
viral news- ଲୋନ ଟଙ୍କା ନସୁଝି ପାରିବାରୁ ଯୁବତୀ ଙ୍କ ସହ ରାତିରେ ଏମିତି କଲା ଅଭିଯୁକ୍ତ, ଜାଣନ୍ତୁ ସମ୍ପୂର୍ଣ ଘଟଣା ।
ଅଭାବ ଏକ ଏମିତି ଜିନିଷ ଯାହା ସମସ୍ତଙ୍କ ପାଖରେ ଦେଖା ଦେଇ ଥାଏ । ଗୋଟେ ଧନୀ ଲୋକ ପାଖରେ ମଧ୍ୟ ଅଭାବ ଦେଖା ଦେଇ ଥାଏ ଆଉ ଗୋଟେ ଗରିବ ଲୋକ ପାଖରେ ମଧ୍ୟ ଅଭାବ ଦେଖା ଦେଇ ଥାଏ । ଗୋଟେ ଧନୀ ଲୋକ ପାଖରେ କେମିତି ଅଭାବ ଦେଖା ଦେଇ ଥାଏ । ଯଦି ଗୋଟେ ଧନୀ ଲୋକ ମୋଟର ସାଇକେଲ ଚଳାଉଚି , ତାହାଲେ ତାହାର ଅଭାବ ଏହା ଯେ , ସେ କେମିତି ଗୋଟେ କାର କିଣି ଚଲେଇବ ।
ତେଣୁ ଅଭାବ କେମିତି କମିବ ଯଦି ଜଣେ ଲୋକ ପାଇବା ର ଆଶା ବା ଇଛା ରଖିବ ନାହିଁ , ଯେତିକି ଅଛି ସେତିକି ରେ ସନ୍ତୁଷ୍ଟ ହୋଇ ଯିବ । ତାହାଲେ ତାହାର ଦୁଃଖ କମିବା ସହିତ , ଅଭାବ ମଧ୍ୟ କମି ଯିବ ।
ଯଦି ଜଣେ ବ୍ୟକ୍ତି ଶାଗ ପଖାଳ ରେ ସନ୍ତୁଷ୍ଟ ହେଇ ଯାଉଛି ତାହାଲେ ତାହାର ମୋଟନ ଖାଇବା ର ଅଭାବ ରହିବ ନାହିଁ । ତେବେ ଆଜି ଆମେ ଜଣେ ନାରୀ ଙ୍କ ବିଷୟରେ କହିବା ପାଇଁ ଯାଉଛୁ । ସେ ଜଣେ ବ୍ୟକ୍ତି ଙ୍କ ପାଖରୁ ଲୋନ ଆଣି ଥିଲେ । ତା ପରେ କଣ ହେଲା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇ ଯିବେ ।
ତେବେ ଘଟଣା ଟି ଭୁବନେଶ୍ୱର ରେ ଦେଖିବା ପାଇଁ ମିଳି ଥିଲା । ଜଣେ 25 ବର୍ଷୀୟ ଯୁବତୀ ଜଣେ ଯୁବକ ପାଖରୁ କିଛି ଟଙ୍କା ଆଣି ଥିଲେ । ସେହି ଟଙ୍କା କୁ ମାସକୁ ମାସ କିସ୍ତି ଆକାର ରେ ସେ ତାଙ୍କୁ ପଇସା ମଧ୍ୟ ଦେଉ ଥିଲେ , ତା ସହିତ ସୁଧ ମଧ୍ୟ ଦେଉ ଥିଲେ । ତେବେ ଘଟଣା ଟି ଅତି ଭୟାନକ ଅଟେ ।
ତେବେ ଏମିତି କିଛି ଦିନ ଯିବା ପରେ ଯୁବକ ଜଣକ ସବୁ ସମୟରେ ରାସ୍ତା ରେ ଯେ କୌଣସି ଜାଗାରେ ମହିଳା ଜଣକୁ ମାଗି ଚାଲି ଥିଲେ । ତେବେ ଗୋଟେ ଦିନ ଯୁବତୀ ଙ୍କୁ ଗୋଟେ ଦୋକାନ କୁ ଚାହା ପିଇବା ପାଇଁ ଡାକି ଥିଲେ । ଆଉ ତା ପରେ ସେହି ଚାହା ରେ କିଛି ମେଡ଼ିସିନ ମିଶାଇ ଦେଇ ଥିଲେ । ଯାହା ଫଳରେ ଯୁବତୀ ବେହସ ହୋଇ ଯାଇ ଥିଲେ ।
ତେବେ ବେହସ ହୋଇ ଯିବା ଫୋଳରେ ସେହି ମହିଳା ଜଣକୁ ନେଇ ବ୍ୟକ୍ତି ଜଣକ ଦିଲ୍ଲୀ ପହଂଚି ଯାଇ ଥିଲେ । ଏବଂ ଦିଲ୍ଲୀ ରେ ତାଙ୍କୁ 10 ରାତି ତାଙ୍କ ସହ ଖରାପ କାମ କରି ଥିଲେ । କିନ୍ତୁ ତାଙ୍କ ସହ ଏମତି ଦୁଷ୍କର୍ମ କରି ଥିଲେ , ଶେଷରେ ମହିଳା ଜଣଙ୍କ ସେଠାରୁ ଖସି ପଳାଇ ଆସି ଥିଲେ ।
ଆଉ ତା ପରେ ଥାନା ରେ ଏତଲା ଦେଇ ଥିଲେ । ଏବେ ସେହି ବ୍ୟକ୍ତି ଙ୍କୁ ଖୋଜି ବାରେ ଲାଗିଛି । ଏମିତି ଘଟଣା ଆପଣ କେବେ ହେଲେ ଶୁଣି ନ ଥିବେ । ଆଜି କାଲି ର ନାରୀ ମାନେ ଏମିତି ପୁରୁଷ ରୂପୀ ରାକ୍ଷସ ପାଖରେ ଶୋଷଣ ହେଉ ଛନ୍ତି ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।