ସବୁ ସମୟ ଖବର ସାଥିରେ

ଓଡ଼ିଶାର no 1 vlogger Rupa Pin2 Khushi,ଫୁଲେଇ ଗେହ୍ଲେଇ ଖୁସି ମା,ଭିଡ଼ିଓ ଦେଖିଲେ ହସି ହସି ଗଡିବେ,ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ !

0 1,040

ଆଜି କାଲି ସୋସିଆଲ ମିଡ଼ିଆ ସମସ୍ତଂକ ପାଇଁ ଅତି ଜରୁରୀ ହୋଇ ପଡ଼ିଛି। ଏହି ଇଣ୍ଟରନେଟ୍ ଯୁଗରେ ଲୋକ ମାନେ ସବୁକିଛି ସୋସିଆଲ ମିଡ଼ିଆ ମାଧ୍ୟମରେ ଜାଣି ପାରୁଛନ୍ତି। ତେବେ ସୋସିଆଲ ମିଡିଆରେ ସବୁଠାରୁ ଲୋକପ୍ରିୟ ଆପ୍ଲିକେସନ ହେଉଛି ୟୁଟ୍ୟୁବ। ଏହି ୟୁଟ୍ୟୁବ ଚ୍ୟାନେଲ ମାଧ୍ୟମରେ ଲୋକ ମାନେ ନିଜର ଏକ ସ୍ବତନ୍ତ୍ର ପରିଚୟ ତିଆରି କରିବାରେ ସକ୍ଷମ ହୋଇ ପାରୁଛନ୍ତି।

ଭିନ୍ନ ଭିନ୍ନ କଣ୍ଟେଣ୍ଟ ମାଧ୍ୟମରେ ଦର୍ଶକ ମାନଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇ ଦେଉଛନ୍ତି। ଏଥି ସହିତ ନିଜେ ରୋଜଗାର କ୍ଷମ ମଧ୍ୟ ହୋଇ ପାରୁଛନ୍ତି। ୟୁଟ୍ୟୁବରେ ଲୋକ ମାନେ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିବା ସହ ଲୋକ ମାନଙ୍କ ଭଲପାଇବା ସାଉଁଟି ପାରୁଛନ୍ତି।

 ତେବେ ଆପଣ ଯଦି ସୋସିଆଲ ମିଡିଆରେ ସମୟ ବିତାଉଥିବେ ଏବଂ ୟୁଟ୍ୟୁବ ଦେଖିବାକୁ ଭଲ ପାଉଥିବେ ତେବେ ରୂପା ଓ ପିଣ୍ଟୁଙ୍କୁ ନିଶ୍ଚିତ ଭାବରେ ଜାଣିଥିବେ। ବର୍ତ୍ତମାନ୍ ସମୟରେ ରୂପା ପିଣ୍ଟୁ ଓଡ଼ିଶାରେ ଲୋକପ୍ରିୟ ଯୋଡି ଭାବରେ ଖୁବ୍ ଜଣାଶୁଣା। ଏମାନଙ୍କର ରୂପା ପିଣ୍ଟୁ ଖୁସି ଏକ୍ସପ୍ରେସ ନାମରେ ଏକ ୟୁଟ୍ୟୁବ ଚ୍ୟାନେଲ ରହିଛି।

