ସବୁ ସମୟ ଖବର ସାଥିରେ

ଓଃ କି ଡ୍ୟାନ୍ସ ! Road ground ଉପରେ Genda Phool ଗୀତରେ ଜବରଦସ୍ତ ଡ୍ୟାନ୍ସ କଲେ ଏହି Cute ଯୋଡି… ମାତ୍ର 4 ଘଣ୍ଟାରେ 96 Million ରୁ ଅଧିକ ଲୋକ ଦେଖି ସାରିଲେଣି…

0 10

ବନ୍ଧୁଗଣ ଆପଣମାନେ ଜାଣିଥିବେ ନାଚ ହେଉ ବା ଗୀତ ହେଉଛି ଏକମାତ୍ର ମାଧ୍ୟମ ଯାହା ମନକୁ ଶାନ୍ତି ଓ ସୁନ୍ଦର ରଖିବା ପାଇଁ ଏହାର ଆବଶ୍ୟକତା ବହୁତ ପରିମାଣରେ ରହିଥାଏ , ଆଜିର ସମାଜରେ ସମସ୍ତଙ୍କ ମୁଣ୍ଡରେ ରହିଥାଏ ଷ୍ଟ୍ରେସ, ଆଉ ଏହି ଷ୍ଟ୍ରେସ ଠାରୁ ନିଜକୁ ଦୂରେଇବା ପାଇଁ ମଣିଷ ଖୋଜିଥାଏ ଟିକେ ବାହାନା, ଆଉ ନାଚ ଓ ଗୀତ ହେଉଛି ଏକମାତ୍ର ମାଧ୍ୟମ ଯାହା ମଣିଷର ସମସ୍ତ ଥକାପଣକୁ ଦୁରେଇ ଦେଇପାରିବ ଓ ମନକୁ ଶାନ୍ତି ଦେଇପାରିବ |ବିଶେଷ କରି ଯଦି ନାଚଟି ଛୋଟ ପିଲାର ହୋଇଥାଏ ତେବେ ସେହି ନାଚ ଗୀତକୁ ଦେଖିବାର ଆଗ୍ରହ ଆହୁରି ବଢିଯାଇଥାଏ, ତାହେଲେ ଆସନ୍ତୁ ଆମେ ଆଜି ଆଲୋଚନା କରିବା କିଛି ଏପରି ଭିଡିଓ ବିଷୟରେ ଯାହାକୁ ଦେଖିଲେ ଆପଣମାନେ ବି ଆର୍ଚ୍ଚଯ୍ୟ ହୋଇଯିବେ |

ଆଜି କାଲି ସେସିଆଲ ମିଡ଼ିଆରେ ଭାଇରଲ ହେଉଛି ଏପରି ଏକ ଡାନ୍ସ ର ଭିଡିଓ |ଯାହା 4 ଘଂଟାରେ ପ୍ରାୟ 86 ମିଲିଆନ ରୁ ଅଧିକ ଭିଉଜ ହେବାରେ ଲାଗିଛି ଓ ତାହା ଫୋନ କୁ ଫୋନ ଘୁରିବୁଲୁଛି ଓ ବହୁତ ପରିମାଣରେ ସେସିଆଲ ମିଡ଼ିଆରେ ସେଆର ମଧ୍ୟ ହେବାକୁ ଲାଗିଛି |ଆପଣମାନେ ଜାଣିଥିଲେ ଆଜିକାଲି ପିଲାଠାରୁ ବୁଢା ପର୍ଯ୍ୟନ୍ତ ସମସ୍ତଙ୍କ ପାଖରେ ରହିଛି ସ୍ମାର୍ଟ ଫୋନ, ଆଉ ପିଲା ଠାରୁ ବୁଢା ପର୍ଯ୍ୟନ୍ତ ସମସ୍ତେ ଫୋଟୋ ଓ ଭିଡିଓ କୁ ସେସିଆଲ ମିଡ଼ିଆ ରେ ସେୟାର କରି ଆନନ୍ଦ ପାଉଛନ୍ତି, ଶୋଟ ଭିଡିଓ ମଧ୍ୟ ବୋନଉଛନ୍ତୁ ଓ ତାକୁ ସେୟାର ମଧ୍ୟ କରି ମନକୁ ଖୁସି କରଉଛନ୍ତି|

