକୁ ନେଇ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରି ଦେଇଛି। ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି।
ପୀଡ଼ିତା ମହିଳାଙ୍କ କହିବା ଅନୁଯାୟୀ ଦେବକୀ ନନ୍ଦନ ଓଝା ଆଶ୍ରମରେ ଅନୁପସ୍ଥିତ ଥିଲେ ତାଙ୍କ ଅନୁପସ୍ଥିତିରେ ଅରୁଣ ନାମକ ଜଣେ ଯୁବକ ଆଶ୍ରମର ସବୁ ଦାୟିତ୍ଵ ନେଇଥିଲେ ଆଉ ସେହି ଦିନ ଅରୁଣ ବିଧବା ମହିଳାଙ୍କୁ ଜୋର୍ କରି ଦୁଷ୍କର୍ମ କରା ଯାଉଥିବାର ଅଭିଯୋଗ କରାଯାଇଥିଲା। ଏବଂ ଅଭିଯୋଗକୁ ଆଧାର କରି ପୋଲିସ ବର୍ତ୍ତମାନ ତନାଘନା ଆରଂଭ କରି ଦେଇଛି। ଏବଂ ମହିଳାଙ୍କର ୧୬୧ ବୟାନ ମଧ୍ୟ ରେକର୍ଡ କାର ଯାଇଛି। ତେବେ ଘଟଣାର ପ୍ରକୃତ ସତ୍ୟତା କଣ ରହିଛି ତାହା ଏପର୍ଯ୍ୟନ୍ତ ଜଣା ପଡ଼ିନାହିଁ। ପୋଲିସର ତଦନ୍ତ ପରେ ଘଟଣାର ସତ୍ୟାସତ୍ୟ ଜଣା ପଡ଼ିବ ବୋଲି ସମସ୍ତେ ଆଶା ରଖିଛନ୍ତି।
ତେବେ ମୁରାଲିନ ଚାରି ଟେବୁଲ୍ ଟ୍ରଷ୍ଟର ମୁଖ୍ୟ ଦେବକୀ ନନ୍ଦନ ଓଝା ଏହା ଉପରେ କଣ ପ୍ରତିକ୍ରିୟା ରଖିଛନ୍ତି ଆସନ୍ତୁ ଜାଣିବା। ଦେବକୀ ନନ୍ଦନ ଓଝା କହିବା ଅନୁଯାୟୀ ତାଙ୍କ ଆଶ୍ରମରେ ସେମିତି କିଛି ବି ହେଇ ନାହିଁ। ସଂପୃକ୍ତ ମହିଳା ଯାହା ଅଭିଯୋଗ ଆଣିଛନ୍ତି ତାହା ସଂପୂର୍ଣ୍ଣ ମିଥ୍ୟା ଅଭିଯୋଗ ଅଟେ। ତେବେ ଅରୁଣ ହେଉଛନ୍ତି ଦେବକୀ ନନ୍ଦନ ଓଝା ଭାଗବତ ପ୍ରଚାର ପ୍ରସାର ସମିତର ଜଣେ ମେମ୍ବର ସେ ଏଭଳି କିଛି ବି କରି ନାହାନ୍ତି। ମହିଳା ଜଣଙ୍କ ଏପରି ଏକ ମିଥ୍ୟା ଆରୋପ ମୁରାଲିନ ଚାରି ଟେବୁଲ୍ ଟ୍ରଷ୍ଟ ନାଁରେ କରିଛନ୍ତି ବୋଲି ଟ୍ରଷ୍ଟର ମୁଖ୍ୟ ଦେବକୀ ନନ୍ଦନ ଓଝା ପ୍ରତିକ୍ରିୟା ରଖିଛନ୍ତି।
ତେବେ ସଂପୃକ୍ତ ମହିଳାଙ୍କ କହିବା ଅନୁଯାୟୀ ଟ୍ରଷ୍ଟର ମୁଖ୍ୟ ଦେବକୀ ନନ୍ଦନ ଓଝା ତାଙ୍କୁ ମାଡ଼ ମାରିଛନ୍ତି। ଏହାଛଡ଼ା ବିଭିନ୍ନ ସମୟରେ ତାଙ୍କୁ ଟର୍ଚର୍ ମଧ୍ୟ କରିଥିବାର ଅଭିଯୋଗ ମଧ୍ୟ୍ୟ କରିଛନ୍ତି ଏହି ମହିଳା। ତେବେ ଦେଖିବାକୁ ବାକି ରହିଲା ମହିଳା ଯେଉଁ ଅଭିଯୋଗ ଆଣିଛନ୍ତି ତାର ସତ୍ୟାସତ୍ୟ କଣ ରହିଛି ଆଉ ଯଦି ପ୍ରକୃତରେ ଜଣେ ଅସହାୟ ବିଧବା ମହିଳାଙ୍କ ସହ ଦୁଷ୍କର୍ମ ହୋଇଛି ତେବେ ଦୋଷୀ କୁ କିଭଳି ଭାବରେ ଦଣ୍ଡିତ କରା ଯାଉଛି ଯାହା ଉପରେ ସମସ୍ତଂକ ନଜର ରହିଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।