
ରାଜ୍ୟ ସରକାରଙ୍କ ବଡ଼ ଘୋଷଣା !ନୂଆ ନୂଆ ବାହା ହେଲେ ମିଳିବ କଣ୍ଡୋମ୍ ପିଲସ୍, ଆଇନା, ଟିକିଲି, ପାନିଆ ଗିଫ୍ଟ: ନବଦମ୍ପତିଙ୍କ ପାଇଁ ରାଜ୍ୟ ସରକାରଙ୍କ ନୂଆ ଯୋଜନା..ଅଧିକ ଜାଣିବା ପାଇଁ ଦେଖନ୍ତୁ
ଆମ ଦେଶ ଭାରତ ଜଣା ସଂଖ୍ୟା ଦୃଷ୍ଟିରୁ ଦେଖିବାକୁ ଗଲେ ଦ୍ୱିତୀୟ ସ୍ଥାନରେ ଅଛି | ପାଖାପାଖି ଏକ ସହ କୋଡିଏ କୋଟିରୁ ଉର୍ଦ୍ଧ ଲୋକ ଭାରତରେ ଜୀବନ ଯାପନ କରନ୍ତି | ଜଣା ସଂଖ୍ୟା ବୃଦ୍ଧି କାରଣରୁ ଅନେକ ଗ୍ରାମାଞ୍ଚଳ ଓ ଆଦିବାସୀ ଅଞ୍ଚଳରେ ବହୁତ ଅଭାବ ଅନାଟନରେ ଲୋକେ ବସ ବାସ କରିଥାନ୍ତି |
ଯାହାକି ଆମ ଦେଶକୁ ଏକ ଉନ୍ନତି ଶୀଳ ରାଷ୍ଟ୍ର ଭାବରେ ବିବେଚିତ କାରା ଯାଏ ନାହିଁ |ସରକାର ଜନ ସଂଖ୍ୟା ବୃଦ୍ଧି ନିୟନ୍ତ୍ରଣ ପାଇଁ ଅନେକ ଯୋଜନା ମାନ କରିଛନ୍ତି | ତା ସହିତ ବିଭିନ୍ନ ସ୍ଥାନରେ ଘୋଷଣା ସହିତ ଜନ ସଚେତନତା ସୃଷ୍ଟି କରା ଯାଉଅଛି | ଏଥି ପାଇଁ ସରକାରଙ୍କ ପକ୍ଷରୁ ଲୋକ ମାନଙ୍କ ପାଇଁ ଶିକ୍ଷିତ ହେବାର ବିଭିନ୍ନ ଯୋଜନା ଦ୍ୱାରା ପ୍ରତ୍ସାହନା କରା ଯାଉଛି କାରଣ କେବଳ ଜନ ସଚେତନତା ଦ୍ୱାରା ହିଁ ଜନ ସଂଖ୍ୟାକୁ ନିୟନ୍ତ୍ରଣ କରି ହେବ |
ସରକାରଙ୍କ ବିଭିନ୍ନ ଯୋଜନା ପରେ ମଧ୍ୟ ଲୋକ ମାନଙ୍କ ମଧ୍ୟରେ ସଚେତନତା ଦେଖା ଯାଉ ନାହିଁ | ଜନ ସଂଖ୍ୟା ନିୟନ୍ତ୍ରଣ ପାଇଁ ବିଭିନ୍ନ ପ୍ରୋଟେକ୍ଟିଭ ଥିଲା ବେଳେ ଏହା ପାଇଁ ଉଭୟ ପୁରୁଷ ଓ ସ୍ତ୍ରୀ ମାନଙ୍କ ପାଇଁ ଅପେରସନ ରହିଅଛି | ଆଜି ଆମେ ଆପଣଙ୍କୁ ସରକାରଙ୍କ ଏମିତି ଏକ ଯୋଜନା ବିଷୟରେ ବତାଇବୁ ଯାହାକି ଗତକାଲି ସରକାରଙ୍କ ଦ୍ୱାରା ଘୋଷଣା କରା ଯାଇଛି | ଆସନ୍ତୁ ଜାଣିବା ସେ ବିଷୟରେ |
