ସବୁ ସମୟ ଖବର ସାଥିରେ

Intresting GK Question – ଦିନରେ ଶୁଏ ରାତିରେ କାନ୍ଦେ ଯେତେ କାନ୍ଦିବ ସେତେ ଖାଇବ ? ସେ କିଏ ?

0 3

ବନ୍ଧୁଗଣ ବର୍ତମାନ ପ୍ରସନିକ ପରୀକ୍ଷା ବିଷୟରେ ଆପଣ ଜାଣିଥିବେ ନିଶ୍ଚିତ, ଜଣେ ପିଲା ପ୍ରଶାସନି କ୍ଷେତ୍ରରେ ଚାକିରୀ କରିବା ପାଇ ଦିନ ରାତି ଅନେକ ପରିଶ୍ରମ କରି ପାଠ ପଢୁଛି |ଏବେ ଯେଉଁ ଏଣ୍ଟ୍ରାନ୍ସ ପରୀକ୍ଷା ହେଉଛି ବହୁତ କଷ୍ଟକର ପ୍ରଶ୍ନ ଆସୁଛି ଯାହାକି ପିଲାମାନେ ତାହାର ଉତ୍ତର ଠିକ ଭାବରେ ଦେଇ ପାରୁ ନାହାନ୍ତି |ଜଣେ ପିଲା ଯଦି IAS ଓ OAS ପରୀକ୍ଷା ପାଇ ପ୍ରସ୍ତୁତ ହେଉଛି ତେବେ ତାହାକୁ ଅନେକ ପ୍ରଶ୍ନର ଉତ୍ତର ଜାଣିବାକୁ ପଡ଼ିବ ଯାହାଦ୍ଵାରା ସେ ଜୀବନରେ ଅନେକ ସଫଳତା ହାସଲ କରିବ |ମୁଁ ଆଜି ଆପଣକୁ କିଛି ପ୍ରଶ୍ନ ବିଷୟରେ କହିବି ଯାହା ଆପଣକୁ ନିଜର ଲକ୍ଷ୍ୟସ୍ଥଳରେ ପହଞ୍ଚାଇ ପାରିବ, ତେବେ ଆସନ୍ତୁ ଜାଣିବା ଏହିପରି କିଛି ପ୍ରଶ୍ନ ଗୁଡିକ ବିଷୟରେ |

1-ଦେହ ଅଛି ମୁଣ୍ଡ ନାହିଁ, ମୁଣ୍ଡ ନାହିଁ ତଥାପି ସେ ଟୁପି ପିନ୍ଧେ ସି କିଏ?
ଉତ୍ତର :-ବୋତଲ

2-ଡେଣା ନଥାଇ ଆକାଶେ ଉଡେ ଆବଶ୍ୟକ ବେଳେ ମଣିଷକୁ ଝାମ୍ପି ନିଏ କୁହ ସମସ୍ତେ ସେ କିଏ?
ଉତ୍ତର :-ଆକାଶ ଛତା

3-ଦୁଇ ବାଳକର ରଙ୍ଗ ସମାନ ଜଣେ ହଜିଗଲେ ଅନ୍ୟ ଜଣେ କାଉ କାମକୁ ନୁହଁ,ଏ କଣ?
ଉତ୍ତର :-ଚପଲ

4-ଗୋଟିଏ ଥାଳିରେ ଦୁଇ ଅଣ୍ଡା ଗୋଟିଏ ଗରମ ଅନ୍ୟଟି ଥଣ୍ଡା, ଏଇ ଦୁଇଟି କଣ ଅଟେ
ଉତ୍ତର :-ସୂର୍ଯ୍ୟ ଓ ଚନ୍ଦ୍ର

5-ଦୁଇ ଭାଇ ସମାନ ସେମାନଙ୍କ ମଧ୍ୟରୁ ଜଣକୁ ଖାଇଲେ ପେଟ ଥଣ୍ଡା ତ ଅନ୍ୟ ଜଣକୁ ଖାଇଲେ ପେଟ ଗରମ ସେ କଣ ଅଟେ?
ଉତ୍ତର :-ମିଶିରୀ ଓ ଚିନି

6-ଜନ୍ମ ନିଏ ରାତିରେ ସକାଳ ହେଲେ ଏଘର ସେ ଘର ବୁଲି ଥାଏ ପରେ ଏହାକୁ ଦେଖିଲା ପରେ ଏହାର ମରଣ ହୋଇଯାଏ ?
ଉତ୍ତର :-ଖବର କାଗଜ

7-ନା କେବେ ସେ ରୋଷେ କି ନା କେବେ ସେ ଝଗଡା କରେ ତଥାପି ସେ ସବୁ ବେଳେ ମାଡ଼ ଖାଉଥାଏ କିନ୍ତୁ କିଛି କହିନଥାଏ ?
ଉତ୍ତର :-ଢୋଲ

8-ଏମିତି ଦୁନିଆରେ କେଉଁ କାର୍ଯ୍ୟ ଅଛି ଯାହାକି ପୁରୁଷ ଥରେ କରିଥାଏ ମାତ୍ର stre ଲୋକ ତାହାକୁ ସବୁଦିନ କରିଥାଏ?
ଉତ୍ତର :-ସିନ୍ଧିରେ ସିନ୍ଦୁର ପିନ୍ଧିବା

9-ଏମିତି କେଉଁ ଜିନିଷ ରହିଛି ଯାହାକୁ ଆମେ ଫେଣ୍ଟୁ, ବାଣ୍ଟୁ ଓ ଭାଗ କରିଥାଉ ମାତ୍ର ତାହାକୁ କେହି ଖାଇ ନଥାଉ ?
ଉତ୍ତର :-ତାସ ପାଲି

10-ଚାରୋଟି ଅକ୍ଷର ନାମ ତାହାର ଚାରୋଟି ଅକ୍ଷର ହର୍ଷଇ କର କହିଲ ଦେଖି ନାମ ତାହାର ?
ଉତ୍ତର :-ଝିଟିପିଟି

11-ଦିନରେ ଶୁଏ ରାତିରେ କାନ୍ଦେ ଯେତେ କାନ୍ଦିବ ସେତେ ଖାଇବ ? ସେ କିଏ ?
ଉତ୍ତର – ମହାମ ବତୀ

12-ଦୁନିଆରେ କେଉଁ ବ୍ୟକ୍ତି ଯାହାକୁ ଆମେ ଜନ୍ମ ପର ଠାରୁ ବହୁତ କଷ୍ଟ ଦେଇଥାଉ ମାତ୍ର ସେ ଆମକୁ କିଛି କୁହେ ନାହିଁ ?
ଉତ୍ତର :-ମାଟି ମା

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।