ସବୁ ସମୟ ଖବର ସାଥିରେ

ଦେଖନ୍ତୁ ମୃତ୍ୟୁର Live ଭିଡ଼ିଓ : Cctv ରେ ରେକର୍ଡ଼ ହୋଇଗଲା ନେହେଲେ କେହି ବିଶ୍ୱାସ କରି ନଥାନ୍ତେ… ଏହି ଛାତିଥରା ଭିଡିଓ ଦେଖନ୍ତୁ ଏବଂ ଅନ୍ୟଙ୍କୁ ସତର୍କ କରାନ୍ତୁ

0 8

ତେବେ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ ସୋସିଆଲ ମିଡ଼ିଆରେ | ତେବେ ବର୍ତ୍ତମାନ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଯାହାକୁ ଦେଖିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହୋଇଯିବେ ଓ RPF ଓ GRP ର ଯବାନ ଙ୍କର ସାହାସିକତା ର ପ୍ରସଂଶା କରିବାକୁ ଲାଗିବେ | ତେବେ ଯାହା କୁହାଯାଉଛି ଟ୍ରେନ ରେ ଯାତ୍ରୀ ଜଣଙ୍କ ଯାଉଥିବା ସମୟରେ ହଠାତ ଟ୍ରେନ ରୁ ଖୋସି ପଡିଥିଲେ ଯାତ୍ରୀ ଜଣଙ୍କ ଆଉ RPF ଓ GRP ର ଯବାନ ଙ୍କର ସାହାସିକତା ବଳରେ ଅଳ୍ପକେ ବର୍ତ୍ତିଗଲା ଲୋକ ଜଣକର ଜୀବନ, ଆଉ ଚାହୁଁ ଚାହୁଁ ଗୋଟିଏ ବଡ଼ ଦୁର୍ଘଟଣା ରୁ ବଞ୍ଚିଗଲେ ସେ | ତାହେଲେ ଆସନ୍ତି ଦର୍ଶକବନ୍ଧୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଘଟଣା ଉପରେ ନଜର ପକାଇବା |

ତେବେ ଯାହା କୁହାଯାଉଛି କି କଟକ ରୁ ବାଲେଶ୍ୱର ଅଭିମୁଖେ ଯାଉଥିଲା ଜନସତାବ୍ଧି ଏକ୍ସପ୍ରେସ | ଆଉ ଟ୍ରେନ ଟି କଟକ ଷ୍ଟେସନ ର 1 ନମ୍ବର ପ୍ଲାଟଫର୍ମ ରେ ଆସିକି ମଧ୍ୟ ପହଞ୍ଚି ଯାଇଥିଲା | ତେବେ ଟ୍ରେନ ଟି 6:25 ସକାଳେ ପହଞ୍ଚିଥିଲା ଓ ସେଠାରେ 5 ମିନିଟ ରହିଲା ପରେ 6:30 ରେ ଟ୍ରେନ ଟି ଛାଡ଼ିବା ସମୟରେ ଘଟିଯାଇଥିଲା ଏଭଳି ଏକ ଘଟଣା ଯାହା କୁ ଆପଣ ମାନେ ମଧ୍ୟ ଦେଖିଲେ ଲୋମ ଟାଙ୍କୁରୀ ଉଠିବ | ଆଉ ଯାହା କୁହାଯାଉଛି କି ଷ୍ଟେସନ ରେ ଟ୍ରେନ ଛାଡିବା ସମୟରେ ତରତର ରେ ଜଣେ 40 ବର୍ଷୀୟ ଯୁବକ RK ସାହୁ ଟ୍ରେନ କୁ ଉଠିବା ପାଇଁ ଉଦ୍ୟମ କରୁଥିଲେ |

ଆଉ ଯାହା ଜଣା ପଡିଛି କି d1 ବଗି ରେ ଉଠୁଥିବା ସମୟରେ ହଠାତ ତାଙ୍କର ଗୋଡ଼ ଖୋସି ଯାଇଥିଲା ଆଉ ସେ ଟ୍ରେନ ରେ ପାଦ ଦେଉ ଦେଉ ପାଦ ଟି ଖୋସି ଯାଇଥିଲା ଆଉ ବ୍ୟକ୍ତି ଜଣଙ୍କ ଟ୍ରେନ ଆଉ ପ୍ଲାଟଫର୍ମ ମଝିରେ ଥିବା ଟ୍ରେନ ଟ୍ରାକ ଭିତରେ ପଡିବାକୁ ଯାଉଥିଲେ | ଆଉ ସେହି ସମୟରେ RPF ଓ GRP ର ଯବାନ ତାଙ୍କର ସାହାସିକତା ଦେଖାଇବାକୁ ଲାଗିଥିଲେ ବୋଲି କୁହାଯାଉଛି | ଆଉ ସେ ବ୍ୟକ୍ତି ଜଣଙ୍କୁ ବଞ୍ଚାଇଥିବାର ଦେଖିବାକୁ ମିଳିଥିଲା |

ତେବେ ବ୍ୟକ୍ତି ଜଣକ କୌଣସି ଅଫିସିଆଲ କାମରେ କଟକ ରୁ ବାଲେଶ୍ୱର କୁ ଯିବା ପାଇଁ ବାହାରିଥିବା ସମୟରେ ଯିବା ସମୟରେ ଦେଖିବାକୁ ମିଳିଥିଲା ଏଭଳି କିଛି ଘଟଣା ବୋଲି କୁହାଯାଉଛି | ଆଉ ଜଗନ୍ନାଥ ମୁର୍ମୁ ଓ ହେମନ୍ତ ସାହୁ ଦୁଇଜଣ ଙ୍କର କାରଣ ରୁ ବ୍ୟକ୍ତି ଜଣଙ୍କ ଆଜି ନୂଆ ଜୀବନ ଫେରି ପାଇଛନ୍ତି ବୋଲି ମଧ୍ୟ କୁହାଯାଉଛି | ଆଉ ଏହି ଘଟଣା ଟି ବର୍ତ୍ତମାନ ଚାରିଆଡେ ଚର୍ଚ୍ଚା ହେବାରେ ଲାଗୁଛି | ଯାହା ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।