ସବୁ ସମୟ ଖବର ସାଥିରେ

life style- ରାତ୍ରି ରେ ଦମ୍ପତି ଆଲିଙ୍ଗନ କରି ସୋଇଲେ କଣ ମିଳି ଥାଏ । ତାହା ଆପଣ ମାନେ ଜାଣିଲେ ଆଶ୍ଚର୍ଯ୍ୟ ହୋଇ ଯିବେ….

0 212

ଆଜି ଆମେ ଆପଣଂକୁ ବିଶେଷ ସୂଚନା ଜଣେଇ ଦେବାକୁ ଚାଂହୁଛୁ । ଯାହା ଆପଣ ମାନେ ସମସ୍ତେ ଜାଣିବା ନିହାତି ଆବଶ୍ୟକ । ତେବେ ଉଭୟ ଦମ୍ପତି ଏକା ସାଙ୍ଗରେ ସୋଇଲେ , ସେମାନେ ଦୁଇ ଜଣଙ୍କୁ କଣ ଲାଭ ମିଳି ଥାଏ । ଆଜି ଆମେରିକା ର ବିଶେଷ ସୂଚନାକାରୀ ଟିମ ଏହି ବାବଦ ରେ କିଛି ଭଲ କଥା କହି ଛନ୍ତି । ଯାହା ଆପଣ ମାନେ ଜାଣିବା ନିହାତି ଆବଶ୍ୟକ ।

ସାଧାରଣତଃ ମଣିଷ ବହୁତ ପ୍ରକାରର ଶୋଇବା ପାଇଁ ପସନ୍ଦ କରି ଥାନ୍ତି । କେଉଁ ମାନେ ତକିଆ କୁଣ୍ଢାଇ ସୋଇ ଥାନ୍ତି ତ କେହି ପୁଣି କାନ୍ଥ କଡ଼ ରେ ଶୋଇବା ପାଇଁ ବେସି ପସନ୍ଦ କରି ଥାନ୍ତି । କିନ୍ତୁ ଆଜି କାଲି ର ଲୋକ ମାନେ ବେଶି କାନ୍ଥ କଡ଼ ରେ ଶୋଇବା ପାଇଁ ପସନ୍ଦ କରି ଥାନ୍ତି ।

ତେବେ ଆମେରିକା ର ବୈଜ୍ଞାନିକ ଟିମ ଆଜି ଯାହା କହି ଛନ୍ତି । ତାହା ଆପଣ ମାନେ ଶୁଣିଲେ ଆଶ୍ଚର୍ଯ୍ୟ ହୋଇ ଯିବେ । ସେମାନେ ପ୍ରଥମେ 1000 ଜଣ ଦମ୍ପତି କୁ ଡାକି ଥିଲେ । ଆଉ ସେମାନଙ୍କୁ ଦୁଇ ଭାଗ ରେ ଭାଗ କରି ଦେଇ ଥିଲେ । ଗୋଟେ ଭାଗରେ 500 ଜଣ ଓ ଆଉ ଗୋଟେ ଭାଗ ରେ 5 ଶହ ଜଣ ।

ତେବେ 5 ଶହ ଦମ୍ପତି ନିଜକୁ ନିଜେ ଆଲିଙ୍ଗନ କରି ରାତି କାଟି ଥିବା ସମୟ ରେ , ଆଉ ପାଞ୍ଚ ଶହ ଜଣ ଦମ୍ପତି ଗୋଟେ ଜାଗା ରେ ସୋଇଲେ କିନ୍ତୁ ସେମାନେ ଆଲିଙ୍ଗନ କରିଲେ ନାହିଁ । ତେବେ ଗୋଟେ ରାତ୍ରି ଶୋଇବା ଫୋଳରେ ସେମାନଙ୍କୁ କିଛି ତଥ୍ୟ ମିଳି ଥିଲା ଯାହା ସମସ୍ତଂକୁ ଆଶ୍ଚର୍ଯ୍ୟ କରି ଦେଇ ଥିଲା ।

ତେବେ ସେଠାରୁ ଏହି ସୂଚନା ମିଳି ଥିଲା । ଯେଉଁ ଦମ୍ପତି ମାନେ ଆଲିଙ୍ଗନ କରି ସୋଇ ଥିଲେ ତାଙ୍କୁ ରାତି ସାରା ନିଦ ଭଲ ହୋଇ ଥିଲା । ତା ସହିତ ସେମାନେ ସୋଇ ଉଠିବା ପରେ ବହୁତ ସୁସ୍ଥ ଥିଲେ । ତାଙ୍କର ମାଇଣ୍ଡ ବହୁତ ଭଲ ଥିଲା । କହିବାକୁ ଗୋଟେ ସେମାନେ ବହୁତ ଆନନ୍ଦରେ ସୋଇ ଯାଇ ଥିଲେ । ଦେହ ମଧ୍ୟ ସୁସ୍ଥ ରହି ଥିଲା ।

କିନ୍ତୁ ଯେଉଁ ଦମ୍ପତି ମାନେ ଆଲିଙ୍ଗନ କରି ସୋଇ ନ ଥିଲେ । ସେମାନଙ୍କୁ ଭଲ ରେ ନିଦ ହୋଇ ନ ଥିଲା । ତା ସହିତ ସକାଳେ ତାଙ୍କୁ ଭଲ ଫିଲ ହେଉ ନ ଥିଲା । ସେମାନଙ୍କୁ ଦୁର୍ବଳିଆ ଫିଲ ହେଉ ଥିଲା । ତେଣୁ ଆପଣ ମାନେ ଆଜି ଜାଣିଲେ ଆଲିଙ୍ଗନ କରି ସୋଇଲେ ଶରୀର ସୁସ୍ଥ ରହି ଥାଏ ।

ଯାହା ଲୋକ ମାନେ ଆଲିଙ୍ଗନ ହୋଇ ଶୋଇବା ନିହାତି ଆବଶ୍ୟକ । ଆଲିଙ୍ଗନ କରି ସୋଇଲେ ଦମ୍ପତି ଦମ୍ପତି ଙ୍କର ମୁଣ୍ଡରେ ଯେତେ ଟେନସନ ଥିଲେ ମଧ୍ୟ ତାହା ସବୁ ଦୁରେଇ ଯାଇ ଥାଏ । ତେବେ ଆପଣ ମାନେ ମଧ୍ୟ ଆଲିଙ୍ଗନ କରି ସୁଅନ୍ତୁ ଓ ଶରୀର କୁ ସୁସ୍ଥ ରଖନ୍ତୁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।