
ଦେଖନ୍ତୁ ଚମତ୍କାର… Amazing Snake Playing … ,ଆପଣ ଦେଖିଲେ ବି ହୋଇଯିବେ ଆଶ୍ଚର୍ଯ୍ୟ, ଗୋଟିଏ ଦିନରେ 2 Million ଲୋକ ଦେଖି ସାରିଲେଣି
ଆଜିର ଦିନରେ ସମସ୍ତେ ସୋସିଆଲ ମିଡିଆରେ ସମୟ ବିତାଇବା ପାଇଁ ଅଧିକ ପସନ୍ଦ କରୁଛନ୍ତି। ସୋସିଆଲ ମିଡିଆ ମନୋରଞ୍ଜନର ଏକ ଭିନ୍ନ ଦୁନିଆ।ଯେଉଁଠି ଆମେ ସବୁ ପ୍ରକାର ଘଟଣା ବିଷୟରେ ଜାଣି ପାରୁଛୁ। ଆଜିର ଯୁବପିଢି ମାନଙ୍କ ପ୍ରଥମ ପସନ୍ଦ ହେଉଛି ସୋସିଆଲ ମିଡ଼ିଆ।ପିଲାଠାରୁ ବୁଢା ପର୍ଯ୍ୟନ୍ତ ସମସ୍ତେ ସୋସିଆଲ ମିଡିଆରେ ସମୟ ବିତାଇବା ପାଇଁ ପସନ୍ଦ କରୁଛନ୍ତି। ଦେଶ ବିଦେଶରେ କଣ ସବୁ ଘଟଣା ଦୁର୍ଘଟଣା ସବୁ ଘଟି ଚାଲିଚି ତାହା କେବଳ ସୋସିଆଲ ମିଡିଆ ପାଇଁ ଲୋକେ ଖୁବ୍ ସହଜରେ ଓ କମ ସମୟରେ ନିଜ ହାତ ପାହାନ୍ତାରେ ପାଇ ପାରୁଛନ୍ତି।
ସୋସିଆଲ ମିଡିଆରେ ପ୍ରତିଦିନ କିଛି ନା କିଛି ଭିଡିଓ ସାମ୍ନାକୁ ଆସୁଛି। ଆଉ ସେଥି ମଧ୍ୟରୁ କିଛି ଭିଡିଓ ଏମିତି ହୋଇଥାଏ ଯେ ଯାହାକୁ ଦର୍ଶକ ମାନେ ଖୁବ୍ ପସନ୍ଦ କରିଥାନ୍ତି। ଆଉ ସେହି ସବୁ ଭିଡ଼ିଓ ଭାଇରାଲ ହେବା ପାଇଁ ବେଶି ସମୟ ଲାଗେ ନାହିଁ।ତେବେ ଆପଣ ମାନେ ସୋସିଆଲ ମିଡ଼ିଆ ନିଶ୍ଚିତ ଭାବେ ବ୍ୟବହାର କରୁଥିବେ। ଆଉ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା କିଛି ଭିଡିଓ ମଧ୍ୟ ଦେଖି ବାକୁ ପାଉଥିବେ। ଆଉ ଖୁବ୍ ଖୁସି ହେଉଥିବେ। ତେବେ ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଏମିତି ଏକ ଦୃଶ୍ୟ ସାମ୍ନାକୁ ଆସିଛି ଯାହାକି ସମସ୍ତଙ୍କୁ ଖୁବ୍ ପସନ୍ଦ ଆସୁଛି।
ତେବେ ଆପଣ ମାନେ ଗାଁ ଗଣ୍ଡାରେ ଏମିତି ଦୃଶ୍ୟ ଅନେକ ଦେଖିବାକୁ ପାଇଥିବେ। ପିଲାଦିନ ଆପଣ ନିଶ୍ଚିତ କେଳାକୁ ଗାଁ ଗଣ୍ଡାରେ ସାପ ଖେଳାଉ ଥିବାର ଦେଖିବା ପାଇଁ ପାଇଥିବେ ନହେଲେ କେଳା ମାନଙ୍କ ବାବଦରେ ଶୁଣିବା ପାଇଁ ପାଇଥିବେ। ତେବେ କେଳା ମୁଖ୍ୟତଃ ସାପ ଖେଳ ଦେଖାଇ ଜୀବିକା ନିର୍ବାହ କରିଥାନ୍ତି।କେଳା ବିଷଦାନ୍ତ ନଥିବା ସାପମାନଙ୍କୁ ନେଇ ବିଭିନ୍ନ ଖେଳ ଦେଖାଇଥାନ୍ତି ଯାହାକୁ ଦେଖିବା ପାଇଁ ଲୋକେ ଖୁବ୍ ପସନ୍ଦ କରନ୍ତି।ଏହି ସାପ ଖେଳ ଦେଖିବା ପାଇଁ ଗାଁ ଗଣ୍ଡାରେ ବେଶ୍ ଭିଡ ଜମି ଥାଏ।
ତେବେ ବର୍ତ୍ତମାନ ସମୟରେ ସେହିଭଳି ଏକ ଦୃଶ୍ୟ ସାମ୍ନାକୁ ଆସିଛି ଯାହା ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଏହି କେଳା ଜଣଙ୍କ ଗୋଟିଏ ସାପ ନୁହେଁ ବରଂ ଏକାଧିକ କୋବ୍ରା ସାପକୁ ନେଇ ଖେଳ ଦେଖାଉ ଛନ୍ତି। ଆଉ ଏହି ଖେଳ ଦେଖିବା ପାଇଁ ଲୋକଙ୍କ ବେଶ୍ ଭିଡ଼ ମଧ୍ୟ ଜମୁଛି। କେଳା ଜଣଙ୍କ ସାପକୁ ନେଇ ଖୁବ୍ ସୁନ୍ଦର୍ ଖେଳ ଦେଖାଉଛନ୍ତି ଏବଂ ଖୁବ୍ ସୁନ୍ଦର ଭାବେ ସାପକୁ ଆୟତ୍ତ ମଧ୍ୟ କରୁଛନ୍ତି। ଏହି ସୁନ୍ଦର୍ ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି। ଦର୍ଶକ ଏହି ଭିଡିଓକୁ ଖୁବ୍ ପସନ୍ଦ ମଧ୍ୟ କରୁଛନ୍ତି। ଏହି ଭିଡ଼ିଓକୁ ବର୍ତ୍ତମାନ ସୁଦ୍ଧା ୫୨ ମିଲିୟନରୁ ଉର୍ଦ୍ଧ୍ବ ଦର୍ଶକ ଦେଖି ସାରିଲେଣି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।