
ଆଶ୍ଚର୍ଯ୍ୟ :ଦେଖନ୍ତୁ କୁନି ପାଦରେ ଜବରଦସ୍ତ ଡ୍ୟାନ୍ସ… ମାତ୍ର 4 ଘଣ୍ଟାରେ Million ରୁ ଅଧିକ ଲୋକ ଦେଖି ସାରିଲେଣି…
ଛୋଟ ପିଲା ମାନଙ୍କୁ କାହାକୁ ବା ଭଲ ଲାଗି ନ ଥାଏ | ସେମାନଙ୍କର କୋମଳ ମତି ମୁହଁଟି ଦେଖି ଦେଲେ ସମସ୍ତଙ୍କର ଦୁଃଖ ଲାଘବ ହୋଇ ଯାଇଥାଏ | ତୁନି ତୁନି କଥା କହି ସମସ୍ତଙ୍କର ମନ ମୋହି ନେଇ ଥାନ୍ତି | ସେଇଥି ପାଇଁ ତ ଛୋଟ ଛୁଆ ମାନଙ୍କୁ ଫୁଲ ସହିତ ତୁଳନା କରା ଯାଇଥାଏ | ସେମାନେ ହେଉଛନ୍ତି ନିଷ୍ପାପ | ଗୋଟିଏ ଘର ଟିକି ପିଲାଟିଏ ରହିଲେ ସେହି ଘର ପୁରିଲା ପୁରିଲା ଲାଗିଥାଏ |ଘରଟି ହସ ମଜାରେ ଭରି ଯାଇ ଥାଏ | ଏବଂ ସେହି ପିଲା ମାନେ ବଡ ହେଲା ପରେ କେତେ କଣ ଶିକ୍ଷା ଲାଭ କରିଥାନ୍ତି ଓ ନିଜର ବାପା ମାଙ୍କ ସ୍ୱପ୍ନକୁ ସାକାର କରିଥାନ୍ତି |
ଭଗବାନ ପ୍ରତ୍ୟେକ ମଣିଷଙ୍କୁ କିଛି ନା କିଛି କଳା ଦେଇଥାନ୍ତି ଯାହାଦ୍ୱାରା ସେ ସମସ୍ତଙ୍କ ପାଖରେ ପରିଚିତ ହୋଇ ପାରି ଥାଏ | ଏହି ସବୁ ଗୁଣ ଦ୍ୱାରା ଯଦି କେହି କିଛି ଭଲ କାମ କରିଥାନ୍ତି ତାହେଲେ ଲୋକ ତାଙ୍କର ପ୍ରଶଂସା କରନ୍ତି | କିନ୍ତୁ ଆମେ ବହୁତ କମ କ୍ଷେତ୍ରରେ ଦେଖିବାକୁ ପାଇଥାଉ ଯେ କେତେକ ପିଲା ବା କୌଣସି ବ୍ୟକ୍ତି ଅସାଧାରଣ କାମ କରିଥାନ୍ତି ଯାହା କି ସାଧରଣ ବ୍ୟକ୍ତି ବିଶେଷଙ୍କ ପାଖରେ ସମ୍ଭବ ନୁହେଁ |ଏବଂ ତାହାକୁ ଆମେ ଭଗବାନଙ୍କର ପ୍ରଦତ୍ତ ଏକ ଶକ୍ତି ବୋଲି ବିଶ୍ୱାସ କରିଥାଉ |
ସୋସିଆଲ ମିଡିଆରେ କିଏ ଗୀତ ମାଧ୍ୟମ ରେ ତ ଆଉ କିଏ ନାଚ ମାଧ୍ୟମ ରେ ତ ଆଉ କିଏ ନିଜ ଜୀବନ ଶୈଳୀ କୁ ଭିଡ଼ିଓ କରି ସୋସିଆଲ ମିଡ଼ିଆ ଜଗତ ରେ ପ୍ରିୟ ର ପାତ୍ର ହୋଇ ପାରିଥାନ୍ତି ଏବଂ ଏହି ସବୁ ଦ୍ୱାରା ଆମର କେତେକ ଦୁଶ୍ଚିନ୍ତା ମଧ୍ୟ ଦୂର ହୋଇଥାଏ | ତେବେ ଖାସ କରି ଛୋଟ ପିଲା ଙ୍କର କିଛି ଭିଡ଼ିଓ ସାମ୍ନା କୁ ଆସିଲେ ତାହା ଖୁବ ନିଆଁରା ଲାଗି ଥାଏ କାରଣ ତାଙ୍କ କଥାରେ ବି ସେଭଳି ଢଙ୍ଗୀ ଥାଏ ଯାହା ଖୁବ ଆକର୍ଷିତ କରି ଥାଏ | କିନ୍ତୁ ଆଜି ଏକ ଏଭଳି କୁନି ପିଲା ଟି ସମ୍ପର୍କ ରେ ଜଣାଇବୁ ଯାହା ଆପଣ କେବେ ହେଲେ ଦେଖି ନଥିବେ |
ଏକ ଭିଡିଓରେ ଦେଖିବାକୁ ମିଳୁଛି କି ଛୋଟ କୁନି ପୁଅଟେ ଯାହାକୁ ଦୁଇରୁ ତିନି ବର୍ଷ ହୋଇ ଥିବ | ସେ କୌଣସି ଏକ ଫୋଙ୍କସନରେ ମାଇକ ଆଗରେ ଏକ ଗୀତର ତାଳରେ ତାଳ ଦେଇ ନାଚୁଅଛି | ଏବଂ ତାହାର ନାଚଟି ଦେଖିଲେ ଆପଣ ମଧ୍ୟ ଚକିତ ହେଇଯିବେ କାରଣ ଏତେ କମ ବୟସର ପିଲା ବହୁତ ସୁନ୍ଦର ଗୀତର ତାଳକୁ ବୁଝି ନୃତ୍ୟ କରୁଅଛି |
ସେ ଏହି ଗୀତରେ ଏମିତି ନାଚୁଅଛି ଯେ ତାହାର ଅନ୍ୟ କୋଉଁ ଆଡେ ନଜର ନାହିଁ | ଏହି ଭିଡିଓଟି ଏବେ ଇଣ୍ଟେର୍ନେଟରେ ଭାଇରଲ ହେବାରେ ଲାଗିଛି | ମାତ୍ର କିଛି ସମୟ ଭିତରେ ଏହାକୁ ବହୁତ ଲୋକ ଦେଖିବା ସହ ସେୟାର ମଧ୍ୟ କରୁଛନ୍ତି | ଏହି ଭିଡିଓଟି ଦେଖି ଲୋକ ମାନେ ବହୁତ ଖୁସି ହେଉଥିବା ବେଳେ ପିଲାଟି ଏକ ଭଲ ଡାନ୍ସର ହେବାର କମେଣ୍ଟ କରୁଛନ୍ତି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।