
bollywood ଅଭିନେତ୍ରୀ ଦିବ୍ୟାଭାରତୀ ଙ୍କ ମର୍ଡର କେସ୍ ରେ ଖୋଲିଲା ନୂଆ ଗୁମର …ତାଙ୍କର ମୃତ୍ୟୁ ଦୁର୍ଘଟଣା ଥିଲା ନା ଷଡଯନ୍ତ୍ର…ଦେଖନ୍ତୁ ପୁରା ଭିଡିଓ
ସେଲିବ୍ରେଟି ଙ୍କ ଜୀବନ ରେ କଣ ଘଟୁଛି ତାହା ଜାଣିବା ପାଇଁ ଲୋକ ମାନେ ଖୁବ ଆଗ୍ରହ ପ୍ରକାଶ କରି ଥାଆନ୍ତି | ଦିବ୍ୟା ଭାରତୀ ଙ୍କୁ ତ ଆପଣ ବେସ ଭଲ ଭାବରେ ଜାଣିଛନ୍ତି ଯିଏ କି ବଲିଓଡ଼ ଇଣ୍ଡଷ୍ଟ୍ରି ଏକ ଲୋକପ୍ରିୟତା ଚେହେରା | ବଲିଓଡ଼ ଫିଲ୍ମ ର ଅତି ଜଣା ଶୁଣା ଚେହେରା ହିନ୍ଦୀ ଫିଲ୍ମ ରୁ ଆରମ୍ଭ କରି ତେଲୁଗୁ ଫିଲ୍ମ ପର୍ଯ୍ୟନ୍ତ ସେ ଅଭିନୟ ର ଜଲବା ଦେଖାଇ ଥିଲେ | 90 ଦଶକ ର ଫିଲ୍ମ କୁ ମନେ ପକାଇଲେ ହଠାତ ଏହି ସୁନ୍ଦରୀ ଅଭିନେତ୍ରୀ ଙ୍କ ଚେହେରା ଚାଲି ଆସେ | ଏହା ସତ ଯେ ସେ ଆଜି ଆମ ଗହଣ ରେ ନାହାଁନ୍ତି କିନ୍ତୁ ଦର୍ଶକ ଙ୍କ ମନ ରେ ସେ ଆଜି ବି ଅମର ହୋଇ ରହିଛନ୍ତି |
ଦିଲ ହି ତ ହେ, ରଙ୍ଗ ଜେସି ଏଭଳି ଅନେକ ଫିଲ୍ମ ମାଧ୍ୟମ ରେ ସେ ଲୋକ ମାନଙ୍କର ଭଲ ପାଇବାକୁ ହାସଲ କରିଛନ୍ତି | ଦିବ୍ୟା ଭାରତୀ 1992 ମସିହା ରେ 18 ବର୍ଷ ବୟସ ରେ ସାଜିଜ ନାରିୟାଡ଼ା ଙ୍କୁ ବିବାହ କରି ଥିଲେ ଆଉ ସେ ଫିଲ୍ମ ମାଧ୍ୟମ ରେ ହି ତାଙ୍କୁ ପ୍ରେମ ବିବାହ କରି ଥିଲେ | ଏପ୍ରିଲ 1993 ମୁମ୍ବାଇ ର ପାଞ୍ଚ ମହଲା ର ତଳକୁ ପଡ଼ି ଦିବ୍ୟା ଜୀବନ ହରାଇ ଦେଇ ଥିଲେ ମୁଣ୍ଡ ରେ ପଛ ଭାଗରେ ଆଘାତ ଲାଗି ଦିବ୍ୟା ଙ୍କ ମୃତ୍ୟୁ ହୋଇ ଥିବା ପୋଲିସ ପୋଷ୍ଟମର୍ଟମ ରେ ଦର୍ଶାଇ ଥିଲା | ପୋଲିସ ରିପୋର୍ଟ ଦେଇ ସାରି ଥିଲେ ମଧ୍ୟ ଦିବ୍ୟା ଙ୍କ ମୃତ୍ୟୁ ର ଗୁଜବ ଆଜି ମଧ୍ୟ ଉଠେ |
ପାର୍ଟି ରେ ମଦ ପିଇ ନିଜର ଭାରସାମ୍ୟ ହରାଇ ବାଲକୋନୀ ରେ ତଳକୁ ପଡ଼ି ଯାଇଥିବା ଭଳି ଆଜି ପର୍ଯ୍ୟନ୍ତ ମଧ୍ୟ ଦିବ୍ୟା ଙ୍କର ଏକାଧିକ ପ୍ରଶଂସକ ଆଲୋଚନା କରନ୍ତି | ଲୋକ ମାନଙ୍କ ମନ ରେ ଆଜି ବି ପ୍ରଶ୍ନ ଉଠେ ଯେ ଦିବ୍ୟା ଙ୍କର ମୃତ୍ୟୁ ଏକ ଦୁର୍ଘଟଣା ଅଟେ ନା ତାଙ୍କୁ କେହି ଛାତ ରୁ ପେଲି ହତ୍ୟା କରିଛି |
କିଛି ଲୋକ ମଧ୍ୟ ଏମିତି ଆଲୋଚନା କରନ୍ତି ଯେ ତାଙ୍କ ମୃତ୍ୟୁ ପଛରେ ତାଙ୍କ ସ୍ୱାମୀ ସାଜିଜ ଙ୍କର ମଧ୍ୟ ହାତ ରହିଛି | ଏହାକୁ କିଛି ଲୋକ ଦୁର୍ଘଟଣା କହିଲେ ତ ଆଉ କିଛି ଲୋକ ଆତ୍ମହତ୍ୟା କହିଲେ ତ ସେହି ସମୟରେ ଆଉ କିଛି ଲୋକ ଏହାକୁ ହତ୍ୟା ବୋଲି କହି ଥିଲେ | ତେବେ ଆଜି ପର୍ଯ୍ୟନ୍ତ ଏହି କଥା କେବଳ ଗୁମର ହୋଇକି ହି ରହି ଗଲା ଯେ ତାଙ୍କର କିଭଳି ଭାବେ ମୃତ୍ୟୁ ହୋଇଛି |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।