ସବୁ ସମୟ ଖବର ସାଥିରେ

shocking ଭିଡ଼ିଓ – ସ୍କୁଲ ଭିତରେ ଛାତ୍ରୀଙ୍କୁ ଜବରଦସ୍ତି lip kiss କଲେ ଶିକ୍ଷ୍ୟକ ,ଭିଡ଼ିଓ ଦେଖିଲେ ମୁଣ୍ଡ କାମ କରିବନି ,ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ !

0 59

ଗୁରୁ କହିଲେ ଆମେ ଦ୍ୱିତୀୟ ଭଗବାନ ବୋଲି ମାନି ଥାଉ । ଗୁରୁ ଆମକୁ ଭଲ ମାର୍ଗ ଦେଖାଇ ଥାନ୍ତି । ଗରୁ ଆମକୁ ସମାଜ ରେ କେମିତି ମୁଣ୍ଡ ଟେକି ଚାଲି ହେବ ତାହା ଆମକୁ ଶିଖାଇ ଥାନ୍ତି । କିନ୍ତୁ ସେହି ଗୁରୁ ଯୋଦି ଆମକୁ ଖରାପ ରାସ୍ତା ରେ ଯିବା ପାଇଁ ବଧ୍ୟ କରନ୍ତି । ତାହାଲେ ଏ ସମାଜ କାହାକୁ ଗୁରୁ ବୋଲି ମାନିବ । କଥା ରେ ଅଛି ଗୁରୁ ବ୍ରହ୍ମା ଗୁରୁ ବ୍ରିଷ୍ଣୁ ଗୁରୁ ଦେଵ ମହେଶ୍ବର … ଗୁରୁ ସାକ୍ଷାତ ପରମ ବ୍ରହ୍ମ ତସମେଶ୍ରୀ ଗୁରବେ ନମଃ ।

କିନ୍ତୁ ଆଜି ଜଣେ ଗୁରୁ ପାଇଁ ସାରା ଓଡିଶା ର ଗୁରୁ ବଦନାମ ହେବା ସହିତ ସାରା ଭାରତ ର ଗୁରୁ ମଧ୍ୟ ବଦନାମ ହେବାକୁ ଯାଉ ଛନ୍ତି । ବିଦ୍ୟାଳୟ ହେଉଛି ଆମ ପାଇଁ ଶିକ୍ଷା ର ମନ୍ଦିର । ସେହି ଶିକ୍ଷା ର ମନ୍ଦିର ରେ ଗୁରୁ ହେଉ ଛନ୍ତି ଭଗବାନ ।

ତେବେ ଆଜିର ଘଟଣା ଏକ ଏମିତି ଘଟଣା ଯେ କେହି ବି ଏହି ଘଟଣା ଶୁଣିବ ସେ ତାର ପିଲା କୁ କେବେ ହେଲେ ଶିକ୍ଷା କେନ୍ଦ୍ର କୁ ଛାଡିବ ନାହିଁ । ତେବେ ଆସନ୍ତୁ ଘଟଣା ଟି ବିଷୟ ରେ ଜାଣିବା
ତେବେ ଘଟଣା ଟି ହରିୟାଣା ରେ ଘଟି ଥିବାର ସୂଚନା ମିଳୁଛି । ତେବେ ଗୋଟିଏ ପ୍ରାଇଭେଟ ସ୍କୁଲ ରେ ଏହି ଘଟଣା ଟି ଘଟି ଥିଲା । ଗୋଟିଏ ରୁମ ରେ ଗୋଟେ ଝିଅ ଥିବା ସମୟ ରେ ଶିକ୍ଷକ ଯାଇ , ଝରକା କବାଟ ମାରି ଦେଇ ଝିଅ ଟିକୁ ଅତ୍ରିକ୍ତ ଆକାର ରେ ଉଠାରେ ଚୁମ୍ବନ ଦେଇ ଥିଲା ।

ଝିଅ ଟି ମଧ୍ୟ ତାର ଇଜତ କୁ ବଞ୍ଚାଇ ବାକୁ ଯାଇ ସେ ତାର ଶିକ୍ଷକ କୁ କିଛି କହି ନ ଥିଲା । ବିରଧ ମଧ୍ୟ କରି ନ ଥିଲା । ସେ ବିରଧ କରି ଥିଲେ ଯଦି ସାର ତାର ମାର୍କ କୁ କାଟି ଦେଇ ଥାନ୍ତେ ସେଥି ପାଇଁ ବଧେ କିଛି କହି ନ ଥାଇ ପାରେ । ନହେଲେ ଝିଅ ର ଇଛା ଅଛି ହେଲେ ନାଇଁ ନାଇଁ କରୁଛି ।

ତେବେ ଭିଡିଓ ଟିକୁ ଦେଖିଲେ ଲାଗୁଚି । ଝିଅ ସାର ଙ୍କୁ କିଛି କହି ନାହିଁ । ଝିଅ ମଧ୍ୟ ସେମିତି କିସ ମାରି ଚାଲି ଥିଲା । ହେଲେ ମଧ୍ୟ ଗୋଟେ ସାର ର ଏତେ ସାହସ ହେବ କେମିତି । ଯଦି ଗୋଟେ ଝିଅ ସହଜଗ ନ କରି ଥିବ ତାହାଲେ ସାର ତା ଦେହରେ ହାତ ଦେଇ ପାରିବେ ନାହିଁ ।

ଭିଡିଓ ଟିରେ ଦେଖିବା ପାଇଁ ମିଳୁଛି ଝିଅ କିଛି ପାଟି ଫିଟାଇ ନାହିଁ । ତେବେ ସମାଜ ଏତେ ତଳକୁ ଖସି ଗଲାଣି ତାହା ଆପଣ ଭାବି ପାରିବେ। ଏଠି କିଏ କାହା ସହିତ କଣ କରୁଛି ତାହା ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇ ଯିବେ । ଏଠି ସମ୍ପର୍କ ବୋଲି କିଛି ନାହିଁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।