ସବୁ ସମୟ ଖବର ସାଥିରେ

ଆଜିକାଲି ଭଲ ପାଇବା ମାନେ ହେଉଛି ଫିଜିକାଲ ହେଇଜିବା ..ତାକୁ କୁହାଯାଉଛି ଭଲପାଇବା କିନ୍ତୁ ସେଟା ନୁହଁ :ଲିଜା

0 8

ବନ୍ଧୁଗଣ ପ୍ରତେକ ଦିନ ସୋସିଆଲ ମିଡ଼ିଆରେ କିଛି ନା କିଛି ନୂଆ ନୂଆ ଘଟଣା ମାନ ଭାଇରାଲ ହେଉଥିବାର ଆପଣ ମାନେ ଦେଖିବାକୁ ପାଉଥିବେ | ତେବେ ଏବେ ଏଭଳି ଏକ ଘଟଣା ଭାଇରାଲ ହେବାକୁ ଲାଗୁଛି ଯାହା କୁ ଶୁଣିଲେ ଆପଣଙ୍କର ମଧ୍ୟ ଲୋମ ଟାଙ୍କୁରୀ ଉଠିବ ତାହା ହେଉଛି ଲିଭିଙ୍ଗ ରେ ରହିବା ପରେ ପ୍ରେମିକ ଜଣକ ପ୍ରେମିକା କୁ କାଟିକି 35 ଖଣ୍ଡ କରି ଦେଇଥିବା ଘଟଣା ବର୍ତ୍ତମାନ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କୋର୍ଵି ଦେଇଛି | ଆଉ ଯେଉଁ ଘଟଣା କୁ ନେଇକି ମୁହଁ ଖୋଲିଛନ୍ତି ଲିଜା | ତାହେଲେ ଆସନ୍ତୁ ଜାଣିବା ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଘଟଣା ଉପରେ ନଜର ପକାଇବା |
ତେବେ ଲିଜା ଙ୍କର କହିବା କଥା କି ଆଜି କାଲି ସମାଜରେ ପୁଅ ଆଉ ଝିଅ ମାନେ ଭଲ ପାଇବା ଗୋଟିଏ କୋମନ କଥା ହେଇଗଲାଣି | ଆଉ ଯାହା କୁହାଯାଉଛି ଭଲ ପାଇବା ଉପରେ ଗୁରୁତ୍ୱ ନ ଦେଇ ଆଜି କାଲିର ପୁଅ ଝିଅ ମାନେ ଲିଭିଙ୍ଗ ରେ ରହିବା କୁ ଅଧିକ ପସନ୍ଦ କରୁଛନ୍ତି | ଆଉ ଯାହା ଫଳରେ ବିଭିନ୍ନ ପ୍ରକାରର ସମସ୍ୟା ର ସମ୍ମୁଖୀନ ହେବାକୁ ପଡୁଛି ସେ ପୁଅ ହେଉ ବା ଝିଅ ହେଉ, ଏମିତି କିଛି କହିଛନ୍ତି ଲିଜା | ଆଉ ତାଙ୍କର କହିବା ଅନୁସାରେ ଭଲ ପାଇବା କୁ ଅଟ୍ରାକ୍ସନ ଭଳିଆ ଗ୍ରହଣ ନ କରି ଭଲ ପାଇବା କୁ ମନରୁ କରିବା ର ଆବଶ୍ୟକତା ରହିଛି |
ତେବେ ଲିଜା କହିଛନ୍ତି କି ଯେଉଁ ପ୍ରେମିକା ଜଣଙ୍କୁ ମାରି 35 ଖଣ୍ଡ କରିକି ଭିନ୍ନ ଭିନ୍ନ ଜାଗାରେ ପକାଇଛନ୍ତି ପ୍ରେମିକ ଜଣଙ୍କ ତାହା ଜଣେ ମଣିଷ ହିସାବରେ କେମିତି କରି ପାରିଲେ ବୋଲି ପ୍ରଶ୍ନ ଉଠିଛି | ଆଉ ତାହା ସହିତ କୁହାଯାଉଛି କି ପୁଅ ଜଣଙ୍କର ମୁସଲମାନ ଓ ଝିଅ ଜଣଙ୍କ ହିନ୍ଦୁ ବୋଲି ଆଉ ଝିଅ ଟି ଘର ଛାଡିକି ଆସିକି ପୁଅ ପାଖରେ ରହୁଥିଲା | ଆଉ ଝିଅଟି କୌଣସି କାରଣ ରୁ ବିବାହ କରିବା ପାଇଁ ମନା କରିବାରୁ ଏହିଭଳି ଘଟଣା ଘଟିଛି ବୋଲି କୁହାଯାଉଛି | ତେବେ ଯେତେବେଳେ ଝିଅ ଟି ସବୁ କିଛି ଛାଡିକି ପୁଅ ଟି ପାଖକୁ ଆସୁଛି ତାହେଲେ ସେ ଝିଅ ଟିର ତ୍ୟାଗ କଥା ନ ବୁଝି ପୁଅ ଜଣଙ୍କ ଏଭଳି କାମ କରିବା ଭୁଲ ବୋଲି କହିଛନ୍ତି ଲିଜା |

ଆଉ ଲିଜା ଙ୍କର କହିବା କଥା କି ଲିଭିଙ୍ଗ ରେ ରହିବା ପାଇଁ ହେଲେ ଦୁଇଜଣ ଙ୍କର ମାଇଣ୍ଡ ମେଚିୟଡ଼ ହେବା ଆବଶ୍ୟକ ଯେପରି କେହି କାହାରି ପାଖରୁ ଦୁରେଇ ନ ଯାଆନ୍ତି ଆଉ କିଛି ଅସୁବିଧା ପରେ ନ ହେଉ | ତେବେ ସୁପ୍ରିମକୋଟ ଲିଭିଙ୍ଗ ରେ ରହିବା କୁ ପୋରମିସନ ଦେବା ଫଳରେ ଆଜି ଏହି ଭଳି ଏକ ହତ୍ୟା ଘଟିଛି | ଆଉ ଯଦି ସରକାର ଚାହିଁଲେ ତାହେଲେ ଆଉ କିଛି ନିୟମ ବାହାର କରିବେ ଓ ଏହିଭଳି ହତ୍ୟା କୁ ରୋକି ପାରିବେ ବୋଲି କହିଛନ୍ତି ଲିଜା | ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।