
Jyotisha Shastra – ଦୀର୍ଘ 256 ବର୍ଷ ପରେ ଆସନ୍ତା କାଲିଠାରୁ ଏହି ୫ଟି ରାଶି ରାଜା ଭଳି ଜୀବନ କାଟିବେ… ଆସିବ ରାଜଯୋଗ !
କେତେବେଳେ କାହାର କୋଉଁ ଯୋଗ ଓ କୋଉଁ ସମୟ ପଡୁଛି ସେ ସବୁ ଜାଣିବା ପାଇଁ ଆମେ ଜ୍ୟୋତିଷ୍କ ବିଦ୍ୟା ଉପରେ ବିଶ୍ୱାସ କରିଥାଉ | ସେଇଥି ପାଇଁ ଆମେ ଆମର ଜାତକ ଜ୍ୟୋତିଷ୍କଙ୍କୁ ଦେଖାଇ ଥାଉ | ଏବଂ ଜ୍ୟୋତିଷ୍କ ଶାସ୍ତ୍ର ଅନୁଯାୟୀ ଗ୍ରହ ଓ ନକ୍ଷତ୍ର ମାନଙ୍କର ଚଳଣିରେ ପରିବର୍ତନ ହେଲେ ତାହା ସମସ୍ତ ରାଶି ଉପରେ ପ୍ରଭାବ ପକାଇ ଥାଏ | କିଛି ରାଶି ଉପରେ ସୁପ୍ରଭାବ ପକାଇବା ଯୋଗୁଁ ସେମାନଙ୍କର ଭଲ ଫଳ ପ୍ରାପ୍ତ ହୋଇଥିବା ବେଳେ ଅନ୍ୟ କିଛି ରାଶି ଉପରେ କୁପ୍ରଭାବ ପକାଇ ଥାଏ ଯୋଉଁଥି ପାଇଁ ସେମାନଙ୍କର ଖରାପ ଘଟଣା ମାନ ଘଟି ଥାଏ |ତେବେ ବର୍ତ୍ତମାନ ସମୟରେ ଗ୍ରହ ମାନଙ୍କର ଚଳଣିରେ କିଛି ପରିବର୍ତ୍ତନ ଲକ୍ଷ୍ୟ କରା ଯାଉଛି ଯାହା ଫଳରେ କିଛି ରାଶିଙ୍କର ଭାଗ୍ୟ ବଦଳିବାକୁ ଯାଉଛି ଅର୍ଥାତ ସେମାନଙ୍କର ଭାଗ୍ୟ ସୁନା ଭଳି ଚମକିବ | ସେମାନଙ୍କର ସମସ୍ତ ମନ କାମନା ପୂରଣ ହେବାକୁ ଯାଉଛି | ଯାହା ଫଳରେ ସେମାନେ ସେମାନଙ୍କ ଜୀବନର ପ୍ରତ୍ୟେକ କାମରେ ସଫଳତା ଅର୍ଜନ କରିବେ ଓ ଧନବାନ ହୋଇ ପାରିବେ |ତେବେ ଆସନ୍ତୁ ଆମେ ଆଜି ଆପଣଙ୍କୁ ଜଣେଇବୁ ଏହି ଭାଗ୍ୟ ଚମକୁଥିବା ରାଶି ଗୁଡିକ କଣ କଣ ଅଟେ |
1. ସିଂହରାଶି :-ଗ୍ରହ ମାନଙ୍କ ପରିବର୍ତ୍ତନ ଫଳରେ ଏହି ରାଶିର ଲୋକ ମାନଙ୍କୁ ଧନର ଅଭାବ ରହିବ ନାହିଁ , ଏମାନେ ଅତି ଶୀଘ୍ର ହୋଇଯିବେ ଧନବାନ | ଏହି ରାଶିର ଲୋକ ମାନଙ୍କୁ ଚିନ୍ତା କରିବାର ଆବଶ୍ୟକତା ନାହିଁ | ଏମାନଙ୍କ ସମସ୍ତ ମନ କାମନା ଶନିଦେବ ପୂରଣ କରିବେ | କିନ୍ତୁ ଗୋଟିଏ କଥା ଧ୍ୟାନ ରଖିବେ ନିଜର କାମକୁ ମନ ଯୋଗ ସାହାଯ୍ୟରେ କରିବେ |
