
ଦେଖନ୍ତୁ Socking Video -ଭୟଙ୍କର କୋବ୍ରା ( Cobara ) କୁକୁଡ଼ା ଭାଡ଼ି ଗାତ ଭିତରୁ ବାହାରି ହଠାତ କଲା ଦଂଶନ, ଆଉ ତା ପରେ… ଥରୁଟିଏ ନିଶ୍ଚୟ ଦେଖନ୍ତୁ ଆପଣଙ୍କ ଜୀବନ ବି ବଞ୍ଚି ଯାଇପାରେ…
ସୋସିଆଲ ମିଡିଆରେ ମନୋରଞ୍ଜନର ଭିନ୍ନ ଏକ ଦୁନିଆ ସେଥିପାଇଁ ତ ସୋସିଆଲ ମିଡିଆ ଆଜିର ଦିନରେ ଲୋକଙ୍କ ପ୍ରଥମ ପସନ୍ଦ ସାଜି ପାରିଛି। ଲୋକ ମାନେ ସୋସିଆଲ ମିଡିଆରେ ସମୟ ବିତାଇବା ପାଇଁ ଅଧିକ ପସନ୍ଦ କରୁଛନ୍ତି। ପିଲାଠାରୁ ବୁଢା ପର୍ଯ୍ୟନ୍ତ ସମସ୍ତେ ସୋସିଆଲ ମିଡିଆରେ ବ୍ୟସ୍ତ ରହୁଛନ୍ତି। ସୋସିଆଲ ମିଡିଆ ଏମିତି ଏକ ମାଧ୍ୟମ ଯେଉଁଠି ଆମେ ସବୁ ପ୍ରକାର ଭିଡିଓ ଦେଖିବା ସହ ଅପଲୋଡ଼ ମଧ୍ୟ କରି ପାରିବା ଏହା ସହ ସୋସିଆଲ ମିଡିଆରୁ ରୋଜଗାର ଭଲ ରୋଜଗାର ମଧ୍ୟ କରି ପାରିବା।ଆଜିର ଅଧିକାଂଶ ଯୁବପିଢ଼ି ସୋସିଆଲ ମିଡିଆକୁ ନିଜର ରୋଜଗାରର ପନ୍ଥା ଭାବେ ଅବଲମ୍ବନ କରୁଛନ୍ତି। ବିଭିନ୍ନ ପ୍ରକାର କଣ୍ଟେଣ୍ଟ ମାଧ୍ୟମରେ ସେମାନେ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିବାରେ ସକ୍ଷମ ହୋଇ ପାରୁଛନ୍ତି।
ସୋସିଆଲ ମିଡିଆରେ ଆପଣ ମାନେ ବିଭିନ୍ନ ପ୍ରକାର ଭିଡିଓ ଦେଖିବାକୁ ପାଉଥିବେ। ଏହି ଭିଡିଓ ସବୁ ଆପଣଙ୍କୁ ଖୁବ୍ ପସନ୍ଦ ଆସୁଥିବ। ଏହି ସବୁ ଭିଡ଼ିଓ ମଧ୍ୟରୁ ଏମିତି କିଛି ଭିଡିଓ ରହିଛି ଯାହାକୁ ଦେଖିଲେ ଆମକୁ ଖୁବ୍ ଅଜବ ଓ ଆଶ୍ଚର୍ଯ୍ୟ ଲାଗେ ତ ଆଉ କିଛି ଭିଡିଓ ଏମିତି ରହିଛି ଯାହାକୁ ଦେଖିଲେ ଆମକୁ ଆଶ୍ଚର୍ଯ୍ୟ ଲଗିବା ସହ ଭୟ ମଧ୍ୟ ଲାଗିଥାଏ। ତେବେ ଆଜି ଆମେ ଆପଣଙ୍କୁ ସେହିଭଳି ଏକ ଭିଡିଓ ବାବଦରେ ଜଣାଇବୁ ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିବା ଭୟଭୀତ ଲାଗିବ। କାରଣ ଏଠାରେ ସାପ ଉଦ୍ଧାର ସମୟର ଏକ ଭିଡିଓ ରହିଛି। ଆପଣ ସୋସିଆଲ ମିଡିଆରେ ସାପକୁ ନେଇ ଅନେକ ଭିଡିଓ ଦେଖିବାକୁ ପାଇଥିବେ।
ତେବେ ଆପଣମାନେ ଜାଣିଥିବେ କି ସାପର ବିଷ ଜୀବଜନ୍ତୁ ଓ ମଣିଷ ମାନଙ୍କ ପାଇଁ କେତେ ଘାତକ। ବିଶେଷ କରି ନାଗ ବା ବୋଡା ପ୍ରଜାତିର ସାପ ଜୀବଜନ୍ତୁ ମଣିଷ ପ୍ରତି ଖୁବ୍ ବିପଦ ଜନକ ହୋଇଥାଏ। ଏହି ସାପ ଦଂଶନ କରିଥିବା ମଣିଷର ଆତଙ୍କିତ ହେବା, ହୃଦୟର ସ୍ପନ୍ଦନ ବଢିବା ଓ ବାନ୍ତି ଲାଗିବା ଭଳି ଲକ୍ଷଣ ଆଦି ଦେଖା ଯାଇଥାଏ ଏମିତିକି ଏହି ସାପ କାମୁଡିବା ମାତ୍ରେ ଜୀବନ ଚାଲିଯିବାର ସମ୍ଭାବନା ଯଥେଷ୍ଟ ଅଧିକ ରହିଥାଏ।
ତେବେ ବର୍ତ୍ତମାନ ସମୟରେ ସାପକୁ ରେସ୍କ୍ୟୁ କରାଯାଉଥିବାର ଏକ ଭିଡିଓ ସାମ୍ନାକୁ ଆସିଛି। ଯାହା ଦେଖିଲେ ଆପଣ ଖୁବ୍ ଆଶ୍ଚର୍ଯ୍ୟ ହେବେ। ଏହି ଦୃଶ୍ୟ ଦେଖିବାକୁ ମିଳିଛି ନୟାଗଡ଼ ଜିଲ୍ଲାର ଉଡମା ବ୍ଲକର ଜଦୁପୁର ଗାଁରେ। ଏଠାରେ ଏକ ନାଗ ସାପ ଜଣେ ବ୍ୟକ୍ତିଙ୍କ କୁକୁଡ଼ା ଫାର୍ମରେ ପସି ୬ ଅଣ୍ଡା ଖାଇବା ସହିତ ଦୁଇଟି କୁକୁଡ଼ାକୁ ମଧ୍ୟ ଦଂଶନ କରିଥିଲା।ଏହାପରେ ପରିବାର ଲୋକେ ଏହାକୁ ଦେଖି ସ୍ନେକ୍ ହେଲ୍ପ ଲାଇନ ବିଭାଗକୁ ଖବର ଦେଇଥିଲେ ଏହାପରେ ସ୍ନେକ୍ ହେଲ୍ପର ଅଫିସର ଆକାଶ ଯାଦବ ଆସି ସାପଟିକୁ ଉଦ୍ଧାର କରିଥିଲେ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।