
ଓଃ.. କି.. ଡାନ୍ସ ! ସୋରରେ ଅଭିନେତା ସବ୍ୟସାଚୀ ଓ ଅଭିନେତ୍ରୀ ଅର୍ଚ୍ଚିତା ଗୀତ ଗାଇ ଠୁମକ ଡାନ୍ସ କଲେ ଭିଡ଼ିଓ ଦେଖିଲେ ନିଜକୁ ସମ୍ଭାଳି ପାରିବେନି,ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ !
ଓଡ଼ିଆ ସିନେମା ଜଗତର ଜଣଶୁଣା ଓ ଖୁବ୍ ଚର୍ଚ୍ଚିତ ଯୋଡ଼ି ହେଉଛନ୍ତି ସବ୍ୟସାଚୀ ଆଉ ଅର୍ଚ୍ଚିତା। ରିଲ୍ ଲାଇଫରୁ ରିଅଲ ଲାଇଫର ଏହି ଯୋଡ଼ି ଦର୍ଶକ ମାନଙ୍କ ଅହେତୁକ ଭଲ ପାଇବା ସାଉଁଟି ପାରିଛନ୍ତି। ଏମାନଙ୍କ ଅଭିନୟକୁ ଦେଖିବା ପାଇଁ ଦର୍ଶକ ମାନେ ଖୁବ୍ ଆଗ୍ରହୀ ରହିଥାନ୍ତି। ଏମାନେ ତାଙ୍କର ଜବରଦସ୍ତ ଆକ୍ଟିଂ ପାଇଁ ଖୁବ୍ ଲୋକପ୍ରିୟ ହୋଇ ପାରିଛନ୍ତି।ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଅନେକ ଯୋଡ଼ି ଅଛନ୍ତି ଯେଉଁମାନେ ରିଲ୍ ଲାଇଫ ସହିତ ରିୟଲ ଲାଇଫ ରେ ମଧ୍ୟ ଲୋକପ୍ରିୟତା ହାସଲ କରିପାରିଛନ୍ତି।
ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଯେତେବେଳେ ସଫଳ ଯୋଡ଼ିର କଥା ଆସେ ସେତେବେଳେ ସମସ୍ତଙ୍କ ମନକୁ ଆସେ ଦୁଇଟି ନାଁ ସବ୍ୟସାଚୀ ଓ ଅର୍ଚ୍ଚିତା। ଏହି ଯୋଡିକୁ କିଏ ବା ନ ଜାଣେ। ଓଡ଼ିଶାର ଘରେ ଘରେ ପରିଚିତ ଏହି ଯୋଡ଼ି। ପରଦା ଉପରେ ଦୁହିଁଙ୍କ ଅଭିନୟ ଦେଖିବାକୁ ଦର୍ଶକ ମାନଙ୍କ ଭିଡ଼ ଖୁବ୍ ଭିଡ ଜମିଥାଏ।
ଏମାନଙ୍କୁ ଏକାଠି ବହୁ ସିନେମାରେ ଦେଖିବା ପାଇଁ ମିଳିଛି। ମତେ ଆଣିଦେଲୁ ଲକ୍ଷେ ଫଗୁଣ, ତୋର ମୋର ଯୋଡ଼ି ସୁନ୍ଦର, ମୁଁ ଏକା ତୁମର,ପାଗଳ କରିଛି ପାଉଁଜି ତୋର ଆଦି ପ୍ରଖୁଖ ସିନେମାରେ ଏହି ଦୁଇ ଯୋଡିଙ୍କୁ ସୁନ୍ଦର ଅଭିନୟ କରୁଥିବାର ଦେଖିବାକୁ ମିଳିଥିଲା।
ତେବେ ଏହି ଦୁଇ ସଫଳ ଯୋଡ଼ିଙ୍କ ଗତ ବର୍ଷ ବିବାହବନ୍ଧନାରେ ବାନ୍ଧି ହୋଇଥିଲେ।ବିବାହ ବନ୍ଧନରେ ବାନ୍ଧି ହେବା ପରେ ସବ୍ୟ ଓ ଅର୍ଚ୍ଚିତା ଖୁବ୍ ଚର୍ଚ୍ଚାରେ ରହିଛନ୍ତି। ପରଦା ଉପରେ ଅଭିନୟ କରୁଥିବା ଏହି ଦୁଇ ଯୋଡ଼ିଙ୍କୁ ରିଏଲ୍ ଲାଇଫରେ ପତି ପତ୍ନୀ ରୂପେ ଦେଖି ସେମାନଙ୍କ ଫ୍ରେଣ୍ଡମାନେ ବହୁତ ଖୁସି ରହିଛନ୍ତି।
ବର୍ତ୍ତମାନ ସମୟରେ ଅର୍ଚ୍ଚିତା ଓ ସବ୍ୟସାଚୀ ଦୁହେଁ ସୋସିଆଲ ମିଡିଆରେ ଖୁବ୍ ସକ୍ରିୟ ଅଛନ୍ତି। ଦୁହେଁ ଅଧିକାଂଶ ସମୟରେ ନିଜ ବ୍ୟକ୍ତିଗତ ଜୀବନର ଫଟୋ ଓ ଭିଡିଓ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟ୍ ରେ ସେୟାର କରୁଛନ୍ତି। ଯାହାକୁ ତାଙ୍କର ଫ୍ୟାନ ମାନେ ଖୁବ୍ ଭଲ ପାଇବା ଦେଉଛନ୍ତି। ବିବାହ ବନ୍ଧନରେ ବାନ୍ଧି ହେବା ପରେ ଏମାନଙ୍କ ବ୍ୟକ୍ତି ଗତ ତଥ୍ୟ ଉପରେ ସର୍ବଦା ଫ୍ରେଣ୍ଡ୍ ମାନଙ୍କ ନଜର ରହିଛି।
ତେବେ ନିକଟରେ ଅଭିନେତା ସବ୍ୟସାଚୀ ଓ ଅଭିନେତ୍ରୀ ଅର୍ଚ୍ଚିତାଙ୍କୁ ସୋର ଠାରେ ଅନୁଷ୍ଠିତ ହୋଇ ଥିବା ଏକ ମହୋତ୍ସବର ଏକୁ ଷ୍ଟେଜ ପ୍ରୋଗ୍ରାମରେ ଦେଖିବା ପାଇଁ ମିଳିଥିଲା। ସେମାନଙ୍କୁ ଦେଖିବା ପାଇଁ ଦର୍ଶକ ମାନଙ୍କ ଖୁବ୍ ଭିଡ ମଧ୍ୟ ଲାଗିଥିଲା।ତେବେ ଅଭିନେତ୍ରୀ ଅର୍ଚ୍ଚିତାଙ୍କୁ ଏକ ଗୋଲାପି ରଙ୍ଗର ଶାଢ଼ୀରେ ଦେଖିବା ପାଇଁ ମିଳିଥିଲା।
ସେଠାରେ ଅର୍ଚ୍ଚିତା ଓ ସବ୍ୟ ନଚିବା ସହିତ ଗୀତ ମଧ୍ୟ ଗାଇଥିଲେ। ଷ୍ଟେଜରେ ସବ୍ୟ ଓ ଅର୍ଚ୍ଚିତା ଖୁବ୍ ମଜାମସ୍ତି କରୁଥିବାର ଦେଖିବାକୁ ମିଳୁଛି। କେବଳ ଏତିକି ନୁହେଁ ସବ୍ୟସାଚୀ ତାଙ୍କ ସିନେମାର କିଛି ଡାଇଲଗ ମଧ୍ୟ କହିଛନ୍ତି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।