ସବୁ ସମୟ ଖବର ସାଥିରେ

viral ଭିଡ଼ିଓ – OMG !ଏମିତି ପକ୍ଷୀ ଆପଣ କେବେ ହେଲେ ଦେଖି ନ ଥିବେ । ଖୁସି ହୋଇ ଗୀତରେ ନାଚୁଛି । ସେ ପୁଣି ହିନ୍ଦୀ ଗୀତ । ,ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ !

0 565

ଆପଣ ମାନେ ବହୁତ ପ୍ରକାର ପକ୍ଷୀ ଦେଖି ଥିବେ । କିନ୍ତୁ ଆପଣ ମାନେ କହି ପାରିବେ କେଉଁ ପକ୍ଷୀ କଥା କହି ପାରେ । ସେହି ପକ୍ଷୀ ଟି ହେଉଛି ମିଟୁ । ସୁଆ ଗୋଟେ ଏମିତି ପକ୍ଷୀ ଯିଏ କି ମଣିଷ ସହିତ କଥା କହି ପାରେ । ମଣିଷ ସହିତ କଥା କହି ପାରେ । ଆଉ ମଣିଷ କଥା ମଧ୍ୟ ବୁଝି ପାରେ । ଯାହା ଅନ୍ୟ ପକ୍ଷୀ ମାନେ ତାହା ବୁଝି ପାରନ୍ତି ନାହିଁ । ସେଥି ପାଇଁ ମଣିଷ ମାନେ ମିଟୁ କୁ ଦେଖିଲେ ତା ସହିତ କଥା କହିବା ପାଇଁ ଲାଗି ଥାନ୍ତି । ମିଟୁ କୁ ଦେଖିଲେ ଲୋକ ମାନେ ବହୁତ ଖୁସି ହୋଇ ଥାନ୍ତି ଆଉ ତାକୁ ଘରେ ପଞ୍ଜୁରୀ ଭିତରେ ରଖି ଥାନ୍ତି ।

ପକ୍ଷୀ ମାନଙ୍କ ଭିତରୁ ମିଟୁ ହେଉଛି ଅନ୍ୟ ତମ ପକ୍ଷୀ ଅଟେ । ଏବେ ପକ୍ଷୀ ମାନକୁ ବହୁତ କମ ଦେଖିବା ପାଇଁ ମିଳିଛି । ଆପଣ ମାନେ 20 ବର୍ଷ ତଳକୁ ଚାଲି ଯାଆନ୍ତୁ । ସକାଳୁ ଉଠିଲା ବେଳକୁ କାଉ ରାଵ ଦେଉ ଥିଲା । କିନ୍ତୁ ଏବେ ସେହି ପକ୍ଷୀ ମାନକୁ ଦେଖିବା ଆମ ପାଇଁ ସ୍ୱପ୍ନ ହେଇ ଗଲାଣି । ଆଉ ଦେଖିବା ପାଇଁ ମିଳୁନି ।

ତେବେ ଗୋଟେ ମିଟୁ କୁ ଦେଖିବା ପାଇଁ ମିଳିଛି । ଯେଉଁ ମିଟୁ ଟି ନାଚିବା ରେ ଲାଗିଛି । ଗୀତ ଶୁଣୁଛି ଆଉ ସେ ଗୀତ ର ତାଳେ ତାଳେ ନାଚିବା ରେ ଲାଗିଛି । ଗୀତ ଟି ବାଜୁ ଥିଲା ରଙ୍ଗ ବରଷେ ଭିଗେ ଚୁନର ବାଲି … ରଙ୍ଗ ବର୍ଷେ । ଏହି ଗୀତ ଟିରେ ମିଟୁ ଟି ନାଚୁ ଥିଲା । ସେ ଗୋଟେ ପକ୍ଷୀ କିନ୍ତୁ ସେ କେମିତି ଗୀତ ବୁଝୁଛି ଆଉ ନାଚୁଛି ।

ଛାତ ର ଏ ପାଖ ସେ ପାଖ ହୋଇ ମିଟୁ ଟି ନାଚି ବାର ଦୃଶ୍ୟ ଦେଖିବା ପାଇଁ ମିଳୁଛି । ତେବେ ଆପଣ ମାନେ ସେହି ଭିଡିଓ ଟି ଦେଖନ୍ତୁ ଜାଣି ପାରିବେ । ପକ୍ଷୀ ହେଲେ ମଧ୍ୟ ତା ମାନେ ଖୁସି ଅଛି । ଆଉ ସେହି ଖୁସି ରେ ଗୀତ ବାଜିବା ରୁ ସେ ନାଚୁଛି । ତେବେ ଆପଣ ମାନେ ମଧ୍ୟ ସେହି ଭିଡିଓ ଟି ଦେଖିଲେ ଖୁସି ହୋଇ ଯିବେ ।

ସତରେ ଠାକୁର ଏ ସୃଷ୍ଟି କୁ କେତେ ସୁନ୍ଦର ଗଢି ଛନ୍ତି । ପ୍ରକୃତି ରେ ଗଢ଼ା ଏଇ ପୃଥିବି । କିନ୍ତୁ ଏ ମଣିଷ ପ୍ରିକୃତି କୁ ନଷ୍ଟ କରିବା ପାଇଁ ବସି ଲାଣି । ଯାହା ଫୋଳ ରେ ପଶୁ ପକ୍ଷୀ ମାନେ ଏଠାରେ ବାସ କରିବା ଅସମ୍ଭବ ହୋଇ ଗଲାଣି ।

ସେଥି ପାଇଁ ଆଉ ପକ୍ଷୀ ମାନକୁ ଦେଖିବା ପାଇଁ ମିଳୁ ନାହିଁ । ମଣିଷ ହେଉଛି ଶ୍ରେଷ୍ଠ ଯିବ ତେଣୁ ମଣିଷ ପଶୁ ପକ୍ଷୀ ମାନଙ୍କର ରକ୍ଷଣା ବ୍ୟକ୍ଷଣ କରିବା ନିହାତି ଅଵଶ୍ୟକ । କିନ୍ତୁ ମଣିଷ ଆଜି କରୁଛି କଣ ? , ନିଜ ସ୍ୱାର୍ଥ ପାଇଁ ଅନ୍ୟକୁ ମାରୁଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।