
motivation-ଆପଣଙ୍କ ପିଲା ଥରେ ପଢ଼ିଲେ ସବୁ ପାଠ ମନେ ରହିବ ! ପାଠ ପଢୁଥିବା ପିଲାଙ୍କ ପାଇଁ କିଛି ଜବରଦସ୍ତ Tips
ଆଜି ଆମେ ଜାଣିବା ପାଠ କେମିତି ପଢିବା ଦ୍ୱାରା ତାହା ମନେ ରହି ଥାଏ । ଆଜି କାଲି ଦୁନିଆ ରେ ସବୁ ଠାରୁ ବଡ଼ ସମସ୍ୟା ହେଉଛି , ପିଲା ମାନେ ଯେତେ ପାଠ ପଢିଲେ ମଧ୍ୟ ସେମାନ ଙ୍କ ର ମନେ ରହୁ ନାହିଁ । କିଛି ପିଲା ଅଛନ୍ତି ଥରେ ପଢି ଦେଲେ ତାଙ୍କର ସବୁ କିଛି ମନେ ରହି ଯାଉଛି ଆଉ କିଛି ପିଲା ଯେତେ ପାଠ ପଢିଲେ ମଧ୍ୟ ତାଙ୍କର କିଛି ପାଠ ମନେ ରହେ ନାହିଁ ।
ତେବେ ଆପଣ ମାନେ ସେହି ସମୟ ରେ କହି ଥାନ୍ତି ସେ ହେଉଛି ଭଗବାନ ଙ୍କ ର ଦାନ , ସେଥି ପାଇଁ ତାର ସବୁ ପାଠ ମନେ ରହି ଯାଉଛି ଆଉ ସେ ସ୍କୁଲ ରେ ପ୍ରଥମ ହୋଇ ଯାଉଛି । ତେଣୁ ପାଠ ମନେ ରହୁ ନାହିଁ ବୋଲି ବହୁତ ପିଲା ପାଠ ପଢା ଛାଡି ସାରି ଲେଣି । ତେଣୁ ଆଜି ଆମେ ଆପଣଂକୁ କହିବୁ କେମିତି ଆପଣ ପାଠ ପଢିଲେ ତାହା ଆପଣଙ୍କ ର ସବୁ କିଛି ମନେ ରହି ଥାଏ । ତେବେ ଆସନ୍ତୁ ଜାଣିବା ।
1, ପାଠ କୁ ସବୁ ସମୟ ରେ ସକାଳ ସମୟ ରେ ପଢିବା ପାଇଁ ଚେଷ୍ଟା କରନ୍ତୁ । ସକାଳ ସମୟ ରେ ପଢିବା ଦ୍ୱାରା ପାଠ ଭଲ ମନେ ରହି ଥାଏ । କିନ୍ତୁ ରାତି ସମୟରେ ପଢିଲେ ପାଠ ମନେ ରହି ନ ଥାଏ । ରାତି ସମୟ ରେ ପାଠ ପଢିବା ପାଇଁ ଭଲ ଲାଗି ଥାଏ , କିନ୍ତୁ ଏହା ସ୍ୱାସ୍ଥ୍ୟ ପକ୍ଷେ ମଧ୍ୟ କ୍ଷତି କାରକ ଅଟେ ।
2, ପାଠ ପଢିବା ପୂର୍ବରୁ ଗାୟତ୍ରୀ ମନ୍ତ୍ର ଉଚ୍ଚାରଣ କରି ପାଠ ପଢିବା ଆରମ୍ଭ କରନ୍ତୁ । ଗାୟତ୍ରୀ ମନ୍ତ୍ର କରିବା ଦ୍ୱାରା ମନ ରେ ଗୋଟେ ସକାରାତ୍ମକ ଚିନ୍ତା ଧାରା ସୃଷ୍ଟି ହୋଇ ଥାଏ । ଯାହା ଫୋଳରେ ପାଠ ବହୁତ ଭଲ ମନେ ରହି ଥାଏ ।
3, ପାଠ କୁ ସବୁ ସମୟ ରେ ଗପ ଭଳି ପଢନ୍ତୁ ପାଠ ମନେ ରହି ଥାଏ । ଯେତେ ବେଳେ ଆମେ ଗଣିତ ପଢୁ ଥାଉ ସେତେ ବେଳେ ଟିକେ ପ୍ରେସର ରେ ପଢୁ ଥାଉ ସେଥି ପାଇଁ ପାଠ ମନେ ରହି ନ ଥାଏ । ତେଣୁ ପାଠ ଟିକୁ ଗପ ଭଳି ପଢନ୍ତୁ । ପୁରା ଏନଜୟ କରନ୍ତୁ ।
4, ପଢିବା ସମୟ ରେ ମେରୁ ଦଣ୍ଡ କୁ ପୁରା ସିଧା ରଖନ୍ତୁ । ଏହା କରିବା ଦ୍ୱାରା ମନ ପୁରା ସ୍ଥିର ହୋଇ ଥାଏ ଆଉ ସବୁ ପାଠ ମନେ ରହି ଥାଏ ।
5, ପ୍ରତି ଦିନ ପ୍ରାଣାୟମ ର ଅଭ୍ୟାସ କରନ୍ତୁ । ପାଞ୍ଚଟି ପ୍ରାଣାୟମ ଓମ ରୁ ଅଭ୍ୟାସ କରନ୍ତୁ । ଅନୁଲମ ବିଲମ, କପାଳ ଭାରତୀ , ଦେଖିବେ ଏହା କରିବା ଦ୍ୱାରା ମନ ସବୁ ସମୟ ରେ ସ୍ଥିର ହୋଇ ଯାଇ ଥାଏ । ଏହା ଆପଣ 30 ମିନିଟ ଅଭ୍ୟାସ କରନ୍ତୁ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।