
କେବଳ ୫ ମିନିଟରେ ଗମ୍ଭୀର ରୁ ଗମ୍ଭୀର ମୁଣ୍ଡବିନ୍ଧା ଗାଏବ ହୋଇଯିବ |୧୦୦% ଗ୍ୟାରେଣ୍ଟି
ଅଧିକ କାର୍ଯ୍ୟର ଚାପ ବା ଯେ କୌଣସି କାରଣରୁ ଲୋକ ମାନଙ୍କର ମୁଣ୍ଡ ବିନ୍ଧି ଥାଏ | ଏହା ଏକ ବଡ ସମସ୍ୟାର କାରଣ ହୋଇ ନ ଥାଏ କିନ୍ତୁ କେତେକ କ୍ଷେତ୍ରରେ ଏହା ବହୁତ ବିରକ୍ତିକର ହୋଇ ଥାଏ | ଏକ ପ୍ରାଥମିକ ମୁଣ୍ଡ ବିନ୍ଧା ବା ମୁଣ୍ଡ ଯନ୍ତ୍ରଣା ଏକ ସମ୍ବେଦନଶୀଳ ସଂରଚନାର ଲକ୍ଷଣ ହୋଇ ଥାଏ | ଏହା କିନ୍ତୁ ଅନ୍ତର୍ନିହିତ ରୋଗର ଲକ୍ଷଣ ହୋଇ ନ ଥାଏ | ଆପଣଙ୍କ ମସ୍ତିଷ୍କରେ ଘେରି ରହିଥିବା ସ୍ନାୟୁ ଗୁଡିକ ବେଳେ ବେଳେ ଅଧିକ ଚାପ ଫଳରେ ବିନ୍ଧିବାକୁ ଆରମ୍ଭ ହୋଇ ଥାଏ |
ସେଥି ପାଇଁ ଆଜି ଆମେ ଆପଣଙ୍କୁ ଏମିତି ଦୁଇଟି ଘରୋଇ ଉପଚାର ବିଷୟରେ ଜଣାଇ ବାକୁ ଯାଉଛୁ ଯାହା ଦ୍ୱାରା ଆପଣଙ୍କ ମୁଣ୍ଡ ବିନ୍ଧା ବହୁତ କମ ସମୟ ମଧ୍ୟରେ ଭଲ ହୋଇ ଯିବ | ଏହି ଉପଚାର ଦୁଇଟି ସମ୍ପୂର୍ଣ ରୂପେ ଏକ ପ୍ରାକୃତିକ ଘରୋଇ ଉପଚାର ଅଟେ | ଏଥିରେ କୌଣସି ସାଇଡ ଏଫେକ୍ଟ ନାହିଁ | ତେବେ ଆସନ୍ତୁ ଜାଣିବା ସେ ସମ୍ପର୍କରେ |
ଉପଚାର 1:-
ଆବଶ୍ୟକ ଉପକରଣ :-
1. ଅଦା ରସ
2. ଲବଙ୍ଗ
3. ମହୁପ୍ରସ୍ତୁତି ପ୍ରଣାଳୀ :-ପ୍ରଥମେ ଏକ ଅଦାକୁ ନେଇ ଭଲ ଭାବେ ଧୋଇ ଚୋପା ଛଡାଇ ଦିଅନ୍ତୁ | ଏହାକୁ ଛୋଟ ଛୋଟ ଖଣ୍ଡରେ କାଟି ଭଲ ଭାବେ ଛେଚି ରସ ବାହାର କରି ନିଅନ୍ତୁ | ଏଥିରୁ ଦୁଇ ଚାମଚ ରସ ଏକ ପାତ୍ରରେ ନେଇ ନିଅନ୍ତୁ | ତା ପରେ ଏଥିରେ ଦୁଇଟି ଲବଙ୍ଗ ମିଶାଇ ଦିଅନ୍ତୁ | ଲବଙ୍ଗଟିକୁ କିଛି ସମୟ ଭିଜାଇ ରଖିବା ପରେ ଏଥିରେ ଏକ ଚାମଚ ମହୁ ମିଶାଇ ଦିଅନ୍ତୁ | ଏହାକୁ ଭଲ ଭାବେ ମିଶାଇ ଦେଲା ପରେ ଏହି ଉପଚାରଟି ପ୍ରସ୍ତୁତ ହୋଇ ଗଲା |
ବ୍ୟବହାର :-ଏହି ଉପଚାରଟିକୁ ଖାଲି ପେଟରେ ଦିନକୁ ଥରେ ମାତ୍ର ଖାନ୍ତୁ | ଏହା ଆପଣଙ୍କର ମୁଣ୍ଡ ବିନ୍ଧା ସହିତ ଦେହ ଦରଜ ହେବା ବା ଥଣ୍ଡା ଜ୍ୱର ଭଳି ସମସ୍ୟା ଦୂର ହୋଇ ଯିବ |
ଉପଚାର :-2
ଆବଶ୍ୟକ ଉପକରଣ :-
1.ଅଦା ରସ
2. ଡାଲଚିନି ଗୁଣ୍ଡପ୍ରସ୍ତୁତି ପ୍ରଣାଳୀ :-ଆପଣଙ୍କ ରୋଷେଇ ଘରେ ଏହି ଜିନିଷ ଅତି ସହଜରେ ମିଳି ଯିବ | ପ୍ରଥମେ ଏକ ଅଦାକୁ ନେଇ ଭଲ ଭାବେ ଧୋଇ ଚୋପା ଛଡାଇ ଦିଅନ୍ତୁ | ଏହାକୁ ଛୋଟ ଛୋଟ ଖଣ୍ଡରେ କାଟି ଭଲ ଭାବେ ଛେଚି ରସ ବାହାର କରି ନିଅନ୍ତୁ | ଏଥିରୁ ଦୁଇ ଚାମଚ ରସ ଏକ ପାତ୍ରରେ ନେଇ ନିଅନ୍ତୁ |ଏଥିରେ ଏକ ଚାମଚ ଡାଲଚିନି ଗୁଣ୍ଡ ଭଲ ଭାବରେ ମିଶାଇ ଦିଅନ୍ତୁ | ଏବେ ଆପଣଙ୍କ ଏହି ରେମେଡି. ମଧ୍ୟ ବନି ପ୍ରସ୍ତୁତ ହୋଇ ଗଲା |
ବ୍ୟବହାର :-ଆପଣଙ୍କୁ ଏହାକୁ ଖାଇବାର ଆବଶ୍ୟକତା ନାହିଁ | ମୁଣ୍ଡ ବିନ୍ଧା ସମୟରେ ଆପଣ ଏହାକୁ ନେଇ ବିନ୍ଧୁଥିବା ସ୍ଥାନରେ ଲଗାଇ ଦିଅନ୍ତୁ | ଏହି ଉପଚାରକୁ ମାତ୍ର ପାଞ୍ଚ ମିନିଟ ଲଗାଇ ରଖି ଦିଅନ୍ତୁ | କିଛି ସମୟ ପରେ ଆପଣଙ୍କ ମୁଣ୍ଡ ବିନ୍ଧା ଉଭେଇ ଯିବ |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।