ରାଜ୍ୟ ସରକାର ଗତକାଲି ଏକ ବଡ ଘାଟଣା ବିଷୟରେ ଘୋଷଣା କରିଛନ୍ତି | ଘୋଷଣା ଏହା ହେଇଛି ଯେ ପ୍ରତ୍ୟେକ ନବ ବିବାହିତଙ୍କୁ ମାଗଣାରେ କୋଣ୍ଡୋମ ପ୍ରଦାନ କରାଯିବ | ନବ ବିବାହିତଙ୍କୁ ଏଭଳି ଏକ ପୁରସ୍କାର ଦେବାକୁ ସରକାର ନିଷ୍ପତି ନେଇଛନ୍ତି |ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପରିବାର ନିୟୋଜନ ପାଇଁ ଏ ଭଳି ସ୍ୱତନ୍ତ୍ର ଉପହାର ଦିଆ ଯିବ |ଦେଶର ପ୍ରଥମ ରାଜ୍ୟ ଭାବେ ଏହି ଯୋଜନା କୁ ଆରମ୍ଭ କରିବାକୁ ଯାଉ ଅଛି ଓଡିଶା |ଏହି ଗିଫ୍ଟ ପ୍ୟାକେଟରେ ବିଭିନ୍ନ ପ୍ରକାର ଉପହାର ରହି ଅଛି |
ସେଗୁଡିକ ହେଲା କୋଣ୍ଡୋମ, ଓରାଲ କଣ୍ଟ୍ରାସେପ୍ଟିକ ପିଲ, ପ୍ରେଗନାଣସି ଟେଷ୍ଟିଙ୍ଗ କିଟ ରହିବା ସହ ପରିବାର ନିୟୋଜନ ବିଷୟରେ ଏକ ପୁସ୍ତକ ରହିଅଛି | ଏବଂ ଏହି ପୁସ୍ତକରେ ଆପଣଙ୍କୁ ଜଣାଇ ଦିଆ ଯାଇଛି ଯେ କେମିତି ଜନ ସଂଖ୍ୟା ବୃଦ୍ଧିକୁ ରୋକି ହେବ | ତା ସହ ବିବାହ ପଞ୍ଜିକରଣ ଫୋର୍ମ , ଆଇନା ପାନିଆ ମଧ୍ୟ ରହିବ |
ଆସନ୍ତା ମାସ ସେପ୍ଟେମ୍ବର ଏକ ତାରିଖ ପାଖରୁ ଏହି ଯୋଜନା ଲାଗୁ ହେବ ବୋଲି ଘୋଷଣା କରା ଯାଇଛି | ନାସନାଲ ରୁରାଲ ହେଲଥ ମିଶନ (NRHM) ଜରିଆରେ ଏହି ଉପହାରକୁ ନବ ଦମ୍ପତ୍ତିଙ୍କ ପାଖକୁ ପଠା ଯିବ | ତେବେ ଏହି ଯୋଜନା ପ୍ରସ୍ତୁତ ହେବା ପାଇଁ ଏକ ରୋଡ଼ ମ୍ୟାପ ପ୍ରସ୍ତୁତ ହୋଇ ସରିଛି | ଜିଲ୍ଲା ଓ ବ୍ଲକ ସ୍ତରରେ ଏହା ବାଣ୍ଟିବାକୁ ନିର୍ଦେଶ ହୋଇ ଥିବା ବେଳେ ଏହା ପ୍ରତ୍ୟେକ ଗ୍ରାମାଞ୍ଚଳରେ ପହଂଚାଇବା ପାଇଁ ନିର୍ଦେଶ ହୋଇଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।