
shocking ଭିଡ଼ିଓ – ସ୍ବାମୀ ସାଜିଲା ଦେହ ଦଲାଲ, ନିଜ ସ୍ତ୍ରୀକୁ ପର ପୁରୁଷ ସହ ଶାରୀରିକ ସମ୍ପର୍କ ରଖିବା ପାଇଁ ବାଧ୍ୟ କରୁଥିଲେ ସ୍ବାମୀ ,ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ !
ଲୋଭ ମଣିଷକୁ କେତେ ତଳକୁ ଖସେଇ ଦିଏ ତାର ତୁଳନା କରିହେବ ନାହିଁ। ତେବେ ବର୍ତ୍ତମାନ ସମୟରେ ଯେଉଁ ତଥ୍ୟ ସାମ୍ନାକୁ ଆସିଛି ତାହା ଲୋଭ ଜଣେ ମଣିଷକୁ କେତେ ନିମ୍ନ ସ୍ତରକୁ ନେଇଯାଏ ତାର ଏକ ଜ୍ୱଳନ୍ତ ଉଦାହରଣ। ଟଙ୍କା ଲୋଭରେ କିଏ କଣ ନିଜ ବିବାହିତ ପତ୍ନୀକୁ ପର ପୁରୁଷ ସହ ଶାରୀରିକ ସମ୍ପର୍କ ରଖିବା ପାଇଁ ବାଧ୍ୟ କରେ? ଆଜ୍ଞା ହଁ ସେମିତି ଏକ ସାଙ୍ଘାତିକ ଅଭିଯୋଗ ସାମ୍ନାକୁ ଆସିଛି। ନିଜେ ସ୍ତ୍ରୀ ସ୍ଵାମୀଙ୍କ ବିରୁଦ୍ଧରେ ଆଣିଛନ୍ତି ଏମିତି ସାଙ୍ଘାତିକ ଅଭିଯୁକ୍ତ।
ପଇସା ପାଇଁ ସ୍ବାମୀ ସାଜିଛି ଦେହ ଦଲାଲ। ସ୍ବାମୀଙ୍କ ବିରୁଦ୍ଧରେ ଏଭଳି ଅଭିଯୋଗ ଆଣିଛନ୍ତି ନିଜେ ସ୍ତ୍ରୀ। ନିଜ ସ୍ତ୍ରୀର ଇଜ୍ଜତକୁ ପର ପୁରୁଷ ପାଖରେ ନିଲାମ କରିବାରେ ବିଫଳ ହୋଇଛନ୍ତି ସ୍ବାମୀ। ସ୍ବାମୀ ସାଜିଥିଲା ସ୍ତ୍ରୀର ଦେହ ଦଲାଲ ସାଜିଥିଲା ସ୍ବାମୀ।
ଏମିତି ଏକ ଅମାନବୀୟ ଘଟଣା ଘଟିଛି ମହାକାଳ ଛକ ବ୍ଲକ ତାଳଚୁଆ ସାମୁଦ୍ରିକ ଥାନା ଅନ୍ତର୍ଗତ ଏକ ଅଞ୍ଚଳରେ। ଗତ କାଲି ୪ତ ବେଳେ ତାଙ୍କ ସ୍ଵାମୀ ସୁଧାକର ଓ ତାଙ୍କ ସାଙ୍ଗ ସୁକାନ୍ତ ସୁମିତ୍ରା ଶୋଇଥିବା ରୁମର କବାଟ ବାଡ଼େଇ ଥିଲେ। ଏହା ପରେ ସୁମିତ୍ରା ଆସି କବାଟ ଖୋଲିଲା ପରେ ଦୁଇ ଜଣ ଘର ଭିତରକୁ ପ୍ରବେଶ କରି ଥିଲେ।
ସୁଧାକରଙ୍କ ସାଙ୍ଗ ସୁକାନ୍ତ ସୁମିତ୍ରାଙ୍କୁ ପଚାରୁଥିଲେ ଭାଉଜ ତୁମେ କେଉଁ ସେମ୍ପୁ ଲଗାଉଛ ଏବଂ ତାଙ୍କର ବାଳ ବହୁତ୍ ସୁନ୍ଦର୍ ହେଇଛି କହି ହାତ ମରିବା ପାଇଁ ଚେଷ୍ଟା କରି ଥିଲେ। ଏହା ପରେ ସୁମିତ୍ରା ଘର ବାହାରକୁ ବାହାରି ଯିବା ପାଇଁ ଉଦ୍ୟମ କରିଥିଲେ।
ହେଲେ ସୁମିତ୍ରାଙ୍କ ସ୍ବାମୀ ସୁଧାକର ସୁମିତ୍ରାଙ୍କୁ ଅଟକାଇ ବଳପୂର୍ବକ ଟଣା ଓଟରା କରିଥିଲେ। ଏଥି ସହିତ ସୁମିତ୍ରାଙ୍କୁ ବହୁତ୍ ମାଡ଼ ମଧ୍ୟ ମାରିଥିଲେ। ତେବେ ସୁମିତ୍ରା ବହୁତ୍ ଚେଷ୍ଟା କରି କୈାଣସି ଉପାୟରେ ସେଠାରୁ ଖସି ଆସିଥିଲେ। ଏବଂ ସେଠାରୁ ଦୌଡ଼ି ଯାଇ ପାଖ ଦେଡ଼ଶୁରଙ୍କ ଘରେ ପଶି କବାଟ ବନ୍ଦ କରି ଦେଇଥିଲେ।
ଏହାପରେ ସୁଧାକର ସୁମିତ୍ରାଙ୍କୁ ପିଛା କରି ସେ ଆଶ୍ରୟ ନେଇଥିବା ଘରକୁ ଗୋଇଠା ମାରିଥିଲେ। ଏବଂ ଏଥି ସହିତ କବାଟକୁ ତାଡି ଘର ଭିତରକୁ ପଶି ଥିଲେ ଏହାପରେ ସୁମିତ୍ରାଙ୍କୁ ଅତି ନିସ୍ତୁକ ଭାବେ ମାଡ଼ ମାରିଥିଲେ ସୁଧାକର।ଏ ନେଇ ସୁମିତ୍ରା ଥାନାରେ ଅଭିଯୋଗ କରିଛନ୍ତି।
ସୁଧାକର ପଇସା ପାଇଁ ନିଜ ସ୍ତ୍ରୀ ସୁମିତ୍ରାଙ୍କୁ ତାଙ୍କ ସାଙ୍ଗ ସହିତ ଶାରୀରିକ ସମ୍ପର୍କ ରଖିବା ପାଇଁ ବାଧ୍ୟ କରୁଥିଲେ। ତେବେ ଏ କଥାକୁ ସହଜରେ ଗ୍ରହଣ କରିପାରି ନଥିଲେ ସୁମିତ୍ରା।ସୁମିତ୍ରା ଏଥିରେ ରାଜି ନ ହେବାରୁ ତାଙ୍କୁ ଟଣା ଓଟରା କରିବା ସହିତ ମାଡ଼ ମାରିଥିବାର ଅଭିଯୋଗ ମଧ୍ୟ କରିଛନ୍ତି ସୁମିତ୍ରା। ସୁମିତ୍ରାଙ୍କ ପୁଅ ନଥିବା ସମୟର ଫାଇଦା ନେବାକୁ ଚାହୁଁ ଥିଲେ ସ୍ବାମୀ। ନିଜେ ସାଜିଥିଲେ ନିଜ ସ୍ତ୍ରୀର ଦେହ ଦଲାଲ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।