ସବୁ ସମୟ ଖବର ସାଥିରେ

viral ଭିଡ଼ିଓ – ସ୍କୁଲ ଯାଉଥିବା ଝିଅ କୁ ରାସ୍ତାରୁ ଉଠେଇନେଲା ଯୁବକ ପରେ ଯାହା ଘଟିଲା ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ ,ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ !

0 42

ନାବାଳିକା ସ୍କୁଲ ଯାଉ ଥିବା ସମୟ ରେ ଯୁବକ ଜଣକ ଉଠାଇ ନେଇ ଥିଲା । ଆଉ ତା ପରେ ସେ ତାକୁ ଗୋଟେ ଘରେ ରଖି ଥିଲା । ଏମିତିକା ଦୃଶ୍ୟ ଦେଖିବା ପାଇଁ ମିଳିଛି ଖର୍ଦ୍ଧା ଜିଲ୍ଲାର ପିଙ୍ଗିରି ବ୍ଲକ ଅନ୍ତର୍ଗତ ସାଧିଆ ଗ୍ରାମ ରେ ଦେଖିବା ପାଇଁ ମିଳି ଥିଲା । ଘଟଣା ସ୍ଥଳ ରେ ଝିଅ ଟି ସ୍କୁଲ ଯାଉ ଥିବା ସମୟ ରେ ତାକୁ ଜଣେ 22 ବର୍ଷୀୟ ଯୁବକ ଉଠାଇ ନେଇ ଥିଲା , ଆଉ ତା ପରେ ତାକୁ ଗୋଟେ ଘରେ ରଖି ଥିଲା ।

ଯାହା ଫୋଳରେ ଝିଅ ଟି ବହୁତ କାନ୍ଦି ଥିଲା । ତେବେ ତାଙ୍କ ଘର ଲୋକ ଖୋଜି ତାଙ୍କୁ ପାଇ ଯାଇ ଥିଲେ । ଆଉ ତା ପରେ ସେହି ଯୁବକ ଟିକୁ ନିସ୍ତୁକ ମାଡ଼ ମାରି ଥିଲେ। ତେବେ ସେହି ଟୋକା ଟିକୁ ଧରି ପ୍ରଥମେ ଗୋଟେ ଖୁଣ୍ଟ ରେ ବାନ୍ଧି ଦେଇ ଥିଲେ ଆଉ ତା ପରେ ତାକୁ ପିଟିବା ଷ୍ଟାର୍ଟ କରି ଥିଲେ । ତେବେ ତାଙ୍କ ଗ୍ରାମ ର ମହିଳା ମାନେ ତାଙ୍କୁ ଚପଲ ଓ ବାଡ଼ି ରେ , ଯିଏ ଯେଉଁ ଟାରେ ପାରିଲା ପିଟି ଚାଲି ଥିଲେ

ତେବେ ମହିଳା ମାନେ ଏତେ ପିଟି ଥିଲେ । ଲୋକ ଟିର ଦେହ ରକ୍ତାକ୍ତ କରି ଦେଇ ଥିଲେ । ଲୋକଟି ର ଗୋଡ଼ ହାତ ବାନ୍ଧି ଦେଇ ଥିବାରୁ ସେ କୁଆଡେ ମଧ୍ୟ ଖସି ଯାଇ ପାରି ନ ଥିଲା । ସେଥି ପାଇଁ ଗାଁ ଲୋକ ମାନେ ଯିଏ ଯେମିତି ପାରିଲା ସେମିତି ପିଟି ଦେଇ ଥିଲେ । ତେବେ ଲୋକ ଟିର ସେହି କରୁଣ ଚିତ୍କାର ସୁଣିଲେ ଆପଣ ମାନେ କେବେ ଖରାପ କାମ କରିବେ ନାହିଁ । ତେବେ ଲୋକ ଟି କହୁ ଥିଲା ।

ମୋ ଗୋଡ଼ …. ବହୁତ ବଥା କରୁଛି , ମୋତେ ଛାଡ଼ି ଦିଅ । ହେ…. ମା ମାଉସୀ ମୋର ଭୁଲ ହୋଇ ଯାଇଛି , ମୋତେ ଛାଡ଼ି ଦିଅ । ତେବେ ସେହି ସମୟ ରେ ପୋଲିସ ଆସି ତାଙ୍କୁ ଉଦ୍ଧାର କରି ଥିଲେ । ଆଉ ତାକୁ ଥାନା କୁ ନେଇ ଯାଇ ଥିଲେ । କିନ୍ତୁ ଲୋକ ଟି ବହୁତ ବିକଳ ହୋଇ କାନ୍ଦୁ ଥିଲା ।


ତେଣୁ ଆପଣ ମାନେ ଏମିତି କିଛି ଭୁଲ କରନ୍ତୁ ନାହିଁ । ଯେମିତି ଆପଣଙ୍କ ଇଜତ ଯିବା ସହିତ ଆପଣଙ୍କ ବାପା ଙ୍କର ଇଜତ ମଧ୍ୟ ଚାଲି ଯିବ । ଜୀବନ ରେ ତ ଆପଣ ଦିନେ ନା ଦିନେ ବିବାହ କରିବେ , ଏହା ତ ସତ୍ୟ ।

କିନ୍ତୁ ତା ପୂର୍ବରୁ ଏମିତି କିଛି ଖରାପ କାମ କରନ୍ତୁ ନାହିଁ । ଯେଉଁଥି ପାଇଁ ଆପଣଂକୁ ଦିନେ ଝିଅ ବିବାହ କରିବା ପାଇଁ ମନା କରି ଦେବେ । ତେବେ ନିଜ ସୁରକ୍ଷା ନିଜ ହାତ ରେ , ଖରାପ କାମ କରି ମାଡ଼ ଖାଇଲେ କେହି ଆପଣଂକୁ ସାହାର୍ଯ୍ୟ କରିବେ ନାହିଁ । ତେଣୁ ସାବଧାନ ରୁହନ୍ତୁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।