
Jyotisha Shastra – ଦୀର୍ଘ 265 ବର୍ଷ ପରେ ଆଜି ଠାରୁ ଏହି ୫ଟି ରାଶି ରାଜା ଭଳି ଜୀବନ କାଟିବେ
ହିନ୍ଦୁ ଧର୍ମରେ ଜ୍ୟୋତିଷ ଶାସ୍ତ୍ରକୁ ଖୁବ୍ ପ୍ରାଧାନ୍ୟ ଦିଆ ଯାଇଥିଏ।ଜ୍ୟୋତିଷ ଶାସ୍ତ୍ର ଅନୁସାରେ ରାଶି ନକ୍ଷତ୍ର ମାନେ ମନୁଷ୍ୟ ଜୀବନ ସହିତ ଜଡିତ ହୋଇ ରହିଥାନ୍ତି। ତେବେ ଗ୍ରହ ମାନଙ୍କ ଚଳନରେ ପରିବର୍ତ୍ତନ ହେବା ପାଇଁ ଯାଉଛି ଯାହା ଫଳରେ ସମସ୍ତ ବ୍ୟକ୍ତି ମାନଙ୍କ ଉପରେ ଏହାର ପ୍ରଭାବ ପଡ଼ିବା ପାଇଁ ଯାଉଛି। ଯଦି ଆପଣଙ୍କ ରାଶିରେ ଗ୍ରହ ମାନଙ୍କ ଚଳନ ଠିକ୍ ରହିଥାଏ ତେବେ ଆପଣଙ୍କ ଉପରେ ସକାରାତ୍ମକ ପ୍ରଭାବ ପଡିଥାଏ।
କିନ୍ତୁ ଯଦି ଆପଣଙ୍କ ରାଶିରେ ଗ୍ରହ ମାନଙ୍କ ଚଳନ ଠିକ୍ ରହି ନଥାଏ ତେବେ ସେହି ବ୍ୟକ୍ତି ମାନଙ୍କ ଉପରେ ନକାରାତ୍ମକ ପ୍ରଭାବ ପଡିଥାଏ। ସେମାନଙ୍କ ଜୀବନକୁ ବିଭିନ୍ନ ପ୍ରକାର ସମସ୍ୟା ମାଡ଼ି ଆସିଥାଏ। ସେଥି ପାଇଁ ବ୍ୟକ୍ତି ଜୀବନରେ ରାଶି ଓ ନକ୍ଷତ୍ର ମାନଙ୍କର ବହୁତ୍ ମହତ୍ତ୍ୱ ରହିଥାଏ।ତେବେ ଆଗାମୀ ଦିନରେ ଗ୍ରହ ମାନଙ୍କ ଚଳନ ପରିବର୍ତ୍ତନ କାରଣରୁ ୫ ଗୋଟି ରାଶିର ବ୍ୟକ୍ତି ଜୀବନରେ ଏମିତି ପରିବର୍ତ୍ତନ ଆସିବା ପାଇଁ ଯାଉଛି ଯାହା ଆପଣ କେବେବି କଳ୍ପନା କରି ନଥିବେ। ତେବେ ଆସନ୍ତୁ ସେହି ୫ ଗୋଟି ରାଶି ବିଷୟରେ ଜାଣିବା ଏବଂ ସେମାନଙ୍କ ଭାଗ୍ୟରେ କଣ ସବୁ ବଡ ପରିବର୍ତ୍ତନ ହେବା ପାଇଁ ଯାଉଛି ତା ବାବଦରେ ମଧ୍ୟ ଜାଣିବା।
୧.ମେଷ ରାଶି:-ଏମାନଙ୍କ ଭାଗ୍ୟରେ ବିଶେଷ ପରିବର୍ତ୍ତନ ଦେଖିବାକୁ ମିଳିବ। ପାରିବାର ରେ ସୁଖ ଶାନ୍ତି ଲାଗି ରହିବ। ଏମାନଙ୍କ ଜୀବନରେ ଶୁଭ ସମୟର ଆଗମନ ହେବା ପାଇଁ ଯାଉଛି। ନୂଆଁ ନୂଆଁ ଲୋକଙ୍କ ସହିତ ବନ୍ଧୁତା ସ୍ଥାପନ ହେବ। ସ୍ବାସ୍ଥ୍ୟ ଭଲ ରହିବ।
୨. ସିଂହ ରାଶି:-ଏହି ରାଶିର ବ୍ୟକ୍ତି ଜୀବନରେ ଆସିବାକୁ ଯାଉଛି ବହୁତ୍ ବଡ ପରିବର୍ତ୍ତନ। ଏମିତି ପରିବର୍ତ୍ତନ ଦେଖିବାକୁ ମିଳିବ ଯାହା ଆପଣଙ୍କ ଆର୍ଥିକ ପରିସ୍ଥିତିରେ ଦୁଇଗୁଣା ସୁଧାର ଆଣିବ। ଜୀବନରେ ଖୁସିର ଆଗମନ ହେବା ପାଇଁ ଯାଉଛି।୩. ତୁଳା ରାଶି:-ତୁଳା ରାଶିର ବ୍ୟକ୍ତି ମାନେ ଖୁବ୍ ଶୀଘ୍ର ଧନୀ ହେବା ପାଇଁ ଯାଉଛନ୍ତି। ସମାଜରେ ମାନ ସମ୍ମାନ ପ୍ରାପ୍ତି ହେବ। ସ୍ବାସ୍ଥ୍ୟ ଭଲ ରହିବ। ଜୀବନ ସାଥୀ ସହିତ ଖୁସିରେ ସମୟ ଅତିବାହିତ କରିବେ।
୪. ଧନୁ ରାଶି:-ଧନୁ ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଆଗକୁ ସମୟ ଖୁବ୍ ଭଲ ରହିବ। ସନ୍ତାନ ସୁଖ ପାଇ ପାରିବେ। ବ୍ୟବସାୟ କ୍ଷେତ୍ରରେ ଖୁବ୍ ଲାଭବାନ ହେବେ। ଚାକିରୀ ଆଶାୟୀ ପ୍ରାର୍ଥୀମାନଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ଆସିବା ପାଇଁ ଯାଉଛି। ଯାହା ଆପଣଙ୍କ ଭାଗ୍ୟକୁ ବଦଳାଇ ଦେବ।୫. କୁମ୍ଭ ରାଶି:-କୁମ୍ଭ ରାଶିର ବ୍ୟକ୍ତି ମାନେ ଜୀବନରେ ଖୁବ୍ ଉନ୍ନତି କରିବା ପାଇଁ ଯାଉଛନ୍ତି। ଯେଉଁମାନେ ବହୁଦିନ ଧରି ଅବିବାହିତ ରହିଛନ୍ତି ସେମାନଙ୍କ ପାଇଁ ବିବାହ ଯୋଗ ବନୁ ଅଛି। ପାରିବାରରେ ସୁଖ ଶାନ୍ତି ବୃଦ୍ଧି ପାଇବ।ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।