ଯାହା ଓଡ଼ିଶାର ଏକ ନଂ ୟୁଟ୍ୟୁବ ଚ୍ୟାନେଲ ଭାବରେ ପରିଚିତ। ଦର୍ଶକ ମାନେ ରୂପା ପିଣ୍ଟୁଙ୍କ ପ୍ରତି ଭିଡିଓକୁ ଖୁବ୍ ପସନ୍ଦ କରିଥାନ୍ତି। ଏମାନଙ୍କ ପ୍ରତ୍ୟେକ ଭିଡ଼ିଓକୁ ମିଲିୟନ ମିଲିୟନ ଦର୍ଶକ ଦେଖିବା ସହ ଲକ୍ଷ ଲକ୍ଷ ଲାଇକ ମଧ୍ୟ କରିଥାନ୍ତି। ଏମାନେ ସେମାନଙ୍କ ଭିଡିଓ ମାଧ୍ୟମରେ ସେମାନେ କରୁଥିବା ଦୈନନ୍ଦିନ ଜୀବନର ଜୀବନଶୈଳୀକୁ ଦର୍ଶକ ମାନଙ୍କ ନିକଟରେ ପହଁଞ୍ଚାଇ ଥାନ୍ତି। ଯାହାକୁ ଦର୍ଶକ ମାନେ ଖୁବ୍ ପସନ୍ଦ କରନ୍ତି।

ତେବେ ବର୍ତ୍ତମାନ ସମୟରେ ରୂପା ପିଣ୍ଟୁ ଖୁସି ଏକ୍ସପ୍ରେସର ଏକ ନୂଆ ଭିଡିଓ ସମ୍ନାକୁ ଆସିଛି। ଯେଉଁ ଭିଡିଓଟି ଖୁବ୍ ଏଣ୍ଟରଟ୍ରେନିଂ ହୋଇଛି। ଭିଡ଼ିଓରେ ଖୁବ୍ ମଜା ମସ୍ତି ଦେଖିବା ପାଇଁ ମିଳୁଛି। ତେବେ ରୂପା ଓ ପିଣ୍ଟୁଙ୍କ ଝିଅ ଖୁସିକୁ ମଧ୍ୟ ଦର୍ଶକ ମାନେ ଖୁବ୍ ଭଲ ପାଇଥାନ୍ତି। ଭିଡ଼ିଓରେ ଖୁସି ମା ରିଲସ ଭିଡିଓ କରୁଥିବାର ଦେଖା ଯାଉଛି। ଖୁସି ଖୁବ୍ ମାଜଳିଆ ଢଙ୍ଗରେ ଅଙ୍ଗିଭଙ୍ଗୀ କରି ଦେଖାଉଛି।

ତେବେ ସବୁଠାରୁ ମଜା କଥା ହେଉଛି ଖୁସିଙ୍କୁ ତାଙ୍କ ଜେଜେମା ଏକ ଚେମେଣିଆ ଆଣି ଡରାଉଛନ୍ତି ଓ ଖୁସି ବହୁତ କାନ୍ଦୁଛି। ଏହାପରେ ଜେଜେମା କହୁଛନ୍ତି ତୁ ଆଉ ଦୁଷ୍ଟ ହେବୁ ଖୁସି ଡରରେ ନା ବୋଲି କହୁଛି।

ଏହା ପରେ ଜେଜେମା ଏହାକୁ ଘରର ଚାଳରେ ଲାଗିଥିବା ବାଉଁଶରେ ରଖି ଦେଉଛନ୍ତି ଏବଂ ଖୁସିକୁ କହୁଛନ୍ତି ତୁ ଯେତେବେଳେ ଦୁଷ୍ଟ ହେବୁ ସେତେବେଳେ ମୁଁ ତତେ ଚେମେଣିଆ ଲଗେଇ ଦେବି। ଯାହା ଖୁବ୍ ମଜାଦାର ହୋଇଛି। ତେବେ ଭିଡିଓରେ ଆହୁରି ବହୁତ୍ କିଛି ମଜାମସ୍ତି ଦେଖିବା ପାଇଁ ମିଳୁଛି। ଯଦି ଆପଣ ଏପର୍ଯ୍ୟନ୍ତ ଭିଡିଓ ଦେଖି ନାହାଁନ୍ତି ତେବେ ଥରେ ନିଶ୍ଚିତ ଭାବରେ ଥରେ ଦେଖନ୍ତୁ। ଆଶା କରୁଛୁ ଆପଣ ଏହି ଭିଡିଓର ଖୁବ୍ ମଜା ନେବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।