2.କନ୍ୟାରାଶି :-ଏହି ରାଶିର ଲୋକ ମାନଙ୍କର ଗ୍ରହ ଦୋଷ ଖଣ୍ଡନ ହେବାକୁ ଯାଉଛି | ଯାହା ଫଳରେ ସେମାନେ ସମସ୍ତ କାର୍ଯ୍ୟରେ ସୁଫଳ ଲାଭ କରିବେ |ଚାକିରୀ କ୍ଷେତ୍ରରେ ଥିଲେ ଆପଣଙ୍କର ଚାକିରୀ ନିଶ୍ଚିତ ହୋଇଯିବ | ଚାକିରୀରେ ଉପର ସ୍ତରକୁ ଯିବ ସହ ଅଚାନକ ଧନ ପ୍ରାପ୍ତିର ଯୋଗ ହୋଇପାରେ |
3.ବୃଷରାଶି :-ଏହି ରାଶିର ଲୋକ ମାନଙ୍କର ଯଦି ବିବାହ ପ୍ରସ୍ତାବ ଆସୁଥିବା ତେବେ ବିବାହ କାର୍ଯ୍ୟ କ୍ଷେତ୍ରରେ ସୁଫଳ ଲାଭ କରିବେ ଏବଂ ଆପଣଙ୍କ ଭାଗ୍ୟରେ ଉନ୍ନତି ପରିଲକ୍ଷିତ ହେବ |ଆପଣଙ୍କୁ ଅଚାନକ ଧନ ପ୍ରାପ୍ତିର ଯୋଗ ବନୁଅଛି | ଯଦି ଆପଣ କୌଣସି ବ୍ୟବସାୟ କରୁଛନ୍ତି ତେବେ ଆପଣଙ୍କୁ ବିଦେଶ ସ୍ଥାନକୁ ଗସ୍ତ କରିବାର ସୁଯୋଗ ମିଳି ପାରେ |4.କୁମ୍ଭରାଶି :-ଏହି ରାଶିର ବ୍ୟକ୍ତି ମାନେ ବହୁତ ବଡ ସଫଳତାର ଅଧିକାରୀ ହେବେ ହନୁମାନଜୀଙ୍କ କୃପାରୁ |ସବୁ ଦିଗରୁ ସୁଖ ଶାନ୍ତି ଓ ପ୍ରଚୁର ଧନ ପ୍ରାପ୍ତି ହେବାର ଯୋଗ ରହିଛି ଚାକିରୀ କ୍ଷେତ୍ରରେ ଉନ୍ନତି ଲାଭ କରିବେ ଓ ପାରିବାରିକ ଶାନ୍ତି ରହିବ | କିନ୍ତୁ ବେକାରୀ ଖର୍ଚ୍ଚ ଠାରୁ ଦୁରେଇ ରୁହନ୍ତୁ ଏହିପାଇଁ ସତର୍କ ରୁହନ୍ତୁ |
5.ବିଛାରାଶି :-ସଙ୍କଟ ମୋଚନଙ୍କ କୃପାରୁ ନିଜ ଜୀବନ ସାଥୀଙ୍କ ସହ ଆପଣଙ୍କ ସମ୍ବନ୍ଧ ଦୃଢ଼ ରହିବ ଏବଂ ଆପଣ ନୂଆ ଯାନବାହାନ କିଣିବା ପାଇଁ ମନ ବଳାଇ ପାରନ୍ତି | ଏହି ବର୍ଷ ଏହି ରାଶିର ଲୋକ ମାନଙ୍କର ତୀର୍ଥ ଭ୍ରମଣ କରିବାର ଯୋଗ ରହିଛି ଏବଂ ଆପଣଙ୍କ ପରିବାରରେ ସୁଖ ସମୃଦ୍ଧି ଲାଗି ରହିବ |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।