ସବୁ ସମୟ ଖବର ସାଥିରେ

Viral ଭିଡ଼ିଓ -ରାତି ୮ଟା ରେ ମୋ ବୋହୂ କଦଳୀ ଗଛ ପାଖକୁ କାହିଁକି ଯାଏ ? ଦେଖନ୍ତୁ CCTV ଭିଡ଼ିଓ…

0 17

ବାପା ମା ଙ୍କ ଠାରୁ ବଡ଼ ଯୁଦ୍ଧା ଆଉ କେହି ବି ହୋଇନଥାନ୍ତି, ସେ ତାଙ୍କ ର ସଂତାନ ପାଇଁ କିଛି ବି କରିପାରେ ।ସେ ତାର ଛୁଆ ପାଇଁ ସେ ନିଜ ଜୀବନ ଦେଇ ବି ପାରେ ଆଉ ଯମ ଠାରୁ ନିଜ ଛୁଆ ର ଜୀବନ ଛଡେଇ ଆଣିପାରେ।

ପିଲା ର ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ସବୁକିଛି ସେ ନିଜ ଦାୟିତ୍ବ ରେ କରିଥାଏ ଆଉ ତାର ଶେଷ ନିଶ୍ୱାସ ପର୍ଯ୍ୟନ୍ତ ପିଲା ମାନଙ୍କ ର ମଙ୍ଗଳ ପାଇଁ ପ୍ରାର୍ଥନା କରିଥାଏ। ମାତ୍ର ବର୍ତ୍ତମାନ ର ପିଲା ମାନେ ମା ବାପା ଙ୍କର ସେହି ଭଲ ପାଇବା ଓ ତ୍ୟାଗ କୁ ଭୁଲିଯାଇଥାନ୍ତି।ଆଉ ସେହି ବାପ ମା ବୟସ୍କ ହୋଇଗଲା ପରେ ତା ଉପରେ ଆରମ୍ଭ କରି ଦେଇଥାନ୍ତି ଅକଥନିୟ ଅତ୍ୟାଚାର।

ତେବେ ବନ୍ଧୁଗଣ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଏହିପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଯାହାକୁ ଦେଖିଲେ ଆପଣ ଙ୍କର ହୃଦୟ କାନ୍ଦି ଉଠିବ। ଆପଣ ବିଶ୍ୱାସ କରିପାରିବେ ନାହିଁ କି ଜଣେ ପୁଅ କୁ ବାପ ଦିନେ ନିଜେ ନଖାଇ ଖୁଆଉ ଥିଲା ଯେଉଁ ବୋହୁ କୁ ସେ ଘରର ସୁଖ ଶାନ୍ତି ପାଇଁ ଆଣିଥିଲା ସେ ହିଁ ତାକୁ ଏହିଭଳି ନର୍କ ଯନ୍ତ୍ରଣା ଦେବ ବୋଲି। ତେବେ ଏହିଭଳି ଏକ ଦୃଶ୍ୟ ସୋସିଆଲ ମିଡ଼ିଆ ରେ ଭାଇରାଲ ହେଉଛି ଯେଉଁ ଠାରେ ଜଣେ ପୁଅ ଓ ବୋହୁ ଅତି ନିର୍ଦ୍ୱୟ ହୋଇ ବୁଢା ବାପା ମା ଙ୍କୁ ଘରୁ ବାହାର କରି ଦେଇଛନ୍ତି।

ଖାଲି ଏତିକି ନୁହେଁ ବରଂ ଉଭୟ ବାପା ଓ ମା ଙ୍କ ନାମରେ ଥାନା ରେ ଅଭିଯୋଗ ମଧ୍ୟ କରିଛନ୍ତି କି , ବୁଢା ଶାଶୂ ଶଶୁର କାଳେ ବୋହୁ କୁ ମାନସିକ ଓ ଶାରୀରିକ ନିର୍ଯ୍ୟାତନା ଦେଉଛନ୍ତି। ଆଉ ବର୍ତ୍ତମାନ ବୁଢା ବୟସ ରେ ବାପା ମା ଗାଁ ଦାଣ୍ଡ ରେ ବେସାହାରା ହୋଇ ବୁଲୁଛନ୍ତି। ତେବେ ବୁଢ଼ୀ ମା ଜଣଙ୍କ କହିଛନ୍ତି କି ପୁଅ ବାହା କରିବାର ଏକ ବର୍ଷ ପରେ ତାଙ୍କର ଏହି ଦୁର୍ଦ୍ଦଶା ଆରମ୍ଭ ହୋଇଛି ଆଉ ୫ ବର୍ଷ ହେବ ସେମାନେ ଏହିପରି କଷ୍ଟ ଭୋଗି ଭୋଗି ବଞ୍ଚୁଛନ୍ତି।

ତେବେ ବୁଢା ବାପ କହିଛନ୍ତି କି , ସବୁଦିନ ରାତ୍ରି ୮ ଟାରେ ବୋହୁ ଯାଇ କଦଳୀ ଗଛ ମୂଳରେ ବସୁଥିଲା ଆଉ ମୁଁ ସେହି କଥା କହିବାରୁ ମୋର ଭୁଲ ହୋଇଗଲା। ପୁଅ ବି ବୁଝିଲାନି ସିଧା ଯାଇ ଥାନା ରେ ଅଭିଯୋଗ କରିଦେଲା ଆଉ ଆମକୁ ଘରୁ ବାହାର କରିଦେଲେ। କିନ୍ତୁ ଆପଣ ପୁରା ଅଞ୍ଚଳରେ ଯାଇ ପଚାରି ବୁଝନ୍ତୁ ଆମେ କେମିତିକା ମଣିଷ ଆମକୁ ସମସ୍ତେ ଭଲ ପାଇଥାନ୍ତି ।

ହେଲେ ବର୍ତ୍ତମାନ ଦାଣ୍ଡ ର ଭିକାରୀ ଆମେ ଦୁହେଁ କଣ କରିବା ଭାଗ୍ୟ କୁ ଆଦରି ଏହିପରି ରହିଛୁ। ତେବେ ବନ୍ଧୁଗଣ ନିଜ ବାପା ମା ଙ୍କ ସହ କେବେ ବି ଏହିପରି ଖରାପ ବ୍ୟବହାର କରନ୍ତୁ ନାହିଁ। ସେମାନେ ନଥିଲେ ତୁମ ର କିଛି ମାନେ ହିଁ ନାହିଁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।