ତେବେ ଏବେ ଏପରି ଏକ ଭିଡିଓ ସାମ୍ନାକୁ ଆସିଛି ଯାହା ସୋଡିଆଲ ମିଡ଼ିଆରେ ବେଶ ଭାଇରଲ ହେବାରେ ଲାଗିଛି , ଭିଡିଓ ରେ ରାସ୍ତା ଉପରେ ଦୁଇ ଜଣ କୁନି କୁନି ଝିଅ ମାନେ ଏକ ବୋହୁଚର୍ଚ୍ଚିତ ଫେମସ ଗୀତ ବଡ ଲୋକର beti ରେ ଲମ୍ବା ଲମ୍ବା ଚୁଳ ଏମନ ମାଥା ବନ୍ଧେଇ ଦେବ ନାଲ ଗେଣ୍ଡା ଫୁଲ ଗୀତରେ ବହୁତ ସୁନ୍ଦର ଅଙ୍ଗ ଭାଙ୍ଗି ରେ ଡାନ୍ସ କରିଛନ୍ତି , ଯାହା ସେସିଆଲ ମିଡ଼ିଆ ରେ ଭାଇରଲ ହେବା ପରେ ଦର୍ଶକ ମାନେ ତାହାକୁ ବେଶ ପସନ୍ଦ ମାଧ୍ୟ୍ୟ କରିବା ସହିତ , ଲାଇକ, ସେୟାର ମଧ୍ୟ କରିଛନ୍ତି |ତେଣୁ ଦୁଇ ଝିଅଙ୍କର ଏପରି କିଉଠି ଭିଡିଓକୁ ଦେଖି ସମସ୍ତଙ୍କ ମନରେ ମୋନରଞ୍ଜନ ଓ ଆନନ୍ଦ ବଢିଯାଇଛି , ଯାହାକି ଚାରି ଘଣ୍ଟା ମଧ୍ୟରେ ତାହା 86 ମିଲିଆନ ଭିଉଜ ହୋଇଛି |

ଆମେ ମାନେ ଜାଣିଛୁ କି ଛୋଟ ପିଲା ମାନଙ୍କ ଗୀତ ହେଉ ବା ନାଚ ଯିଏ ଥରେ ଦେଖିବ ମନରେ ଥିବା କଷ୍ଟ , ସବୁପ୍ରକାରର ଚିନ୍ତା ରୁ ଦୂରେଇଯିବ, ତେବେ ଯଦି ନାଚଟି ଠିକ ସୋଇଲି ରେ ହୋଇଥିବ ତାହେଲେ ତାହା ଦର୍ଶକ ମାନଙ୍କ ମନକୁ ଆହୁରି ଆକୃଷ୍ଟ କୋରେଇବ , ତେଣୁ ଏହି କୁନି ଝୁଅ ଦୁଇଜଣଙ୍କର ଏପରି ଡାନ୍ସ ଭିଡିଓ ଦେଖିଲାପରେ ଏଭଳି କିଛି ଫିଲିଙ୍ଗସ ମନକୁ ଆସିଛି , ଆଉ ଯିଏ ଭିଛ ଡାନ୍ସକୁ ଦେଖୁଛି ଜଣାନ୍ତାରେ ହୋଉ ବା ଅଜାଣତରେ ପାଦଟି ଆପେ ଆପେ ନାଚି ଯାଉଛି |ସେସିଆଲ ମିଡ଼ିଆ ଆଜିର ଦୁନିଆରେ ଗୋଟିଏ ଭଲ ମାଧ୍ୟମ , ଯାହା ଦ୍ୱାରା କି ଆମେ ଆମ ଭିତରେ ଲୁଚିଥିବା ପ୍ରତିଭା କୁ ଲୋକଳଚନକୁ ଆଣିପାରିବାରେ ଆମକୁ ବିଶେଷ ସାହାଯ୍ୟ କରିଥାଏ ସେ ପିଲା ହେଉ ବା ବୟସ୍କ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।